Latest Odisha News

BREAKING NEWS

ପର୍ବତାରୋହଣ ଅଭିମୁଖେ ପର୍ବତାରୋହୀ

ଭୁବନେଶ୍ବର : ଆସନ୍ତାକାଲିଠୁ ହିମାଳୟରେ ଟ୍ରେକିଂ ଅଭିଯାନ ଆରମ୍ଭ କରିବେ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡଧାରୀ ସତ୍ୟପୀର ପ୍ରଧାନ । ଯାହାର ଫ୍ଲାଗ ଅଫ୍ କରିଛନ୍ତି ଓଲିଉଡ୍ ଅଭିନେତା ବାବୁଶାନ୍ । ଏହି ଅଭିଯାନରେ ରାଜ୍ୟର ୨୩ ଜଣ ଯୁବକ ସାମିଲ ହୋଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୩ ଜଣ ଯୁବକ…

କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଣ କରିବ ଭାରତ

ନୂଆଦିଲ୍ଲୀ: ଦେଶବ୍ୟାପୀ ସଫଳତାର ସହ କୋଭିଡ ଟିକା କରଣ ଚାଲିଛି। କାଲିଠୁ ପଡୋଶୀ ଦେଶକୁ ଟିକା ଯୋଗାଇବ ଭାରତ। ବାଂଲାଦେଶ, ନେପାଳ, ଭୁଟାନ, ମାଳଦ୍ୱୀପ, ମିଆଁମାର ଓ ସିସଲସକୁ କାଲିଠୁ ଆରମ୍ଭ ହେବ କୋଭିଡ ଟିକା ଯୋଗାଣ। ଟିକା ଯୋଗାଇ ଦେବାକୁ ଏସବୁ ଦେଶରୁ ଅନୁରୋଧ ଆସିଥିଲା। ସେହିପରି ଟିକା…

ଖୁବ୍‌ଶୀଘ୍ର ୨ ହଜାରରୁ ଅଧିକ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ ହେବ

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସୁଛନ୍ତି । ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ଏହା…

ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ମୃତ

ମାଲକାନଗିରି: ବାଇକ ସହ ବାଇକର ମୁହାଁମୁହିଁ ଧକ୍କା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ସୋଇଛି। ମାଲକାନଗିରି ଜିଲ୍ଲା ବିଜାପୁର ଘାଟିରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୋଟିଏ ବାଇକ୍…

ଦୀପିକାଙ୍କ ଦ୍ରୌପଦୀ ଫିଲ୍ମ ଶୁଟିଂ ଘୁଂଚିଲା

ମୁମ୍ବାଇ: ଦୀପିକା ପାଦୁକୋନ ତାଙ୍କର ଆଗାମୀ ଫିଲ୍ମରେ ଦ୍ରୌପଦୀଙ୍କ ଦମଦାର ଭୂମିକା ନେଇ ବେଶ୍ ଆଶାୟୀ ଅଛନ୍ତି । ତେବେ ପ୍ରଶଂସକମାନଙ୍କ ନିରାଶର ଖବର ଏହି କି ଯେ, ଏହି ଫିଲ୍ମ ଶୁଟିଂରେ ପୁନର୍ବାର ବିଳମ୍ବ ଦେଖାଦେଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଫିଲ୍ମମେକର ମଧୁ ମଟେଂନା ଓ ଦୀପିକା…

ଆଜି ରାଜ୍ୟରେ ୮୮% ଟିକାଦାନ, ୧୩ ଜିଲ୍ଲାରେ ଶତ ପ୍ରତିଶତ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣର ଆଜି ଥିଲା ତୃତୀୟ ଦିନ। ଆଜି ରାଜ୍ୟରେ ମୋଟ୍ ୧୪ ହଜାର ୨୯୧ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ୧୮୧ ସେସନରେ ୮୮% ଟିକାଦାନ ହୋଇଛି। ଭଦ୍ରକ ଜିଲ୍ଲାରେ ସର୍ବାଧିକ ୧୪୮% ଟିକାଦାନ ହୋଇଛି। ୧୩ଟି ଜିଲ୍ଲାରେ ଶତ ପ୍ରତିଶତ ବା ତାଠାରୁ ଅଧିକ…

ଓଡ଼ିଶାରେ ୩ ଲକ୍ଷ ୩୦ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ସୁସ୍ଥତା ସଂଖ୍ୟା ୩ ଲକ୍ଷ ୩୦ ହଜାର ୦୫୧ରେ ପହଞ୍ଚିଛି। ଅଧିକ ପଢନ୍ତୁ- ରାଜ୍ୟର ୧୨…

ଜମ୍ମୁ-କଶ୍ମୀର ଗୁପକାର ମେଂଟରୁ ଓହରିଲେ ପିପୁଲ୍ସ କନଫରେନ୍ସ ପାର୍ଟିର ସାଜଦ ଲୋନ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଗୁପକାର ମେଂଟକୁ ଶକ୍ତ ଧକ୍କା ଲାଗିଛି । ପିପୁଲ୍ସ କନଫେରେନ୍ସର ସାଜଦ ଲୋନ ଏଥିରୁ ଓହରି ଯାଇଛନ୍ତି । ଫଳରେ ମେଂଟକୁ ଶକ୍ତ ଧକ୍କା ଲାଗିଛି । ଡିଡିସି ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ବିରୋଧରେ ଗୁପକାର ମେଂଟ ଚ୍ଛାୟା ପ୍ରାର୍ଥୀ ଦେଇଥିବା ନେଇ ସେ…

୨୧ରେ ସୁପ୍ରିମକୋର୍ଟ କମିଟି ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ହେଲେ ଏଯାଏ ସମସ୍ୟାର ହୋଇପାରୁନି ସମାଧାନ । ଆଜି ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ସଦସ୍ୟ । ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ…

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆରିଥ୍‌ମିଆ ଚିକିତ୍ସା ଉପଲବ୍ଧ

ଭୁବନେଶ୍ୱର: ହୃଦ୍‌ସ୍ପନ୍ଦନରେ ସମସ୍ୟା ସୃଷ୍ଟି କରୁଥିବା ବ୍ୟାଧି ଆରିଥ୍‌ମିଆର ଚିକିତ୍ସା ଏବେ ସମ୍ ଅଲଟିମେଡ କେୟାରରେ ଉପଲବ୍ଧ । ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଭାବେ ସମସ୍ତ ଅତ୍ୟାଧୁନିକ ଉପକରଣ ସହ ସ୍ୱତନ୍ତ୍ର ଇଲେକ୍ଟ୍ରୋଫିଜିଓଲୋଜି ଲାବାରୋଟୋରି ସମ୍ମମ୍‌ରେ ଆରମ୍ଭ ହୋଇଛି ।…