Latest Odisha News

BREAKING NEWS

ସତ୍ୟନଗର ମଶାଣିକୁ ଅନ୍ୟତ୍ର ଉଠାଇବା ଦାବି

ଭୁବନେଶ୍ୱର : ଜୋର୍ ଧରିଲା ସହିଦନଗର ସତ୍ୟନଗର ମଶାଣିକୁ ସ୍ଥାନାନ୍ତର ଦାବି । ସତ୍ୟନଗର ଡେଭଲପମେଣ୍ଟ ଆଣ୍ଡ କଲ୍ଚରାଲ ସୋସାଇଟି ତରଫରୁ ଏକ ପ୍ରତିନିଧି ମଣ୍ଡଳ ପକ୍ଷରୁ ଦାବି ହୋଇଛି । ତାଙ୍କ ସହିତ ସହିଦନଗର ବାସିନ୍ଦା ମାନେ ମଧ୍ୟ ସମିଲ୍ ଥିଲେ । ଅନ୍ୟତ୍ର ଉଠାଇବା ଦାବିରେ ଏକ ଦାବିପତ୍ର…

ପୁରୁଷ ହକି ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ପୂର୍ବତନ ଅଲିମ୍ପିଆନ ଲାଜରୁସଙ୍କୁ ଚିନ୍ତାରେ ପକାଇଛି

ରାଉରକେଲା: ଟୋକିଓ ଅଲିମ୍ପିକ୍ସ ଆଉ କେତୋଟି ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଭାରତ ପୁରୁଷ ହକି ଦଳଠାରୁ ପଦକ ଆଶାରେ ରହିଛନ୍ତି କ୍ରୀଡାପ୍ରେମୀ । ତେବେ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଅଲିମ୍ପିଆନ ତଥା ଓଡିଶାର ମହାନ ହକି ଖେଳାଳି ଲାଜରୁସ…

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ

କଲମ୍ବୋ: କରୋନା ମହାମାରୀ ଯୋଗୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ଜୁଲାଇ ୧୩ ବଦଳରେ ୧୮ରୁ ଦିନିକିଆ ସିରିଜ ଆରମ୍ଭ ହେବ । ୨୦ ଓ ୨୩ରେ ବାକି ୨ଟି ଦିନିକିଆ ଏବଂ ୨୫ରୁ ଟି୨୦ ସିରିଜ ଆରମ୍ଭ ହେବ । ସେହିପରି ୨୭ ଓ ୨୯…

ଚର୍ଚ୍ଚାରେ ଛୋଟି କଙ୍ଗନା !

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ପରି ଅବିକଳ ଦେଖାଯାଉଥିବା ନୁପୁର ପୁରୀ ଏବେ ସୋସିଆଲ ସାଇଟରେ ବେଶ୍ ଚର୍ଚ୍ଚିତ ଚେହେରା ପାଲଟିଛି । ସେ ଛୋଟି କଙ୍ଗନା ନାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି । କଙ୍ଗନାଙ୍କ ପରି ପୋଷାକ ପିନ୍ଧି ସେ ସବୁ ବେଳେ ଆକର୍ଷଣୀୟ ଫଟୋ ସୋସିଆଲ…

ଦୁର୍ଘଟଣାରେ ବ୍ୟଙ୍ଗକାର ଶ୍ରୀମାନ ସର୍ବଗିଳା ଗୁରୁତର ଆହତ

ପୁରୀ: ସାରା ରାଜ୍ୟରେ ସର୍ବଗିଳା ନାମରେ ପରିଚିତ ବ୍ୟଙ୍ଗକାର, ଲେଖକ ତଥା ନାଟ୍ୟକାର ରତ୍ନାକର ବେହେରା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର ଦିନ ପୁରୀ ଜିଲ୍ଲାର ପିପିଲି ନିକଟ ଜଗନ୍ନାଥ ଡିହ ସାହି ଛକରେ ଏହି ଦୁର୍ଘଟଣା ଘଟିଛି। ସେ ହରିପୁରରେ ଥିବା ଜଣେ…

ଛୋଟେ ନବାବ୍‌ର କ’ଣ ନାଁ ରଖିଲେ କରୀନା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଦମ୍ପତି କରୀନା କପୁର ଏବଂ ସୈଫ ଅଲି ଖାନ ଫେବୃଆରୀରେ ତାଙ୍କ ଦ୍ବିତୀୟ ପୁତ୍ରକୁ ସ୍ବାଗତ କରିଥିଲେ। ତେବେ ଦମ୍ପତି ତାଙ୍କ ଦ୍ବିତୀୟ ସନ୍ତାର ନାମକରଣ କରିଛନ୍ତି। ଲିଟିଲ୍‌ ବଏ୍‌ ଛୋଟେ ନବାବ୍‌ର ନାଁ ରଖିଛନ୍ତି ଜେହ୍‌। କରୀନା ଏବଂ ସୈଫ୍‌ଙ୍କ ପ୍ରଥମ…

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେଵଳ ତିନି ରଥରେ କପଡା ପକାଯିବା କାର୍ଯ୍ୟ ଚାଲୁ ରହିଛି। ତେବେ ରଥ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ହେବ ସେ ନେଇ ପୁରୀ ଜିଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାପାଳ ଙ୍କ ସୂଚନା ଅନୁଯାୟୀ src ଙ୍କ…

ଶେଷ ଦେବଦାସୀ ପରଶମଣିଙ୍କ ପରୋଲୋକ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା।  ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର…

ରେଳ ଫାଟକରେ ଭିଡ

କଟକ : ରେଳ ଫାଟକରେ ନାହିଁ ନଥିବା ଭିଡ । କଟକ ପାରାଦୀପକୁ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଲୋକମାନଙ୍କୁ। କଟକ ଗୋଶାଳା ରେଳଫାଟକର ଦୃଶ୍ୟ । ନୂଆବଜାର ଛକରୁ ଗୋଶାଳା ଓ ନୂଆପଡା,ଖପୁରିଆ ଦେଇ ଜାତୀୟ ରାଜପଥର ପ୍ରେସ୍ ଛକକୁ ସଂଯୋଗ କରୁଥିବା ରାସ୍ତା ।…

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ ।  ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି ।   ଧଳା ରଙ୍ଗର ସେବତୀ,…