Latest Odisha News

BREAKING NEWS

କଟକରେ ପେଟ୍ରୋଲ ଲିଟର ୮୦ ଟଙ୍କା, କିଏ ବିକୁଛି ଜାଣନ୍ତୁ

କଟକ : ସାରା ଦେଶରେ ଏବେ ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ପ୍ରତିଦିନ ହୁ ହୁ ହୋଇ ବଢ଼ିଚାଲିଛି ଦର । ଲିଟର ପିଛା ଦର ୧୦୦ ଟଙ୍କା ଟପିଲାଣି । ଖାଉଟି ପକେଟରୁ ଟଙ୍କା ବି ଖାଲି ହୋଇଗଲାଣି । ଦରବୃଦ୍ଧିକୁ ନେଇ ବିରୋଧ ବି କରାଯାଉଛି । ହେଲେ କିଛି ବି ପ୍ରଭାବ ପଡୁନି । ଦରବୃଦ୍ଧିର…

୪ ଦଫା ଦାବିରେ ଅଟଳ ଘରୋଇ ବସ ମାଲିକ ସଂଘ

ଭୁବନେଶ୍ବର : ରାଜ୍ୟରେ କୋହଳ ହେଲା କୋଭିଡ କଟକଣା । ସାରା ରାଜ୍ୟରେ ବସ ଚଳାଚଳ କରିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ହେଲେ ଏବେ ସରକାରଙ୍କ ପାଇଁ ନୂଆ ସମସ୍ୟା ଛିଡା କରିଛନ୍ତି ବସ ମାଲିକ ସଂଘ । ତୈଳ ଦର ବୃଦ୍ଧି ସାଙ୍ଗକୁ ଦେଢ଼ ବର୍ଷ ହେଲାଣି ବସ ଅଚଳ ହୋଇ ପଡିଥିବା କହିଛନ୍ତି ଘରୋଇ…

ଡରାଇଲାଣି ଡେଙ୍ଗୁ, ଜାନୁଆରୀରୁ ଏଯାଏଁ ଖୋର୍ଦ୍ଧାରେ ଚିହ୍ନଟ ହେଲେଣି ୧୧୩ ରୋଗୀ

ଭୁବନେଶ୍ବର : କରୋନା ସାଙ୍ଗକୁ ଏବେ ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ମାତିଲେଣି ଡେଙ୍ଗୁ ମଶା । ଜାନୁଆରୀ ଠାରୁ ଏବେ ଯାଏଁ କେବଳ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଲେଣି ୧୧୩ ଜଣ ଡେଙ୍ଗୁ ରୋଗୀ । କେବଳ ଚଳିତ ମାସରେ ଚିହ୍ନଟ ହେଲେଣି ୧୦୩ ଜଣ ଡେଙ୍ଗୁ ରୋଗୀ । ଡେଙ୍ଗୁ ମଶାଙ୍କ ସଂଖ୍ୟା ବଢୁଥିବାରୁ…

ନୀଳ ଜହରର ଚରାଭୂଇଁ, ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ରାୟଗଡା: ନୀଳ ଜହରର ଚରାଭୂଇଁ ପାଲଟିଛି  ରାୟଗଡା । ସପ୍ତାହରେ ପାଞ୍ଚ ଟନରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ।  ପୋଲିସ ଧରପଗଡରେ ଅବକାରୀ ହାତ ଖାଲି  । ମାତ୍ର କିଛି ଦିନ ବ୍ୟବଧାନରେ ଟନ ଟନ ଗଞ୍ଜେଇ ରାଜ୍ୟ ତଥା ରାଜ୍ୟ ବାହାରୁ ରପ୍ତାନି ହେଉଛି । ଘଟଣାରେ ସମ୍ପୃକ୍ତ ୧୫ ଟି ମାମଲାରେ ୨୮ ଜଣ…

ଖୁବ୍‌ ଶୀଘ୍ର ଆସିବ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଲାଗି କରୋନା ଟିକା

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ଲାଗି ଆସିବ କରୋନା ଟିକା। ଏ ନେଇ ଶୁକ୍ରବାର କେନ୍ଦ୍ର ଦିଲ୍ଲୀ ହାଇକୋର୍ଟଙ୍କୁ ସୂଚନା ଦେଇଛି। କେନ୍ଦ୍ର କହିଛି ଯେ ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ କରୋନା ଟିକା ପାଇଁ କ୍ଲିନିକାଲ୍ ପରୀକ୍ଷା ଚାଲିଛି ଏବଂ ଏହା ପ୍ରାୟ…

ପଡିଲା ଦିଶା ଓ ରାହୁଲଙ୍କ ହାତଗଣ୍ଠି

ମୁମ୍ବାଇ: ସିଙ୍ଗର୍‌ ରାହୁଲ ବୈଦ୍ୟ ଏବଂ ଅଭିନେତ୍ରୀ ଦିଶା ପରମର୍‌ ଅଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ମୁମ୍ବାଇରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ପରିବାର ବର୍ଗ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ପାରମ୍ପାରିକ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିବା…

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : କରୋନା ସଙ୍କଟ ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ । କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା…

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ହତ୍ୟା। ଆଫଗାନିସ୍ଥାନ ଓ ତାଲିବାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ବଳି ପଡିଲେ ଭାରତୀୟ ଫଟୋଗ୍ରାଫର ଦାନିଶ। ଫଟୋଗ୍ରାଫିରେ ସେ ପୁଲିଟଜର୍‌ ପୁରସ୍କାର ପାଇଛନ୍ତି। ଦାନିଶ ସିଦ୍ଦିକି ଆଫଗାନିସ୍ତାନ ସୈନ୍ୟ ଏବଂ ତାଲିବାନ ମଧ୍ୟରେ…

ରାହୁଲ-ଆଥିୟାଙ୍କ ଯୋଡି ସୁନୀଲଙ୍କ ପସନ୍ଦ!

ନୂଆଦିଲ୍ଲୀ: ସୁଲିନ୍ ଶେଟ୍ଟୀଙ୍କ ଝିଅ ଆଥି୍ୟା ଏବଂ କ୍ରିକେଟର କେଏଲ୍‌ ରାହୁଲଙ୍କୁ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କୁହାଯାଉଛି ‌ରାହୁଲଙ୍କ ଲେଡିଲଭ୍‌ ହେଉଛନ୍ତି ଆଥିୟା। ତେବେ ଏ ନେଇ ଉଭୟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନିକଟରେ ଉଭୟ ସୋସିଆଲ୍‌…

ଟିସୁ କଲ୍‌ଚର କଦଳୀ ଚାଷ (୧)

( କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଖାଦ୍ୟ ଉତ୍ପାଦନର ପ୍ରଥମ ପ୍ରାଥମିକତା କୃଷି । ତେବେ କର୍ମବ୍ୟସ୍ତ ସମୟ ଭିତରେ ସଭିଏଁ ଏବେ ପାରମ୍ପରିକ କୃଷି ନିଶାରେ ବ୍ୟସ୍ତ । ଗାଁ ମାନଙ୍କରେ ସେଇ ପୁରୁଣା ପଦ୍ଧତି ଏବେ ବି ଲୋକପ୍ରିୟ ହୋଇରହିଛି । ହେଲେ ସମୟ ବଦଳିଛି ।…