Latest Odisha News

BREAKING NEWS

ଦକ୍ଷିଣି ମୋଡ ପୂର୍ବରୁ ତିନି ରଥର ଯାଞ୍ଚ

ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର…

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ…

ତୈଳ ଦର ବୃଦ୍ଧିର ପ୍ରଭାବ; ବଢିଲା ଓଲା ଓ ଉବର ଭଡା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ପ୍ରଭାବ ବର୍ତ୍ତମାନ ସାଧାରଣ ଲୋକଙ୍କୁ ହନ୍ତସନ୍ତ କରିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ କ୍ୟାବ୍‌ ଉପରେ ପଡ଼ିଛି। ତୈଳ ଦର ବୃଦ୍ଧି ଯୋଗୁ ମୁମ୍ବାଇରେ କ୍ୟାବ ତଥା ଓଲା ଓ ଉବର ସେମାନଙ୍କ କ୍ୟାବ ଏଗ୍ରିମେଣ୍ଟ ସେବାର ଭଡା ୧୫ ପ୍ରତିଶତ…

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ସହରରେ କୋଭିଶିଲ୍ଡ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଗୁରୁବାର ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ଟ୍ୱିଟ୍ କରି କହିଛି। ସିଏମ୍‌ସି କହିଛି ଯେ ଜୁଲାଇ ୧୬ ପାଇଁ ୪୫ ବର୍ଷ ବୟସ୍କଙ୍କ ଲାଗି ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍…

ସ୍ୱାବଲମ୍ବୀ କରୁଛି ଗାଁରେ ବ୍ୟାଙ୍କ୍

ମାଲକାନଗିରି : କରୋନା ମହାମାରୀ ଦୋହଲାଇ ଦେଇଛି ସମଗ୍ର ଦେଶର ଅର୍ଥନିତିକୁ । ଗତ ଦୁଇ ବର୍ଷ ଧରି ଲୋକେ ବ୍ୟାଙ୍କ ଓ ସାହୁକାର ମାନଙ୍କ ଋଣ ସୁଝି ପାରୁନଥିବା ବେଳେ ଠପ୍ ହୋଇ ପଡିଛି ବ୍ୟବସାୟ ବାଣିଜ୍ୟ ଓ ଚାଷ ବାସ । ହେଲେ ଠିକ ଏତିକ ବେଳେ ନିଜେ ସ୍ୱାବଲମ୍ବୀ ହେବା ସହ ଋଣ ମୁକ୍ତ ଗାଁର ପରିଚୟ…

୩୬ ବର୍ଷ ପରେ ପୁଣି ବଦଳିବ କୋକା କୋଲାର ସ୍ୱାଦ

ନୂଆଦିଲ୍ଲୀ: ଆପଣ କୋକା କୋଲା ର ଜଣେ ବଡ଼ ପ୍ରଶଂସକ ଅଟନ୍ତି କି ତେବେ ଜାଣି ରଖନ୍ତୁ ଯେ ଖୁବ୍‌ ଶୀଘ୍ର ଏହାର ରୂପ ଓ ସ୍ୱାଦରେ ପରିବର୍ତ୍ତନ ହେବାକୁ ଯାଉଛି। କୋକା କୋଲାର ପୁରୁଣା ରେସିପିରେ କିଛି ନୂଆପଣ ଆଣିବାକୁ ପ୍ରସ୍ତୁତ ହେଉଛି କମ୍ପାନି। ଶେଷ ଥର ପାଇଁ କମ୍ପାନୀ ୧୯୮୫ରେ ଏହାର ସୋଡାର…

ରହସ୍ୟମୟ ଦ୍ୱୀପ ନର୍ଥ ସେଣ୍ଟିନାଲ ଆୟାର୍ଲାଣ୍ଡ

ଆଣ୍ଡାମାନ : ରହସ୍ୟ ଭିତରେ ପୁରା ବ୍ରହ୍ମାଣ୍ଡ । ଆଉ ଏହି ରହସ୍ୟ ଭିତରେ ଆମେ । ଆମ ଚାରିପଟେ ବହୁତ ରହସ୍ୟ ରହିଛି । ଯାହାକି ଆମେ ଚାହିଁଲେ ବି ତାର ସତ୍ୟସତ୍ୟ ପାଖରେ ପହଂଚିବା କାଠିକର ହୋଇପଡୁଛି । ସେମିତି ଏକ ରହସ୍ୟମୟ ସ୍ଥାନ ରହିଛି । ଯେଉଁଠି ଯାଉଥିବା ଲୋକେ ଆଉ ଫେରନ୍ତି ନାହିଁ ।…

ଅକ୍ସିଜେନ ମାସ୍କ ପାଇଁ ଡାକ୍ତରଙ୍କୁ ପିଟିଲେ ରୋଗୀ

ମୁମ୍ବାଇ: ମହାରାଷ୍ଟ୍ରର ଆଲିବାଗରେ ଥିବା ଏକ ଡାକ୍ତରଖାନାରେ ଜଣେ ଡାକ୍ତର ରୋଗୀଙ୍କୁ ଅକ୍ସିଜେନ ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଙ୍କ ଉପରେ ଆକ୍ରମଣ କରିଛନ୍ତି ରୋଗୀ। ଡାକ୍ତର କହିବା ପରେ କରୋନା ରୋଗୀ ସାଲାଇନ୍ ଷ୍ଟାଣ୍ଡରେ ଜଣେ ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ…

ଅଭିନୟ ଦୁନିଆରେ ପାଦ ଦେବେ ଅଲୁ ଅର୍ଜୁନଙ୍କ ଝିଅ ଆର୍‌ହା

ନୂଆଦିଲ୍ଲୀ: ଅଭିନୟ ଜଗତରେ ପାଦ ଦେଲେ ଟଲିଉଡ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ଝିଅ। ଗୁରୁବାର ଟ୍ୱିଟରରେ ନିଜ ଝିଅ ଅଲୁ ଆରହାଙ୍କ ଟଲିଉଡରେ ପ୍ରବେଶକୁ ନେଇ ଘୋଷଣା କରିଛନ୍ତି ଅଲୁ ଅର୍ଜୁନ। ସେ ଅତି ଗର୍ବର ସହ ଏହାକୁ ପ୍ରକାଶ କରିଛନ୍ତି। ସେ ଟଲିଉଡର ଲୋକପ୍ରିୟ ଅଭିନେତ୍ରୀ…

ନିଜ ପ୍ରଡକ୍ସନ୍ ହାଉସ୍‌ର ପ୍ରଥମ ଫିଲ୍ମ ଘୋଷଣା କଲେ ତାପସୀ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ପ୍ରଡକ୍ସନ୍ ହାଉସ୍, ଆଉଟସାଇଡର୍ ଫିଲ୍ମର ଶୁଭାରମ୍ଭ ଘୋଷଣା କରିବାର ଠିକ୍ ପରେ ନିର୍ମାତା ଭାବରେ ସେ ତାଙ୍କ ପ୍ରଥମ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚନ କରିଛନ୍ତି। ଏହି ଫିଲ୍ମର ଶୀର୍ଷକ ରହିଛି ବ୍ଲର୍। ଏହି ଥ୍ରୀଲର୍ ମୁଭିର ନିର୍ଦ୍ଦେଶନା…