Latest Odisha News

BREAKING NEWS

ହୀରାକୁଦକୁ କମିଛି ବନ୍ୟା ପାଣି ପ୍ରବେଶ, ମହାନଦୀରେ ଜଳସ୍ତର ସ୍ଥିର

ଭୁବନେଶ୍ୱର: ହୀରାକୁଦର ଜଳ ସ୍ତର କମୁଛି । ଉପରମୁଣ୍ଡରେ ବର୍ଷା କମିବା ପରେ ଜଳଭଣ୍ଡାରକୁ ଇନ-ଫ୍ଲୋ କମିଛି । ସକାଳ ୬ଟା ସୁଦ୍ଧା ଡ୍ୟାମରେ ଜଳପତ୍ତର ରହିଛି ୬୨୮.୨୯ ଫୁଟ । ୪ ଟି ଗେଟ୍ ବନ୍ଦ ପରେ ଏବେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୩ଲକ୍ଷ…

ଜନ୍ମଦିନରେ ମୋଦୀଙ୍କୁ ଉପହାର; ଦିନକରେ ୨ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଉପହାର। ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ କରୋନା ଟିକାକରଣର ସମସ୍ତ ରେକର୍ଡ ଭାଙ୍ଗିଲା ଭାରତ। ଶୁକ୍ରବାର ଦିନ ପ୍ରାୟ ୨.୫୦ କୋଟି ଲୋକଙ୍କୁ ଟିକାକରଣ କରାଯାଇ ଇତିହାସ ରଚିଛି ଦେଶ। ଗୋଟିଏ ଦିନରେ ୨.୫୦ କୋଟିରୁ ଅଧିକ କରୋନା ଟିକାକରଣ…

ଚାଷଜମିରେ ମହୁଲାସ୍ତ୍ରର ବ୍ୟବହାର

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’ ଚାଷଜମିରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ଜମିର ଉର୍ବରତା ହ୍ରାସ କରିବା ସହ ଆଜି ମଣିଷ ସୁସ୍ଥ ପନିପରିବା ମଧ୍ୟ ପାଇପାରୁନାହିଁ । ଖାଦ୍ୟ ମଣିଷର ପ୍ରଥମ ଆବଶ୍ୟକତା ଭାବେ ବିବେଚନା କରାଯାଉଥିବା ବେଳେ ଏହି ବିଷାକ୍ତ ସାର…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୦ ମନର ଯତ୍ନ ନିହାତି ଦରକାର। ଦେହର ଯତ୍ନ ବିନା ଅସମ୍ଭବ ସବୁ। ଉଭୟେ ଓତଃପ୍ରୋତ ଭାବରେ ଜଡ଼ିତ। ମନ ଭଲ ଥିଲେ ସବୁକିଛି ଭଲଲାଗେ, ନହଲେ ଗଲା ସବୁ । ମନ ପାଇଁ ଦରକାର ପଡେ, ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଚିନ୍ତାଚେତନା ,…

ଅନୁବାଦ ଗଳ୍ପ : କରୱା ବ୍ରତ

ମୂଳ ହିନ୍ଦୀ ରଚନା – ଯଶପାଲ୍ ଅନୁବାଦ :- ନିହାରୀକା ମଲ୍ଲିକ  କହ୍ନେୟାଲାଲ୍ ନିଜ ଅଫିସର ଅନ୍ୟ ସହକର୍ମୀ ଏବଂ ବନ୍ଧୁମାନଙ୍କଠାରୁ ଯଦିଓ ଦୁଇ କି ତିନିବର୍ଷ ବଡ଼ ଥିଲେ , କିନ୍ତୁ ତାର ବାହାଘର ହୋଇଥିଲା ସେମାନଙ୍କ ପରେ । ତାର ବହୁତ ଅନୁରୋଧ ସତ୍ତ୍ଵେ ବି ତା ଅଫିସର ତାକୁ ବାହାଘର ପାଇଁ…

ବୃଦ୍ଧାଶ୍ରମରେ ଚକ୍ଷୁ ଓ ସ୍ବାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଅଭିନେତା ଆକାଶ

ଭୁବନେଶ୍ବର : ଏକ ନିଆରା ପରିବେଶରେ ଜନ୍ମଦିନ ପାଳିଛନ୍ତି ଅଭିନେତା ଆକାଶ ଦାସନାୟକ । ପ୍ରତିବର୍ଷ ବର୍ଷ ପରି ଏଥର ମଧ୍ୟ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ନିଜର ଜନ୍ମିନ ପାଳିଛନ୍ତି ଆକାଶ । ଚଳିତ ବର୍ଷ ଭୁବନେଶ୍ୱର ସ୍ଥିତ ଶ୍ରୀକ୍ରିଷ୍ଣା…

ଆଇଟା ସୁପର ସିରିଜ ଟୁର୍ଣ୍ଣାମେଂଟ: ଦେବାଶୀଷଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ହରିୟାଣାର ଝାଜେରରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ ସୁପର ସିରିଜ ଟୁର୍ଣ୍ଣାମେଂଟରେ ବାଜି ମାରିଛନ୍ତି ଓଡିଶାର ଟପ ରେଟେଡ ଖେଳାଳି ଦେବାଶୀଷ ସାହୁ । ୧୬ ବର୍ଷରୁ କମ୍ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ବିଭାଗରେ ସେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ…

ଭରା ନଦୀରେ ଭାସି ଯାଉଥିଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସୋନପୁର : ଭରା ନଈରେ ଭାସି ଯାଉଥିଲେ ଯୁବକ । ଦୀର୍ଘ ସମୟର ପରଶ୍ରମ ପରେ ହେଲେ ଉଦ୍ଧାର । ସୋନପୁରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ମହାନଦୀରେ ଭାସି ଯାଉଥିବା ଜଣେ ଯୁବକଙ୍କୁ ଦୀର୍ଘ ୪ ଘଣ୍ଟାର ଅପରେଶନ ପରେ ଉଦ୍ଧାର କରାଯାଇଛି । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି…

ଜନସେବା ପାଇଁ ଉଦାହରଣ ସୃଷ୍ଟି କଲେ ବିଧାୟକ ସ୍ବରୂପ ଦାସ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବାଲେଶ୍ବର : ଜନସେବାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ । ନିଜ ନିର୍ବାଚନ ମଣ୍ଡଳୀରେ ନିସ୍ବାର୍ଥପର ସେବା ପାଇଁ ବିଧାୟକ ସ୍ବରୂପ ଦାସଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକ ପ୍ରତିନିଧିମାନେ ଏମିତି…

ସିଦ୍ଧୁଙ୍କୁ ରାକ୍ଷୀ ସାୱନ୍ତ ସହ ତୁଳନା କଲେ ଆପ ନେତା ରାଘବ ଚଡ୍ଡା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ସମାଲୋଚନା କରିବା ସହ ରାକ୍ଷୀ ସାୱନ୍ତଙ୍କ ସହ ତୁଳନା କରିଛନ୍ତି । ଏ ନେଇ ଏବେ ଆପ ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି । କୃଷି ଆଇନ ନେଇ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ…