ସସ୍ପେନ୍ସ ବଢାଉଛି ଶିଳ୍ପାଙ୍କ ପୋଷ୍ଟ
ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ଓ ଭିଡିଓ ନିର୍ମାଣ ଓ ପ୍ରସାରଣ ଦୁର୍ନୀତିକୁ ନେଇ ରାଜ କୁନ୍ଦ୍ରାଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଶନିବାର ଦିନ, ସେ ନିଜ ଇନ୍ଷ୍ଟାରେ ଉଲ୍ଲେଖ…