Latest Odisha News

BREAKING NEWS

ତୃତୀୟ ତରଙ୍ଗରୁ କେମିତି ପାଇବେ ସୁରକ୍ଷା?; ଜାଣନ୍ତୁ କଣ କହିଲେ ଏମ୍‌ସ ମୁଖ୍ୟ

ନୂଆଦିଲ୍ଲୀ: ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଶୁକ୍ରବାର ଦିନ କହିଛନ୍ତି ଯେ କୋଭିଡ-୧୯ ତୃତୀୟ ତରଙ୍ଗ ବିଳମ୍ବରେ ଆସିପାରେ। ଏହା ଦ୍ବିତୀୟ ତରଙ୍ଗ ପରି କ୍ଷୀପ୍ର ସଂକ୍ରମଣ ହୋଇନପାରେ। ଏହା ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ‌ଲୋକମାନେ ଆଉ କିଛି ଦିନ ବ୍ୟାପକ ସତର୍କତା ଅବଲମ୍ବନ…

ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାର ହ୍ରାସ କରିପାରେ; ରିପୋର୍ଟ

ୱାଶିଂଟନ୍: ଗ୍ଲୋବାଲ୍ ୱାର୍ମିଂ ଡେଙ୍ଗୁ ଜ୍ୱରର ବିସ୍ତାରକୁ ସୀମିତ କରିପାରେ। ଗ୍ଲୋବାଲ୍ ୱାର୍ମିଂ କମିପାରେ ଡେଙ୍ଗୁର ପ୍ରଭାବ। ଗୁରୁବାର ଦିନ ପିଏଲ୍‌ଓଏସ୍‌ ନେଗ୍‌ଲେଟେଡ୍‌ ଟ୍ରପିକାଲ୍ ଡିଜିଜ୍ ପତ୍ରିକାରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି। ଉଷ୍ମ ତାପମାତ୍ରାରେ ଡେଙ୍ଗୁ ଭୂତାଣୁ ସଂକ୍ରମଣ…

ବିଶ୍ୱକ୍ରୀଡାର ମହାକୁମ୍ଭ

କୋରୋନା ମହାମାରୀ କାଳର ପ୍ରଥମ ଅଲିମ୍ପିକ୍ସ ଆଜି ଜାପାନ ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯାଇଛି । ଫଳରେ ମହାମାରୀ ଯୋଗୁଁ ବର୍ଷେ ବିଳମ୍ବିତ ହୋଇଥିବା ଅଲିମ୍ପିକ୍‌ସ ଏ ବର୍ଷ ମଧ୍ୟ ଆୟୋଜନ ନେଇ ଥିବା ଅନିଶ୍ଚିତତା ଦୂର ହୋଇଛି । ବିନା ଦର୍ଶକରେ ହେବ ଟୋକିଓ ଅଲିମ୍ପିକ୍ସ । ଏଥର କୋରୋନା…

ରାଜ୍ୟପାଳଙ୍କ ଦ୍ୱାରା ‘ କେତେ ରଙ୍ଗର ଆକାଶ ‘ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ମାନସ ରଞ୍ଜନ ମହାପାତ୍ରଙ୍କ କବିତା ସଙ୍କଳନ "କେତେ ରଙ୍ଗର ଆକାଶ" ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନଠାରେ ଉନ୍ମୋଚିତ ହୋଇଯାଇଛି । ପକ୍ଷୀଘର ପ୍ରକାଶନୀ ଦ୍ଵାରା ପ୍ରକାଶିତ କବିଙ୍କର ଏହି ଷଷ୍ଠ ପୁସ୍ତକଟିରେ ଗତ ଅର୍ଦ୍ଧ…

ରାୟଗଡା ପ୍ରଶାସନକୁ ମନେ ପଡିଲା ହୁଲୁକି ଗାଁ ଲୋକଙ୍କ କଥା

ରାୟଗଡା: ଚନ୍ଦ୍ରକୁ ଆରମ୍ଭ ହୋଇଛି ଯାତ୍ରୀବାହୀ ପରିବହନ(ରକେଟ୍‌) ବ୍ୟବସ୍ଥା । ମଙ୍ଗଳ ଗ୍ରହରେ ଜଳର ସନ୍ଧାନ କରୁଛି ମାନବ ଜାତି । ତଥାପି ରାୟଗଡା ଜିଲ୍ଲାର ଦୁର୍ଗମ ଇଲାକାରେ ରହୁଥିବା ହୁଲୁକି ଗାଁର ଲୋକେ ଆଜି ବି ମୌଳିକ ଅଧିକାର ପାଇଁ ଲଢେଇ କରୁଛନ୍ତି । ନିର୍ବାଚନ ସମୟରେ ଏମାନଙ୍କୁ…

