Latest Odisha News

BREAKING NEWS

ପୁଲିସ-ମାଓ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ମାଓ ଗୁଳିବିନିମୟ । ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଆଉ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ…

ପଜିଟିଭ୍ ହାର ଓ କୋଭିଡ ଗାଇଡଲାଇନକୁ ଦେଖି ଅନଲକ୍ ସମ୍ପର୍କରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ମାମଲା ହ୍ରାସ ପାଉଥିବା ବେଳେ, ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ତେବେ ଗତ କିଛି ଦିନର ସ୍ଥିତିକୁ ଯଦି ନଜର ପକାଇବା, ତାହେଲେ ରାଜ୍ୟରେ କମୁଛି ସଂକ୍ରମଣ । ଯେଉଁ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି,…

ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ, ମହାମାରୀ ଆଶଙ୍କା !

ନ୍ୟୁୟର୍କ: ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ସେମାନେ ମୃତ୍ୟୁବରଣ କରୁଛନ୍ତି ତାହାର ତଦନ୍ତ ଚାଲିଛି । ଷ୍ଟାରଲିଙ୍ଗସ, ବ୍ଲୁ ଜେଜ, ଗ୍ରେକଲ୍ସଙ୍କ ପରୀ ପକ୍ଷୀ ମରିବା ପରୋକ୍ଷରେ ମହାମାରୀର ଆଶଙ୍କା ସୃଷ୍ଟି କରିଛି ।…

କରୋନାରେ ମାଓ ନେତା ମୃତ

ମାଲକାନଗିରି : ପୁଣି କରୋନାରେ ଜଣେ ମାଓବାଦୀ ମୃତ । କରୋନା ନେଲା ଆନ୍ଧ୍ର ଓଡିଶା ଛତିଶଗଡ଼ ତିନିରାଜ୍ୟର ଟୋପ ହାର୍ଡଖୋର ମାଓନେତା ବିନୋଦର ଜୀବନ । ବହୁ ଚର୍ଚ୍ଚିତ ୨୦୧୩ ମସିହା ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଝିରମ ଘାଟିରେ ୩୨ ଜଣଙ୍କୁ ହତ୍ୟା କରିଥିଲା ଏହି ମାଓ…

କ୍ରିକେଟର କେ.ଏଲ୍ ରାହୁଲଙ୍କ ଲେଡିଲଭ୍‌ ଆଥିୟା!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଥିଲା। ଏବେ ଏହାକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି।  ତେବେ ଉଭୟଙ୍କ ତରଫରୁ ସେମାନଙ୍କୁ ସମ୍ପର୍କକୁ ନେଇ କୌଣସି…

୧ ଲକ୍ଷ ଫାଇନ୍‌ ଦେବେ ସାଉଥ୍‌ ଆକ୍ଟର ବିଜୟ

ଚେନ୍ନାଇ: ତାମିଲ ଅଭିନେତା ସି ଜୋସେଫ ବିଜୟଙ୍କ ଉପରେ ଇଂଲଣ୍ଡରୁ ଏକ ବିଳାସପୂର୍ଣ୍ଣ କାର ରୋଲ ରଏସ ଘୋଷ୍ଟ ଆମଦାନୀ କରିବା ଏବଂ ଏଥିରେ ଟିକସ ଦେବାକୁ ମନା କରିବା ଅଭିଯୋଗରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କରିଛନ୍ତି। ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ…

ପଛୁଆ ଜିଲ୍ଲାରେ ଦିବ୍ୟାଙ୍ଗ ଶିକ୍ଷକଙ୍କ ଶିକ୍ଷାଦାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅନଲାଇନ୍ ଶିକ୍ଷା ବ୍ୟାବସ୍ତାର ବିଫଳ ଚିତ୍ର । ଲକ୍ ଡାଉନ୍ ପରେ ଅନ ଲାଇନରେ ଶିକ୍ଷା ପ୍ରଦାନ କରିବା ଲାଗି ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ପଛୁଆ ଜିଲ୍ଲାରେ  ନେଟୱାର୍କ ନାହି କି ଗରିବ ବାପା ମାଆଙ୍କ ମୋବାଇଲ ଫୋନ କିଣିବା ଲାଗି…

ସୌରଭଙ୍କ ବାୟୋପିକ୍‌ରେ ଦାଦାଙ୍କ ସ୍ଥାନ ନେବେ ରଣବୀର!

ନୂଆଦିଲ୍ଲୀ: ଅନେକ ବଡ ବଡ କ୍ରିକେଟ୍‌ କିମ୍ବଦନ୍ତୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେଇଛି। ସେଥିମଧ୍ୟରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ମହମ୍ମଦ ଅଜହରୁଦ୍ଦିନ ଅନ୍ୟତମ। ଏବେ ପାଳି ପଡ଼ିଛି ଭାରତୀୟ ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର। ଦାଦାଙ୍କ ଜୀବନୀକୁ ନେଇ…

ସେପ୍ଟେମ୍ବରରୁ ଦେଶରେ ସ୍ପୁଟନିକ୍ ଭି ଟିକା ଉତ୍ପାଦନ ଆରମ୍ଭ କରିବ ସେରମ୍

ନୂଆଦିଲ୍ଲୀ: ସେରମ୍‌ରେ ଖୁବ୍‌ ଶୀଘ୍ର ଆରମ୍ଭ ହେବ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ। ରୁଷର ପ୍ରତ୍ୟକ୍ଷ ବିନିଯୋଗ ପାଣ୍ଠି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ସ୍ପୁଟ୍‌ନିକ୍‌ ଭି ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରିଥିବା ଘୋଷଣା କରାଯାଇଛି। ସେପ୍ଟେମ୍ବରରୁ ସେରମ୍…

ଦେଶରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀ ପୁଣି ଥରେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିବା ମହିଳା ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ଦିନ କେରଳର ଥ୍ରୀସୁରରେ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ଦେଶର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏହି ମହିଳା। "ଉକ୍ତ ମହିଳା ଜଣକ…