Latest Odisha News

BREAKING NEWS

‘ମ୍ୟାଡାମ ଚିଫ୍‌ ମିନିଷ୍ଟର’ର ଟ୍ରେଲର୍‌ ରିଲିଜ

ନୂଆଦିଲ୍ଲୀ: ରିଚା ଚଡାଙ୍କ ଅଭିନୀତ ଫିଲ୍ମ 'ମ୍ୟାଡାମ ଚିଫ୍‌ ମିନିଷ୍ଟର' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଇସାରିଲାଣି। ଏହାର ଟ୍ରେଲର ବୁଧବାର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ରିଚା ଜଣେ ମୁଖ୍ୟ ରାଜନେତା ଭୂମିକାରେ ଅଭିନୟ କରିଛନ୍ତି। 'ମ୍ୟାଡାମ ଚିଫ୍‌ ମିନିଷ୍ଟର'ର…

“ସିଦ୍ଧାନ୍ତ ଦର୍ପଣ”ର ସିଦ୍ଧ ଋଷି ଓ ଓଡିଶାର ସର୍ବଶ୍ରେଷ୍ଠ “ଦେଶୀ” ବୈଜ୍ଞାନିକ ପଠାଣି ସାମନ୍ତ

୧୮୯୭ ମସିହା ନଭେମ୍ବର ମାସରେ ଯେତେବେଳେ ରେଭେନ୍ସା କଲେଜର ତତ୍କାଳୀନ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ପଠାଣି ସାମନ୍ତଙ୍କ “ସିଦ୍ଧାନ୍ତ ଦର୍ପଣ” ପାଇଁ ମୁଖବନ୍ଧର ଶେଷ ପାରାଗ୍ରାଫ ଲେଖୁଛନ୍ତି, ସେତେବେଳେ ତାଙ୍କ ମନରେ ଏକ ପ୍ରଚଣ୍ଡ ବିଷାଦଭାବ ଆସୁଛି। ପଠାଣି ସାମନ୍ତ,…

ଚର୍ଚ୍ଚାରେ ଶାହାରୁଖ୍‌ଙ୍କ ଥ୍ରୋବ୍ୟାକ୍‌ ଫଟୋ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ବ୍ୟତୀତ ବଲିଉଡର କିଙ୍ଗଖ ଖାନ୍‌ ଅଭିନେତା ଶାହରୁଖ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଶାହାରୁଖ ଖାନ ମଧ୍ୟ ଦୁବାଇର କିଛି ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ସେୟାର କରି ଚାଲିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ…

ଜ୍ୟାକି ଶ୍ରଫ୍‌ଙ୍କ ସାନ ଭଉଣୀ ହେବେ ଦିଶା!

ନୂଆଦିଲ୍ଲୀ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାଧେରେ ଦିଶା ପଟାନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଦିଶାଙ୍କ ଚରିତ୍ର ପ୍ରକାଶ ପାଇଛି ଏବଂ ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରରେ ଦିଶା ପ୍ରଥମ ଥର ପାଇଁ ଜ୍ୟାକି ଶ୍ରଫଙ୍କ ସହ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇବେ।…

ଆସନ୍ତା ୧୧ରେ ହେବ କୃଷି ଆଇନକୁ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ୪୦ ଦିନ ଧରି କୃଷି ନିୟମକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ସାତ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ‌କୌଣସି ଚୂଡାନ୍ତ ଫଳାଫଳ ମିଳିପାରି ନାହିଁ। ସେପଟେ କୃଷକଙ୍କ ସ୍ଥିତିକୁ ନେଇ ସୁପ୍ରିମ୍‌ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୃଷି ଆଇନ ଏବଂ…

ଅର୍ଜୁନ ରାମପାଲଙ୍କ ଭଉଣୀଙ୍କୁ ଏନସିବିର ସମନ

ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ପରେ ଏବେ ତାଙ୍କ ଭଉଣୀଙ୍କୁ ଏନସିବି ସମନ ପଠାଇଛି। ଗତକାଲି ଅର୍ଜୁନ ରାମପାଲଙ୍କ ଭଉଣୀକୁ ଡକାଯାଇଥିଲା। ଅନୁସନ୍ଧାନରେ ଯୋଗଦେବା ପାଇଁ ଅର୍ଜୁନ ରାମପାଲଙ୍କ ଭଉଣୀ ଆଜି ସକାଳ ୧୧ ଟାରେ ଏନସିବି ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।…

ମୋନା ଦାଶ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଆଇଲ୍ୟାଣ୍ଡସବୁକ ଆୱାର୍ଡ ପାଇବାକୁ ମନୋନୀତ

ଭୁବନେଶ୍ୱର : ଇଂଲଣ୍ଡ ରେ ରହୁଥିବା ସାହିତ୍ୟିକା ମୋନା ଦାଶ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଆଇଲ୍ୟାଣ୍ଡସ ବୁକ ଆୱାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି। ସେ ତାଙ୍କର ସ୍ମୃତି କଥା "ଏ ରୋଲ ଅଫ ଦ ଡାଇସ" ପାଇଁ ଏହି ପୁରସ୍କାର ପାଇବେ । ପ୍ରଥମ ଭାରତୀୟ ଭାବରେ ମୋନା ଦାଶ ଏହି ମର୍ୟାଦାଜନକ ପୁରସ୍କାର…

ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଦିବ୍ୟଲୋକ ସନ୍ଧାନେ ସମ୍ମାନ

କଟକ: ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଦିବ୍ୟଲୋକ ସନ୍ଧାନେ ସମ୍ମାନ ୨୦୨୧ ପ୍ରଦାନ କରାଯିବ ବୋଲି ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ ରଥ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି। ଆସନ୍ତା ୧୦ ତାରିଖ ରବିବାର ଦିନ ଉରାଳୀ ଗ୍ରାମ ପଞ୍ଚାୟତ…

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କାଡକୁ ଫେରିଲେ ରୋହିତ, ଡେବ୍ୟୁ କରିବେ ନଭଦୀପ ସାଇନି

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ । ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଘୋଷଣା କରିଛି ପ୍ଲେଇଂ ଇଲେଭେନ୍ । ଚୁଡ଼ାନ୍ତ ଏକାଦଶକୁ ଫେରିଲେ ରୋହିତ ଶର୍ମା । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ମୟଙ୍କ ଅଗ୍ରଓ୍ୱାଲଙ୍କ…

ଆଜି ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେନି ଗାଙ୍ଗୁଲି

କୋଲକାତା: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରାଯିବ ନାହିଁ। ଏହା ପଛର କାରଣ ହେଉଛି ନିଜେ ସୌରଭ ଗାଙ୍ଗୁଲି, ଯିଏ ଗୁରୁବାର ଉଡ୍‌ଲାଣ୍ଡ୍‌ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହୁଁଛନ୍ତି। ହସ୍ପିଟାଲ…