Latest Odisha News

BREAKING NEWS

ପୁରୁଣା ନୋଟ୍‌ ବିକ୍ରି କରି ହୋଇପାରିବେ ରାତାରାତି ଲକ୍ଷପତି!

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ପୁରୁଣା, ବିରଳ ତଥା ସଂଗ୍ରହଯୋଗ୍ୟ ନୋଟର ଚାହିଦା ବହୁଗୁଣିତ ହୋଇଛି। ସଂଗ୍ରହକାରୀମାନେ ବର୍ତ୍ତମାନ ବହୁ ମୂଲ୍ୟରେ ସଂଗ୍ରହଯୋଗ୍ୟ ନୋଟ୍ ଏବଂ ମୁଦ୍ରା କିଣିବାକୁ ଆଗ୍ରହ ଦେଖାଉଛନ୍ତି। କେତେକ ବିରଳ ମୁଦ୍ରା ଏବଂ ନୋଟ୍ ମଧ୍ୟ ଅନ୍‌ଲାଇନ୍‌ରେ ଲକ୍ଷ ଲକ୍ଷ…

ଜିଏସଟି ଠକେଇ ସନ୍ଦେହରେ ଚଢଉ

ବରଗଡ଼ : ଜିଏସଟି ଠକେଇ ଅଭିଯୋଗ । ଜିଏସଟି ଫାଙ୍କିଥିବା ସନ୍ଦେହରେ ଗଜଲକ୍ଷ୍ମୀ ଷ୍ଟୋର ଉପରେ ଚଢଉ। ପଦ୍ମପୁର ସହରର ଜଗଦଳପୁର ରାସ୍ତାରେ ଥିବା ବୈଦନାଥ ଅଗ୍ରୱାଲଙ୍କ ଷ୍ଟୋର ଉପରେ ଜିଏସଟି ବିଭାଗ ଚଢଉ କରିଛି । ଜିଏସଟି ବିଭାଗ ବରଗଡ଼,ସମ୍ବଲପୁର ଓ ରାଉରକେଲା ର ତିନିଗୋଟି ଟିମ୍ ଏକକାଳିନ ଚଢଉ…

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ଦୀର୍ଘ ଦିନର ବିବାଦ ପରେ ପଞ୍ଜାବ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅପରାହ୍ନ ୫ ଟାରେ କଂଗ୍ରେସ ବିଧାନସଭା ପାର୍ଟି ବୈଠକ ପୂର୍ବରୁ ସେ ତାଙ୍କର ଘନିଷ୍ଠ ବିଧାୟକଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ ଏବଂ ଏହା ପରେ ରାଜ…

ବରିଷ୍ଠ ସେବକ ଭଗବାନ ସୁଆରଙ୍କ ଅନୁଭୂତିର କଥା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାରେ ଶତାଧିକ ବର୍ଗର ସେବକ ସେମାନଙ୍କର ପାଳି ମୁତାବକ ଅଦମ୍ୟ ନିଷ୍ଠା ଓ ପ୍ରଭୁଙ୍କ ନିକଟରେ ସମର୍ପଣ ଭାବ ସହିତ କର୍ତ୍ତବ୍ୟ ସମ୍ପାଦନ କରିଥାଆନ୍ତି । ସେବା କରିବା ଅବସରରେ ଶ୍ରୀମନ୍ଦିରରେ ସେମାନଙ୍କର ଜୀବନର ବହୁ ସମୟ କାଟିବା ପରିପ୍ରେକ୍ଷୀରେ ବହୁ ରୋଚକ ଅନୁଭବ…

ସୁନୀଲ ଜାଖଡ ହେବେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ?

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଭ୍ୟନ୍ତରୀଣ ବିବାଦ ବର୍ତ୍ତମାନ ଶିଖରରେ ପହଞ୍ଚିଛି। ଶନିବାର ଅପରାହ୍ନ ୫ ଟାରେ କଂଗ୍ରେସ ନେତୃତ୍ୱ ଡାକରା ଦେଇଥିବା ବିଧାନସଭା ପାର୍ଟି ବୈଠକରେ ଏକ ବଡ ନିଷ୍ପତ୍ତି ନିଆଯାଇପାରେ। ସୂତ୍ରରୁ ପ୍ରକାଶ ଯେ ପଞ୍ଜାବରେ ବିଧାନସଭା…

ବିଭିନ୍ନ ଦାବି ନେଇ ଧାରଣାରେ ପଞ୍ଚାୟତବାସୀ

ପାରାଦୀପ : ବିଭିନ୍ନ ଦାବି ନେଇ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକମାନେ । ଗତ ଲଘୁଚାପ ଜନୀତ ବର୍ଷାରେ କୁଜଙ୍ଗ ବ୍ଲକ ଗଣ୍ଡକୀପୁର ,କାଳିଆପାଟ୍ଟ ଓ ମଙ୍ଗଳରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତିା ଜଳ ନିଷ୍କାସନ…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଂହଚିଲା ୧୧୫ ଦେଶର ପାଣି

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶନିବାର ୧୧୫ ଦେଶର ପବିତ୍ର ପାଣି ଏଠାରେ ପଂହଚିଛି । ଅଷ୍ଟ୍ରେଲିଆ, ବାଂଲାଦେଶ, ଆଫଗାନିସ୍ତାନ, କାନାଡା, କମ୍ବୋଡିଆ, ଜର୍ମାନୀ ଓ ଇଟାଲୀ ପରି ଦେଶର ପାଣି ଏଥିରେ ସାମିଲ । ରକ୍ଷା ମନ୍ତ୍ରୀ ଏହି ଅବସରରେ କହିଛନ୍ତି ଯେ, ରାମଲଲାଙ୍କ ଜଳାଭିଷେକ…

ଜରୁରୀ ନୁହେଁ କୋଭିଡ୍‌ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ବର୍ତ୍ତମାନ ସମୟରେ କୋଭିଡ୍‌ ବୁଷ୍ଟର ଡୋଜ କେତେ ପ୍ରଭାବଶାଳୀ? କିଛି ଲୋକ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିବା ବେଳେ ଏକ ଚତୁର୍ଥାଂଶରୁ କମ୍ ଉଭୟ ଡୋଜ ଗ୍ରହଣ କରିନାହାନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି। ‌ଏହି ପର୍ଯ୍ୟାୟରେ ଭାରତରେ କୋଭିଡ ବୁଷ୍ଟର…

ଭାସିଗଲା ମାଛ ବୋଝେଇ ଟ୍ରାକ୍ଟର

ବାଲେଶ୍ୱର : ବନ୍ୟା ପାଣିରେ ମାଛ ବୋଝେଇ ଟ୍ରାକ୍ଟର ଭାସିଯାଉଛି । ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ସିଲଦା ଚଟାଣରେ ଏପରି ଅଘଟଣ ଘଟିଛି। ଜଳକା ନଦୀରେ ବନ୍ୟାରେ ସ୍ରୋତ ପ୍ରବାହିତ ହେଉଥିବା ସମୟରେ ।ମାଛ ବୋଝେଇ ଟ୍ରାକ୍ଟର ଟି ସେହି ରାସ୍ତା ପାର୍ ହେବା ପାଇଁ ଚେଷ୍ଟା କରୁଥିଲା…

ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ

କୋଲକାତା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ଆଜି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ ତାଙ୍କୁ ପଦ ହରାଇବାକୁ ପଡିଥିଲା । ଏଥନେଇ ସେ…