ଆର ପାରିରେ ନଟୁ କାକା
ମୁମ୍ବାଇ: କମେଡି ସିରିୟଲ ତାରକ ମେହତାଙ୍କ ଉଲଟା ଚଷମାର ଲୋକପ୍ରିୟ କଳାକାର ନଟୁ କାକା ଭୁମିକାରେ ଅଭିନୟ କରିଥିବା ଘନଶ୍ୟାମ ନାୟକଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ତାରକ ମେହେତାଙ୍କ ଉଲଟା…