Latest Odisha News

BREAKING NEWS

ଆସନ୍ତା ୧୧ରେ ହେବ କୃଷି ଆଇନକୁ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ୪୦ ଦିନ ଧରି କୃଷି ନିୟମକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ସାତ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ ‌କୌଣସି ଚୂଡାନ୍ତ ଫଳାଫଳ ମିଳିପାରି ନାହିଁ। ସେପଟେ କୃଷକଙ୍କ ସ୍ଥିତିକୁ ନେଇ ସୁପ୍ରିମ୍‌ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କୃଷି ଆଇନ ଏବଂ କୃଷକଙ୍କ ପ୍ରଦର୍ଶନକୁ ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନକୁ ଜାନୁଆରୀ ୧୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଆମେ ଚାଷୀଙ୍କ ଅବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବୁଝୁଛୁ।

Leave A Reply

Your email address will not be published.