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ; ଭୂସ୍ଖଳନରେ ୩୬ ମୃତ

ମୁମ୍ବାଇ: ମହାରାଷ୍ଟ୍ର‌ରେ ବର୍ଷା ବିଭୀଷିକା ଜାରି ରହିଛି। ମୂଷଳ ଧାରାରେ ବର୍ଷା କାରଣରୁ ରାଜ୍ୟ ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ଅତ୍ୟଧିକ ବର୍ଷା ଯୋଗୁ ଭୂସ୍ଖଳନ ହୋଇ ରାୟଗଡ ଜିଲାରେ ମୋଟ ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ତାଲାଇ ଅଞ୍ଚଳରୁ ୩୨ ଜଣ ପ୍ରାଣ…

୨୭ ଯାଏ ପୋଲିସ ହାଜତରେ ରାଜ୍‌

ନୂଆଦିଲ୍ଲୀ: ୨୭ ଯାଏ ପୋଲିସ ହାଜତରେ ରହିବେ ରାଜ କୁନ୍ଦ୍ରା। ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପୋଲିସ୍ ହେପାଜତକୁ ବୃଦ୍ଧି କରାଯାଇଛି। ଜୁଲାଇ ୨୭ ଯାଏ ପୋଲିସ ହାଜତରେ ଦିନ କାଟିବେ ରାଜ କୁନ୍ଦ୍ରା। ଜୁଲାଇ ୧୯ରେ ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ…

ଡେଲ୍‌ଟା ପ୍ରଜାତି ବିରୁଦ୍ଧରେ ଫାଇଜର ଟିକା ୩୯ ପ୍ରତିଶତ ପ୍ରଭାବଶାଳୀ!

ଇସ୍ରାଏଲ୍‌: ଡେଲ୍‌ଟା ଭାରିଆଣ୍ଟକୁ ରୋକିବାରେ ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନି ଫାଇଜର କରୋନା ବିରୁଦ୍ଧରେ ମାତ୍ର ୩୯ ପ୍ରତିଶତ ପ୍ରଭାବଶାଳୀ! ଇସ୍ରାଏଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ, ଗତ ସପ୍ତାହରେ ଇସ୍ରାଏଲରେ ସଂକ୍ରାମକ ଡେଲଟା ପ୍ରଜାତି ଦ୍ୱାରା ଲୋକଙ୍କୁ…

‘କ୍ୟାପ୍ଟେନ ଇଣ୍ଡିଆ’ର ପ୍ରଥମ ଲୁକ୍‌ ଜାରି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହାନସଲ ମେହେଟ୍ଟାଙ୍କ ଏବଂ ରୋନି ସ୍କ୍ରୁଭାଲା ଏବଂ ହରମାନ ବାୱେଜାଙ୍କ ଦ୍ୱାରା ନିର୍ମିତ 'କ୍ୟାପ୍ଟେନ ଇଣ୍ଡିଆ' ପ୍ରେରଣାଦାୟକ ଆକ୍ସନ୍-ଡ୍ରାମା ମୁଭିରେ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହି ଚଳଚ୍ଚିତ୍ରରେ…

ସିଦ୍ଧୁଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣାରେ ୩ କଂଗ୍ରେସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ମୋଗା ଜିଲ୍ଲାରେ ଦୁଇଟି ବସ୍ ଧକ୍କା ହେବା ଯୋଗୁ ଭୟଙ୍କର ସଡକ ଦୁର୍ଘଟଣା ହୋଇଛି। ସଡକ ଦୁର୍ଘଟଣାରେ ୩ ଜଣ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୋଗା ଜିଲ୍ଲାର ଲୋହରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି। ସୂଚନା ଅନୁଯାୟୀ…