Latest Odisha News

BREAKING NEWS

ଠକାଠକିର ସମୟ

ଅନ୍ୟକୁ ଠକିଦେବାକୁ ଅନେକଙ୍କୁ ଭଲ ଲାଗୁଥିଲେ ମଧ୍ୟ ନିଜେ ଠକି ହେବାକୁ କିନ୍ତୁ କାହାକୁ ବି ଭଲ ଲାଗେନି । ଆମର ଧାରଣା, ଚାଲାକ ଲୋକମାନଙ୍କୁ କେହି ଠକି ପାରିବେନି ବରଂ ବେଳ ପଡିଲେ ସେଇ ଚାଲାକ ଲୋକମାନେ ଆପଣା ଚାଲାକିପଣରେ ଅନ୍ୟମାନଙ୍କୁ ଅତି ସହଜରେ ବୋକା ବନେଇ ଠକି ଦେଇ ପାରିବେ । ମଜା କଥା…

ଲଘୁଚାପ ପ୍ରଭାବରେ ରାଜ୍ୟର ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବ ଯୋଗୁ ଦକ୍ଷିଣ ଓଡିଶା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର କହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଇଏମଡି ଏହିସବୁ ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଜୁଲାଇ…

ସାମ୍ବାଦିକଙ୍କୁ ଧମକ ଦେଇ ବନ୍ଧା ହେଲା ବାଲି ମାଫିଆ

ଗୁଣୁପୁର: ରାୟଗଡା ଜିଲ୍ଲାର ଗୁଣୁପୁରର ବଂଶଧାରା ନଦୀ ପଠା ରୁ ଜିଲ୍ଲା ପ୍ରଶାସନର ଜାଣତରେ ଲକ୍ଷାଧିକ ଟଙ୍କା ର ବାଲି ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି। ସ୍ଥାନୀୟ ତହସିଲଦାର ଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ସବୁ ଜାଣି ନ ଜାଣିବା…

ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଦେଶବାସୀଙ୍କୁ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦେଶବାସୀଙ୍କୁ ତୃଣମୂଳ ସ୍ତରରେ ଅତୁଳନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ପଦ୍ମ ପୁରସ୍କାର ନାମାଙ୍କନ ପଠାଇବାକୁ କହିଛନ୍ତି। “ଭାରତରେ ଅନେକ ଦକ୍ଷ ବ୍ୟକ୍ତି ଅଛନ୍ତି, ଯେଉଁମାନେ ତୃଣମୂଳ ସ୍ତରରେ ନିଃସ୍ବାର୍ଥପର ଭାବେ…

ମାଲକାନଗିରି ଏସିଙ୍କ ବଦଳିରେ ନାଖୁସ୍ ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି । ପୋଲିସ ବିରୋଧରେ ନୁହେଁ । ପୋଲିସ ସପକ୍ଷରେ ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା । ମାଲକାନଗିରି ଏସପିଙ୍କ ବଦଳିକୁ ବିରୋଧ କରି ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିକଟରେ ମାଲକାନଗିରି ଏସପି ଋିଷିକେଶ ଖିଲାରୀଙ୍କୁ ମୟୂରଭଞ୍ଜ…

ଖରିଫ ଧାନ ସଂଗ୍ରହ ପାଇଁ ୧୫ ତାରିଖରୁ ଅନଲାଇନରେ ପଞ୍ଜିକରଣ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ଅନଲାଇନରେ ଚାଷୀଙ୍କର ନାମ ପଞ୍ଜିକରଣ ଆରମ୍ଭ ହେବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଜୁଲାଇ ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୬ ତାରିଖ ଯାଏ…

କବିତାର ଭାବ ହିଁ ମତେ ବଞ୍ଚିବାର ପ୍ରେରଣା ଦିଏ : ମାନସ ରଞ୍ଜନ ମହାପାତ୍ର

ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ମାନସ ରଞ୍ଜନ ମହାପାତ୍ର । କବିତା , ଗଳ୍ପ ଓ ପ୍ରବନ୍ଧ ରଚନା , ଅନୁବାଦ ଏବଂ ପତ୍ରିକା ସମ୍ପାଦନା; ପ୍ରତିଟି କ୍ଷେତ୍ରରେ ସେ ଖୁବ ପାରଙ୍ଗମ । ତାଙ୍କ ରଚିତ ପ୍ରତିଟି ରଚନାରେ ଝରେ ବିଦ୍ରୋହର ସ୍ୱର, ପୁଣି ସମାନତାର ରାଗ । ନିଜ ଜନ୍ମମାଟିର ପ୍ରତିଟି…

ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନାମିତ କରିଛି। ଏ ନେଇ କମ୍ପାନୀ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୱିଟର ୱେବସାଇଟରେ ଅପଡେଟ୍ ହୋଇଥିବା ସୂଚନା ଅନୁଯାୟୀ,…

ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଯବାନଙ୍କୁ AIIMSରେ ଭେଟିଲେ ପୋଲିସ ଡିଜି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଆହତ ଦୁଇ ଏସଓଜି ଯବାନଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଛି । ଆଜି ସେମାନଙ୍କୁ ଏମ୍ସରେ ଭେଟିଛନ୍ତି ପୋଲିସ ଡିଜି ଅଭୟ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ସେମାନଙ୍କୁ…

ସିଂହଦ୍ୱାର ସାମନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି । ପଥ ବି ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ ।…