Latest Odisha News

BREAKING NEWS

ଟି-ସିରିଜ ମୁଖ୍ୟଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ: ଟି-ସିରିଜ କମ୍ପାନୀ ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଭୂଷଣ କୁମାର ନାଁରେ ବଳାତ୍କାର ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳିଛି। ଏହି ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷାୟା ମହିଳା। ମହିଳା ଜଣକ ଦୁଷ୍କର୍ମ ଅଭିଯୋଗ ଆଣିବା…

ବାଟ ହୁଡ଼ି ଦେଲା ପରେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  କାଶ୍ମୀରର ସେଓ ବାଗାନରେ ଦିନ ମଜୁରିଆ ଭାବେ କାମ କଲାବେଳେ ବଡ଼ ଆନନ୍ଦ ମିଳୁଥିଲା । ଜୀବନରେ ଥରେ ଅଧେ କେବେ ଯଦି କୌଣସି ପୂଜାପର୍ବାଣୀରେ ସେଓ ଖଣ୍ଡେ କିଏ ଦେଇଥିବ, ତାକୁ ଖାଇଥିବ ସେ । ହେଲେ ଏବେ ଆଖି ଆଗରେ ପାହାଡ଼ ଭଳି ଗଦା ହୋଇଛି…

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ ଜୋକୋଭିଚ

ଟୋକିଓ:ନିକଟରେ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଟୋକିଓ ଅଲିମ୍ପିକ୍ସରେ ଖେଳିବା ନେଇ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁ କିଛି ଦିନ ହେବ ତାଙ୍କ ଖେଳିବା ନେଇ ସସ୍ପେନ୍ସ ରହିଥିଲା । ଏବେ ସେ ଏଥିନେଇ ସମ୍ମତି ପ୍ରକାଶ କରିବା ପରେ ପ୍ରଶଂସକଙ୍କ…

ଅପହଞ୍ଚ ଇଲାକାରେ ହେବ ଉନ୍ନତି

ରାୟଗଡା  : ରାୟଗଡା ଜିଲ୍ଲାର ଅପହଞ୍ଚ ଇଲାକା କୋଣ୍ଡାବାରିଡିର ସ୍ଥିତି ପରଖିଲେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ । ଅଧପନ୍ତରିଆ କାମ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ  ରାୟଗଡା ଜିଲ୍ଲାର ଅପହଞ୍ଚ ଇଲାକା ପାରିକ୍ଷିତି ଗ୍ରାମପଞ୍ଚାୟତର କୋଣ୍ଡାବାରିଡି ଗାଁରେ ପହଁଚି ସେଠାକାର…

ଗ୍ଲୋବାଲ ସ୍ପୋର୍ଟ୍ସ ଡାଟା କମ୍ପାନୀ ଗ୍ରେସନୋଟର ଭବିଷ୍ୟବାଣୀ, ଅଧିକ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଅଧିକ ପଦକ ଜିତିବ ବୋଲି ଗ୍ଲୋବାଲ ସ୍ପୋର୍ଟ୍ସସ ଡାଟା କମ୍ପାନୀ ଗ୍ରେସନୋଟ ଭବିଷ୍ୟବାଣୀ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ଜିତିଥିଲା । ଏଥର ୧୭ ପଦକ ଭାରତ ଜିତିବ ବୋଲି ଭବିଷ୍ୟବାଣୀ…

ଭାଲୁ ମୁହଁରୁ ଝିଅକୁ ବଞ୍ଚାଇଲା ମା’

ମାଲକାନଗିରି : ଭାଲୁ ମୁହଁରୁ ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ଜଣେ ମାଆ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଆଜି ସକାଳେ ବଣ୍ଡା ଘାଟି ଉପରେ ଥିବା କିର୍ଷାନିପଡା ଗ୍ରାମର ସମାରି ଶିଶା ଏବଂ ତାଙ୍କ…

କରୋନାରେ ପ୍ରାଣ ହରାଉଥିବା ଅଧିକ ଲୋକ ଟିକାକୃତ: ରିପୋର୍ଟ

ବାଥ୍ : ସମ୍ପ୍ରତି ଏକ ନୂଆ ତଥ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ ଚିନ୍ତା ବଢିଛି। ଏଥିରେ ଦର୍ଶାଯାଇଛି ଯେ କରୋନା ଟିକା ନେଇନଥିବା ଲୋକଙ୍କ ଅପେକ୍ଷା ଟିକା ନେଇଥିବା ଲୋକ ଅଧିକ କରୋନାରେ ମୃତ୍ୟୁବରଣ କରୁଛନ୍ତି। ଏ ନେଇ ଜନସ୍ୱାସ୍ଥ୍ୟ ଇଂଲଣ୍ଡ (PHE) ର ଏକ ରିପୋର୍ଟରେ ପ୍ରକାଶ ପାଇଛି।…

ପରଲୋକରେ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ଶୁକ୍ରବାର ସକାଳେ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଦ୍ୱିତୀୟ ଥର ବ୍ରେନ୍‌ ଷ୍ଟ୍ରୋକ୍ ପରେ ସୁରେଖାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ସୁରେଖା ଗତ ବର୍ଷ ସେପ୍ଟେମ୍ବରରେ ପ୍ରଥମେ…

ପୁଣି ଏନକାଉଣ୍ଟର, ୩ ମାଓବାଦୀ ମୃତ

ମାଲକାନଗିରି : ପୁଣି ଏନକାଉଣ୍ଟର । ମାଲକାନଗିରି ଛତିଶଗଡ ସିମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ଡୋଲକାଲ ଓ ପେଦାପାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ…

ଟିକା ନେଲା ପରେ ୧୦୦ ତମ ଜନ୍ମଦିନ ପାଳିଲେ ତିନି ବନ୍ଧୁ

ନୂଆଦିଲ୍ଲୀ: ଟିକା ନେଲା ପରେ ୧୦୦ ତମ ଜନ୍ମଦିନ ପାଳିଲେ ତିନି ବନ୍ଧୁ। ଏହି ତିନି ଅନ୍ତରଙ୍ଗ ବନ୍ଧୁ ଏକ ସପ୍ତାହ ବ୍ୟବଧାନରେ ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି। ମାନହଟାନର ପଶ୍ଚିମାଞ୍ଚଳରେ ଥିବା ଆଟ୍ରିଆ ସିନିୟର ଲିଭିଙ୍ଗ ସମ୍ପ୍ରଦାୟରେ ଏହି ତିନି ବନ୍ଧୁ ସେମାନଙ୍କ ଏହି ବିଶେଷ ଦିନଟିକୁ…