ତଦନ୍ତରେ ସହଯୋଗ କରୁନାହାନ୍ତି ରାଜ୍; ବଢିପାରେ ରିମାଣ୍ଡ ଅବଧି
ନୂଆଦିଲ୍ଲୀ: ପର୍ଣ୍ଣ ରାକେଟ୍ ମାମଲାରେ ପୋଲିସ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀଙ୍କୁ ହେପାଜତ ରଖିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜଙ୍କ ରିମାଣ୍ଡ ଅବଧି ପୁଣି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ପୋଲିସ ତଦନ୍ତରେ ରାଜ ଆଦୌ ସହଯୋଗ କରୁ…