Latest Odisha News

BREAKING NEWS

ଏହି ରାଜ୍ୟରେ ଜୁଲାଇ ୧୮ରୁ ୧୦ ଦିନ ଯାଏ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ବୃଦ୍ଧି ହେତୁ ମଣିପୁର ସରକାର ରାଜ୍ୟରେ କରୋନା ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଜୁଲାଇ ୧୮ ରୁ ୧୦ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ତେଣୁ ରାଜ୍ୟ ସରକାର ଜୁଲାଇ ୧୮, ୨୦୨୧ ରୁ ୧୦ ଦିନ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ…

ଭାରତରେ ୩.୫ ମିଲିୟନରୁ ଅଧିକ ଶିଶୁ ନେଇ ନାହାନ୍ତି ଟିକା

ନୂଆଦିଲ୍ଲୀ: ଭାରତରେ ଅଦ୍ୟାବଧି ୩.୫ ମିଲିୟନରୁ ଅଧିକ ଶିଶୁ ଟିକାକରଣରୁ ବଞ୍ଚିତ ରହିଛନ୍ତି। ଦେଶରେ ଟିକା ନେଇନଥିବା ଶିଶୁଙ୍କ ସଂଖ୍ୟା ୩.୫ ମିଲିୟନ ରହିଛି। ଏହା ୨୦୧୯ ତୁଳନାରେ ୧.୪ ମିଲିୟନ ବୃଦ୍ଧି ପାଇଛି। ଏ ନେଇ ୟୁନିସେଫ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୟୁନିସେଫ୍‌ ଏହା ମଧ୍ୟ…

ଆଜି ରାଜ୍ୟରୁ ୨୦୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯୫ ଜଣ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୮୭୫। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୭୬,…

 ଆଜି ପବିତ୍ର ହେରା ପଞ୍ଚମୀ : ଶ୍ରୀଜିଉଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମହାଲକ୍ଷ୍ମୀ, ଜାଣନ୍ତୁ କଣ ରହିଛି ଆଜିର…

ଆଜି ହେରା ପଞ୍ଚମୀ । ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନ କରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଭାଙ୍ଗିବେ । ବାହୁଡା ଯାଏ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରହିବେ । ଭକ୍ତ ପାଇଲେ ଆଡପ ଅବଢା । ମହାପ୍ରଭୁ…

ଅନୁଭୂତିରେ ରଥଯାତ୍ରା : ଲୋପାମୁଦ୍ରା ପରିଡ଼ା 

ସ୍ମୃତିରେ ତୁମେ କାଳିଆର କଥା ତ ସ୍ମୃତି ନୁହେଁ ଆତ୍ମା, ଚେତନାର ଅନୁଭୂତି ।ପ୍ରଣବାକାର ପରମ ବ୍ରହ୍ମ ସିଏ । ସେ ଆମକୁ ସେତିକି ଭଲପାଇବା ଦେଇଛି ଯେ ଆମ ଭିତରର ଆପଣାପଣ ତାକୁ ଅତି ଆପଣାର ପ୍ରିୟ ମଣିଷ ପରି " ତୁ " ପରି ସମ୍ବୋଧିତ କରିପାରୁଛେ । ନୋହିଲେ ସେ ତ ଅଖିଳକୋଟି ବ୍ରହ୍ମାଣ୍ଡ ପତି,…

କବିତା : ନନ୍ଦିଘୋଷ

ଅଜୟ କୁମାର ମହାନ୍ତି  ପ୍ରସ୍ତୁତିର‌ ପର୍ବ ପ୍ରାୟ ଶେଷ ବଡ଼ଦାଣ୍ଡରେ ସଜ୍ଜିତ ତିନି ରଥ ସବୁ ଚାଲିଛି ଵ୍ଯବସ୍ଥା ମୁତାବକ ରଥେ ବିଜେ ହେବେ ଜଗନ୍ନାଥ। ପହଣ୍ଡିରେ ବିଜେ ହେବେ ଦର୍ଶନେ ଆତୁର ଦେଶ ବିଦେଶ ରଥଯାତ୍ରା ପାଇଁ ହେଇ ସଜବାଜ ଦାଣ୍ଡେ ଗଡ଼ିଯିବ ନନ୍ଦିଘୋଷ।। ମନରେ ଦୁଃଖର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୬-୭-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁଲାଇ ତା ୧୬ ରିଖ ଶୁକ୍ରବାର କର୍କଟ ୧ ଦିନ ଆଷାଢ଼ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର-: ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷଙ୍କ ଓ ଧନୁ…

ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ISO ମାନ୍ୟତା

ସୁନ୍ଦରଗଡ଼: ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିଲା ISO ମାନ୍ୟତା ।  ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)କୁ ଆଇଏସଓ ମାନ୍ୟତା ମିଳିଛି । ଜୁଲାଇ ୧୪ ତାରିଖରେ ୨୦୨୧ ବର୍ଷ ପାଇଁ ବଡ଼ଗାଁ ସିଏଚସି…

ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟିର କୋଭିଡ ସହାୟତା ଘୋଷଣା

ଭୁବନେଶ୍ୱର: ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା । ୨୬ ଲକ୍ଷ ଶ୍ରମିକ ପାଇଲେ ୩୮୫ କୋଟି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୯ଟି ଜିଲ୍ଲାର ୧୮…

ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍

ମାଲକାନଗିରି : ଛୁରୀ ଦେଖାଇ ସରକାରୀ ଅଫିସରୁ ୮ ଲକ୍ଷ ଟଙ୍କା ଲୁଟ୍ । ଟଙ୍କା ଲୁଟ୍ କରିବା ଘଟଣାରେ ମାଲକାନଗିରି ପୋଲିସ ଆଜି ଜଣେ ସାମ୍ବାଦିକଙ୍କ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାଥିଲି ଥାନା ଅନ୍ତର୍ଗତ ପୁରୁଣା ବ୍ଲକ କଲୋନିରେ ଥିବା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରୁ…