କରୋନା ଟିକା ନେବେନି ଅଖିଳେଶ ଯାଦବ
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶନିବାର କହିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାଭାଇରସ ବିରୋଧୀ ଟିକା ଗ୍ରହଣ କରିବେ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି। କାରଣ “ବିଜେପି ସରକାରଙ୍କୁ ବିଶ୍ୱାସ କରାଯାଇପାରିବ ନାହିଁ”। “ମୁଁ ବର୍ତ୍ତମାନ ଟିକାକରଣ କରିବି ନାହିଁ।…