Latest Odisha News

BREAKING NEWS

ଉଦ୍ଧାର ହେଲା ୮ ଫୁଟ୍ ଲମ୍ବର ଅଜଗର ସାପ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ୟାଙ୍କ କଲୋନୀରୁ ଉଦ୍ଧାର ହେଲା ବିରାଟକାୟ ଅଜଗର ସାପ । ସ୍ଥାନୀୟ ବାସିନ୍ଦା ରବି ପତଙ୍ଗଙ୍କ ଘର ପଛପଟୁ ଏକ ୮ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ପରବର୍ତ୍ତୀ ସମୟରେ ସାପଟିକୁ ଉଦ୍ଧାର କରାଯାଇଥିବା ସୂଚନା । ଆଜି ସକାଳୁ ରବି ପତଙ୍ଗଙ୍କ ପରିବାର ଲୋକେ…

ବିଗ୍‌ ବସ ୧୫; ସପ୍ତାହକୁ ୨୫ କୋଟି ନେବେ ସଲମାନ୍‌!

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ସବୁଠାରୁ ବିବାଦୀୟ ଶୋ 'ବିଗ୍ ବସ୍'ର ୧୫ ତମ ସିଜନ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଶୋ’ର ଗ୍ରାଣ୍ଡ ପ୍ରିମିୟର ଆଜି ରାତି ୯ଟାରେ ଅନୁଷ୍ଠିତ ହେବ। ଯେଉଁଥିରେ ବଲିଉଡ ଅଭିନେତାମାନେ ହୋଷ୍ଟିଂ କରୁଥିବା ଦେଖିବାକୁ ମିଳିବ। ଏହି ସମୟରେ ସୋ’ର ପ୍ରିମିୟର ଆରମ୍ଭ…

ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା

ଲଦାଖ: ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା । ଗାନ୍ଧୀ ଜୟନ୍ତୀ ଅବସରରେ ୨୨୫ ଫୁଟ ଲମ୍ବ ଓ ୧୫୦ ଫୁଟ ଓସାରର ବିଶାଳ ତ୍ରିରଙ୍ଗା ଉଡିଲା । ତ୍ରିରଙ୍ଗା ୨୨୫ ଫିଟ ଲମ୍ବ ଓ ୧୫୦ ଫିଟ ଚଉଡା ରହିଛି । ଏଥିସହ ଏହାର ଓଜନ ରହିଛି ୧ ହଜାର କେଜି । ଏହି ବିଶାଳ ଖଦି ତ୍ରିରଙ୍ଗାକୁ ଭାରତୀୟ…

ବଣ୍ଡା ଘାଟିର ଗର୍ବ ମାଳତୀ ଶୀଶା

ମାଲକାନଗିରି : ଚର୍ଚ୍ଚାରେ ଉଚ୍ଚ ଶିକ୍ଷିତା ବଣ୍ଡା ଯୁବତୀ । ପଙ୍କରେ ପଦ୍ମ ଫୁଟିଲା ଭଳି ମାଲକାନଗିରିରେ ଉଦାହରଣ ପାଲଟିଛନ୍ତି ବଣ୍ଡା ଯୁବତୀ ମାଳତୀ ଶିଶା । ପ୍ରଥମ ଥର ଲାଗି ବଣ୍ଡା ଜନ ଜାତିର ଜଣେ ଯୁବତୀ ଏମ.ଏ. ପାଶ କରିଛନ୍ତି । ଯାହାକୁ ନେଇ ଏବେ ମାଲକାନଗିରି ଜିଲ୍ଲାରେ ବେଶ ଚର୍ଚ୍ଚା ।…

ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୫ ନିୟୁତ ଟପିଲା

ବାଙ୍ଗାଲୋର: ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ସୁଦ୍ଧା ରେ ୫ ନିୟୁତ ଅତିକ୍ରମ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ରୁଷ, ବ୍ରାଜିଲ, ମେକ୍ସିକୋ ଏବଂ ଭାରତରେ ସାତ ଦିନର ହାରାହାରି ବିଶ୍ବର ମୃତ୍ୟୁହାରର ଅଧାରୁ ଅଧିକ ରିପୋର୍ଟ ହୋଇଛି। କୋଭିଡ୍‌ ମୃତ୍ୟୁରେ ୨.୫…

ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୨ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ବୁଧବାର ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଓଡିଶାର ୧୨ଟି ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ସହ ହାଲୁକା ଏବଂ ମଧ୍ୟମ ବର୍ଷା ନେଇ ପୂର୍ବାନୁମାନ କରିଛି। ଆସନ୍ତା ତିନି ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼,…

ଅବହେଳିତ ଗାନ୍ଧୀ ସ୍ମୃତି ପୀଠ

ଭଦ୍ରକ: ଅବହେଳିତ ଗାନ୍ଧୀ ସ୍ମୃତି ପୀଠ । ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମଞ୍ଜୁରୀରେ ଥିବା ଗାନ୍ଧୀ ସ୍ମୃତି ପୀଠ ଅବହେଳିତ । ଯେଉଁଦିନ ଗାନ୍ଧୀ ଜୟନ୍ତୀ ଆସେ ଏଠି ମନେ ପଡନ୍ତି ଗାନ୍ଧୀ । ଏହି ଗ୍ରାମକୁ ଗାନ୍ଧୀ ୧୯୩୪ ମସିହାରେ ପଦଯାତ୍ରାରେ ଆସି ଜାତି ଭେଦ ବିବାଦ ମେଣ୍ଟାଇ…

ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି, ୟୁଜିସିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ସମ୍ୱଲପୁର : ୟୁଜିସି ପାଠ୍ୟକ୍ରମରେ ନୂଆ ଯୋଜନା । ଏଥର ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ପ୍ରତିଷ୍ଠା ହେବ ସନ୍ଥ କବି ଭୀମ ଭୋଇ ଚେୟାର। ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର…

ମାଆ ମରୀଚିଖାଇ ପୀଠରେ ଷୋଳପୂଜା

ପୁରୀ: ଦେବୀ ପୀଠ ଗୁଡ଼ିକରେ ଆରମ୍ଭ ହୋଇଛି ଷୋଡଶ ଉପଚାରରେ ପୂଜା । ଅନ୍ୟ ପୀଠ ଗୁଡିକ ଭଳି ଶ୍ରୀକ୍ଷେତ୍ରରେ ସମସ୍ତ ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେଉଛି ଶାରଦୀୟ ପାର୍ବଣର ଷୋଳପୂଜା l ପରମ୍ପରା ଅନୁଯାଇ ମୂଳାଅଷ୍ଟମୀଠାରୁ ଷୋଳପୂଜାର ଵିଧି ଆରମ୍ଭ ହୋଇଛି l ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି…

୨୦ ସୁଦ୍ଧା ଓଡ଼ିଶା ଛାଡିପାରେ ମୌସୁମୀ

ଭୁବନେଶ୍ୱର: ଅକ୍ଟୋବର ୨୦ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛାଡିବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ଉମା ଶଙ୍କର ଦାସ କହିଛନ୍ତି ଯେ ସାଧାରଣତ ଭାରତରେ ସେପ୍ଟେମ୍ବର ୧ ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ…