ଶେଷ ମୂହର୍ତରେ ରିଙ୍ଗ ଡ୍ରେସ ବଦଳାଇବା ନେଇ ପ୍ରଶ୍ନ ଉଠାଇଲେ ମେରୀ କମ୍
ନୂଆଦିଲ୍ଲୀ: ମହିଳା ବକ୍ସିଂରେ ଭାରତର ସୁପର ମମ ମେରୀ କମ୍ ଫ୍ଲାଏୱେଟ କାଟଗୋରିରେ ପଦକ ହାସଲରୁ ବଂଚିତ ହୋଇଛନ୍ତି । ତେବେ ଏହି ଫାଇଟରେ ରେଫରୀଙ୍କ ନିଷ୍ପତି ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବେ ବି ମୁଁ ହାରିଥିବା କଥା ଚିନ୍ତା କରିପାରୁ ନାହିଁ । ରିଙ୍ଗରେ ମୁଁ ବିଜୟ ନେଇ ଦୃଢ଼…