Latest Odisha News

BREAKING NEWS

ମୋ କବିତା, ଏକୁଟିଆ ଲୋକର ମନର କଥା : ଭାରତ ମାଝୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା କବି ଭାରତ ମାଝୀ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ କବିତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ହାଇୱେରେ କୁହୁଡ଼ି, ମାର୍ଫତ ଫୁଟପାଥ, ଭାରତ ମାଝୀ ଡଟ କମ, ମହାନଗର ପଦ୍ୟ, ମାଝୀ ଗୀତ,…

ବୋଲେରୋ ଗାଡ଼ିରୁ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଗିରଫ

ଭବାନୀପାଟଣା: ଲକଡାଉନ୍ ବେଳେ ବଢ଼ିଛି ଗଞ୍ଜେଇ ଚୋରା ଚାଲାଣ । କଳାହାଣ୍ଡି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଧରିଲା କୋକସରା ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ…

ଆସ ବୁଲି ଯିବା ଭିତରକନିକା, ଏହି ଦିନ ଖୋଲିବ ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ତିନି ମାସ ପରେ ଖୋଲିବ ଭିତରକନିକା । ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ ନିଷ୍ପତ୍ତି ନେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ୍…

ଦେଶରେ ବଢୁଛି ତୃତୀୟ ତରଙ୍ଗର ଭୟ

ନୂଆଦିଲ୍ଲୀ: ଭୟ ବଢାଇଲାଣି କରୋନା ତୃତୀୟ ତରଙ୍ଗ। ଦେଶରେ ଅନେକ ସ୍ଥାନରେ କରୋନା ମାମଲା ବୃଦ୍ଧିକୁ ଦେଖି ତୃତୀୟ ତରଙ୍ଗରକୁ ଆଶଙ୍କା ବଢିଯାଇଛି। ଅନେକ ରାଜ୍ୟରେ ଦୈନିକ ସଂକ୍ରମଣ ହାର ଉଚ୍ଚ ରହୁଛି। ସରକାର ଏ ନେଇ ୧୦ଟି ରାଜ୍ୟକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ଏତିକି ବେଳୁ ଆବଶ୍ୟକ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଇ-ସାଇମୁନ୍ ୨୦୨୧ ଉଦଯାପିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡେଲ୍ ୟୁନାଇଟେଡ୍ ନେସନ୍ସ୍ (ସାଇମୁନ୍)ର ନବମ ସଂସ୍କରଣ ଉଦଯାପିତ ହୋଇଯାଇଛି । ଜୁଲାଇ ୩୦ ଓ ୩୧ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ । ଏଥିରେ ବିଶ୍ୱର ୨୦ଟି ଭିନ୍ନ ଭିନ୍ନ ଦେଶର ୬୨ଟି…

ଆସାମ ସିଏମ୍‌ଙ୍କ ବିରୋଧରେ ଏଫଆଇଆର ପ୍ରତ୍ୟାହାର କରିବ ମିଜୋରାମ

ନୂଆଦିଲ୍ଲୀ: ମିଜୋରାମ ଏବଂ ଆସାମ ସୀମା ବିବାଦକୁ ନେଇ ଉପୁଜିଥିବା ସଂଘର୍ଷକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ମିଜୋରାମ। ପଞ୍ଜୀ କୃତ ହୋଇଥିବା ଏଫଆଇଆର ଉପରେ ମିଜୋରାମ ସରକାର ପୁନର୍ବାର ଦୃଷ୍ଟି ଦେବେ ବୋଲି ମିଜୋରାମ ମୁଖ୍ୟ ଶାସନ…

ସହଯୋଗ କରିବା ବଦଳରେ ପ୍ରମାଣ ନଷ୍ଟ କରୁଥିଲେ ରାଜ; ପୋଲିସ

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍ ଥର୍ପେଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରସାରଣ ମାମଲାରେ ନିଜ ବିରୁଦ୍ଧରେ ପ୍ରମାଣ ନଷ୍ଟ କରିଥିବାରୁ ଗିରଫ କରାଯାଇଥିବା ପୋଲିସ କହିଛି। ରାଜ କୁନ୍ଦ୍ରାଙ୍କ…

ମହାରାଷ୍ଟ୍ରରେ ପ୍ରଥମ ଜିକା ଭାଇରସ ମାମଲା ଚିହ୍ନଟ

ପୁଣେ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ପୁରନ୍ଦର ତାଲୁକା ଅନ୍ତର୍ଗତ ବେଲସର ଗ୍ରାମରେ ଜିକା ଭାଇରସର ପ୍ରଥମ ମାମଲା ଚିହ୍ନଟ ହୋଇଛି। ଜଣେ ୫୦ ବର୍ଷ ବୟସ୍କା ମହିଳାଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ଏହି ମାସ ଆରମ୍ଭରେ ମହିଳା ଜଣଙ୍କ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ…

ବକ୍ସିଂ କ୍ୱାର୍ଟର ଫାଇନାଲରେ ହାରିଲେ ସତୀଶ କୁମାର, ପୁରୁଷ ବର୍ଗରେ ଭାରତର ଅଭିଯାନ ଶେଷ

ଟୋକିଓ: ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । କ୍ୱାର୍ଟର ଫାଇନାଲ ମୁକାବିଲାରେ ପରାସ୍ତ ହୋଇଛନ୍ତି । ସୁପର ହେଭିଓ୍ୱେଟ ମୁକାବିଲାରେ ଓ୍ୱାର୍ଲଡ ଚାମ୍ପିଅନ୍ ଉଜବେକିସ୍ତାନ କୁସ୍ତିଯୋଦ୍ଧା ବଖୋଦିର ଜାଲୋଲେଭଙ୍କଠାରୁ ପରାସ୍ତା ହୋଇଛନ୍ତି । ୫-୦ରେ ଜିତି ଫାଇନାଲକୁ ଯାଇଛନ୍ତି…

୪୧ ପରେ ଅଲିମ୍ପିକ୍ସ ସେମି ଯିବା ଲକ୍ଷ୍ୟରେ ଭାରତୀୟ ହକି ଟିମ୍

ଟୋକିଓ: ଅଲିମ୍ପିକ୍ସରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ଭାରତୀୟ ପୁରୁଷ ହକି ଟିମ୍ । ୪୧ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ସ୍ଥାନ ପକ୍କା କରିବାଠୁ ଆଉ ପାଦେ ଦୂରରେ ରହିଛି । ଆଜି ବ୍ରିଟେନ୍ ବିରୋଧରେ ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲ୍ ମୁକାବିଲା ରହିଛି । ସନ୍ଧ୍ୟା ସାଢ଼େ ୫ଟାରେ ଏହି…