Latest Odisha News

BREAKING NEWS

ଭାଇରାଲ୍ ହେଲା ଭିଡ଼ିଓ: ରାସ୍ତାରେ ପିଲାମାନଙ୍କ ସହ କ୍ରିକେଟ ଖେଳିଲେ ବିରାଟ କୋହଲୀ !

ଇନ୍ଦୋର: ଭାରତୀୟ କପ୍ତାନ ବିରାଟ କୋହଲୀ ଏବେ ବ୍ୟସ୍ତବହୁଳ କ୍ରିକେଟରୁ କିଛିଦିନ ବିଶ୍ରାମ ନେଇ ମଉଜ ମସ୍ତି କରୁଛନ୍ତି । ପତ୍ନୀ ଅନୁଷ୍କାଙ୍କୁ ସାଙ୍ଗରେ ନେଇ ଭୁଟାନରେ ବେଶ୍ କିଛି ଦିନ ବୁଲାବୁଲି କଲା ପରେ ଏବେ ବଲିଉଡ଼ରେ ଏକ ଫିଲ୍ମରେ ସାଇନ୍ କରିବାକୁ ଯାଉଥିବା କିଛି ଗଣମାଧ୍ୟମରେ ପ୍ରକାଶ…

ବଲାଙ୍ଗିରରେ ଗୋଷ୍ଠୀ ସଂଘର୍ଷ, ୫ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ମହିମୁଣ୍ଡା ଗ୍ରାମର ୨ଟି ପରିବାର ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ପ୍ରାୟ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ମୁକ୍ତେଶ୍ୱର ଗଡତିଆ ଓ…

ଆଜିଠୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ; ବିରୋଧିଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର: ଓଡିଶା ବିଧାନସଭାରେ ଆଜି ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଗୃହ ଆରମ୍ଭରୁ ସରକାରଙ୍କୁ ଘେରିବା ଲାଗି ପୂରାପୂରି ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧି ଦଳ । ଚଳିତ ଶୀତକାଳୀନ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସ ରହିବା ନେଇ ସୂତ୍ରରୁ…

ଲତା ମଙ୍ଗେସକର ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

ହସ୍ପିଟାଲରେ ପୁଣି ଥରେ ଭର୍ତ୍ତି କରାଯାଇଛି । ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ଜଣାପଡ଼ିଛି । ତେବେ ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ଯେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଉନ୍ନତି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୩-୧୧-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୧୩ ରିଖ ବୁଧବାର ତୁଳା ୨୭ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-:…

ମହାରାଷ୍ଟ୍ରରେ ଲାଗୁହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଉପୁଜିଥିବା ରାଜନୈତିକ ସଙ୍କଟ ଯୋଗୁଁ କେନ୍ଦ୍ର କ୍ୟାବିନେଟ ମଙ୍ଗଳବାର ଦିନ ରାଜ୍ୟରେ ୩୬୫ ଧାରା ଲାଗୁ ନିମନ୍ତେ ଗୃହୀତ ପ୍ରସ୍ତାବକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାଫଳ ସ୍ୱରୂପ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁହୋଇଛି । ପଞ୍ଜାବ ଗସ୍ତରୁ…

ଉଦଘାଟିତ ହେଲା ଐତିହାସିକ ବାଲିଯାତ୍ରା ମହୋତ୍ସବ

କଟକ: ପ୍ରାଚୀନ ଉତ୍କଳୀୟ ବାଣିଜ୍ୟ ପରମ୍ପରାର ସ୍ମୃତିବହନ କରୁଥିବା ଐତିହାସିକ ବାଲିଯାତ୍ରା ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ଐତିହ୍ୟ ସମ୍ପନ୍ନ ବାଲିଯାତ୍ରା ଉତ୍ସବକୁ ଉଦଘାଟନ କରିଛନ୍ତି । କଟକ ମହାନଦୀକୂଳର…

ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ବିଧାନସଭା; ଆସନ୍ତା କାଲିଠାରୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ୩୦ଟି କାର୍ଯ୍ୟଦିବସ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବା ନେଇ ସୂଚନା ମିଳିଛି । ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଡିଜିପି ବି.କେ…

କଟକର ଐତିହାସିକ ବାଲିଯାତ୍ରାରେ ଏହା ଆପଣଙ୍କୁ ଆକର୍ଷିତ କରିପାରେ, କ’ଣ ତାହା ଜାଣନ୍ତୁ…

କଟକ: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ତଥା ପ୍ରାଚୀନ କଳିଙ୍ଗ ରାଜ୍ୟର ଐତିହ୍ୟକୁ ସ୍ମୃତିଚାରଣ କରିଥାଏ ଐତିହାସିକ ବାଲିଯାତ୍ରା । ଉତ୍କଳଦେଶର ଓଡ଼ିଆ ସାଧବପୁଅମାନେ ପ୍ରାଚୀନ କାଳରେ ଏବେକାର ଇଣ୍ଡୋନେସିଆ ବା ବାଲିଦ୍ୱୀପକୁ ବୋଇତ ନେଇ ଯାଉଥିଲେ ବାଜିଜ୍ୟ କାରବାର କରିବାକୁ । ପବିତ୍ର…

ଏହି ୬ଟି କଥା ମାନି ଚାଲିଲେ ସମ୍ପର୍କ ହେବ ଦୀର୍ଘଜୀବୀ !

ଭୁବନେଶ୍ୱର: ପ୍ରକୃତ ପ୍ରେମର ଅର୍ଥ ଏକାଠି ବୁଲିବା ,ଉପହାର ଦେବା କିମ୍ବା ସପିଙ୍ଗ୍ କରିବାରେ ସୀମିତ ନଥାଏ । ପ୍ରକୃତ ପ୍ରେମର ଶାଶ୍ୱତତା ପରସ୍ପରକୁ ବୁଝିବା, ଖୁସିରେ ସମୟ କାଟିବ, ପରସ୍ପର ପ୍ରତି ସମ୍ମାନ ଓ ବିଶ୍ୱାସରେ ଲୁଚି ରହିଥାଏ। ତେବେ ଆପଣ ଯଦି ଏକ ମଧୁର ଓ ଆଜୀବନ ସମ୍ପର୍କରେ ନିଜକୁ…