Latest Odisha News

BREAKING NEWS

କୋଭିସିଲଡକୁ ମିିଳିଲା ଅନୁମତି !

ନୂଆଦିଲ୍ଲୀ-ଅକ୍‌ସଫୋର୍ଡ କରୋନା ଟିକାର ବ୍ୟବହାର ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏକ ଏକ୍‌ସପର୍ଟ କମିଟି ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) କୁ ସୁପାରିଶ କରିଛି । ଅକ୍‌ସଫୋର୍ଡ ୟୁନିଭରସିଟି ଓ ଫାର୍ମା କମ୍ପାନି ଅଷ୍ଟ୍ରେଜେନେକା ଦ୍ୱାରା…

ଚଳିତ ବର୍ଷ ଶିଶୁ ଜନ୍ମହାରରେ ଚୀନ୍‌କୁ ପଛରେ ପକାଇବ ଭାରତ; ୟୁନିସେଫ୍‌

ନ୍ୟୁୟର୍କ: ନୂଆ ବର୍ଷ ଦିନ ସାରା ବିଶ୍ୱରେ ଆନୁମାନିକ ୩,୭୧,୫୦୪ ପିଲା ଜନ୍ମ ହେବେ। ଏଥିମଧ୍ୟରୁ ପ୍ରାୟ ୬୦ ହଜାର ପିଲା ଭାରତରେ ଜନ୍ମ ହୋଇଥିବା ଅନୁମାନ କରାଯାଉଛି। ମିଳିତ ଜାତିସଂଘ ଶିଶୁ ପାଣ୍ଠି (ୟୁନିସେଫ) ଶୁକ୍ରବାର ଦିନ ଏହି ସୂଚନା ଦେଇଛି। ୨୦୨୧ରେ ଆନୁମାନିକ ୧୪୦ ନିୟୁତ ପିଲା ଜନ୍ମ…

କରୋନା ଭାଇରସ୍‌ ନ୍ୟୁ ଷ୍ଟ୍ରେନ୍‌: ଦେଶରେ ଆଉ ୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ସଂଖ୍ୟା ବୃଦ୍ଧି ପାଉଛି। ଶୁକ୍ରବାର ଦିନ, କରୋନା ଭୂତାଣୁର ୪ ଜଣ ନୂଆ କରୋନା ଷ୍ଟ୍ରେନ୍‌ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି।  ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ…

ପୁଣି ଥରେ ସୋସିଆଲ୍‌ ମିଡିଆରେ ସକ୍ରିୟ ହେଲେ ଦୀପିକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟରୁ ସମସ୍ତ ପୋଷ୍ଟ ଡିଲିଟ କରିବା ପରେ ବର୍ତ୍ତମାନ ଇନଷ୍ଟାଗ୍ରାମରେ ଏକ ଅଡିଓ ରିଲିଜ କରିଛନ୍ତି ଯାହାକୁ ସେ ଅଡିଓ ଡାଏରୀ ନାମରେ ନାମିତ କରିଛନ୍ତି। ଏହି ଅଡିଓ ମାଧ୍ୟମରେ ଅଭିନେତ୍ରୀ ତାଙ୍କ…

ପାକ୍‌ରେ ହିନ୍ଦୁ ମନ୍ଦିର ଜାଳିବା ଘଟଣାକୁ ଭାରତର ଦୃଢ ବି‌ରୋଧ

ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁ ମନ୍ଦିର ଜାଳିବା ବିରୋଧରେ ଭାରତ ବିରୋଧ କରିଛି। ସୂଚନା ଅନୁଯାୟୀ ପାକିସ୍ତାନର ଏକ ହିନ୍ଦୁ ମନ୍ଦିରରେ ଏହି ଭଙ୍ଗାରୁଜା ବିରୋଧରେ ଭାରତ ଆନୁଷ୍ଠାନିକ ଭାବେ ବିରୋଧ କରିଛି। ପାକିସ୍ତାନର ଏକ ହିନ୍ଦୁ ମନ୍ଦିରରେ ଅଗ୍ନିକାଣ୍ଡ ଘଟଣାରେ ପୋଲିସ ୩୦ ଜଣ ଗିରଫ…

ନୂଆ ବରଷ ହେ ଆସିଛ

ଶୀତ ସକାଳର ପହିଲି ଖରାରେ ନୂଆ ବରଷ ହେ ଆସିଛ ମୁହଁ ଫୁଲେଇ ଲୁହ ଝରେଇ ମନ ମାରି କିଆଁ ବସିଛ? ଜଣା ଆମକୁ , ନଥିଲା ଭଲ ଗଲା ବରଷ ଯାକ ରୋଗ ଦାଉରେ ପଡ଼ି ସମସ୍ତେ ଭୁଲିଲେ ଶୋଷ ଭୋକ।। ଖୋଲିଲା ନାହିଁ ବିଦ୍ୟାଳୟ କି ହେଲାନି କିଛି ଯାତ ମନ ମାରିକି ରହିଲୁ ଆମେ…

ନିଆରା ଢଙ୍ଗରେ ନୂଆବର୍ଷ ପାଳିଲେ ହ୍ରିତିକ୍‌

ନୂଆଦିଲ୍ଲୀ: ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ବଲିଉଡ ତାରକାମାନେ ୨୦୨୦ର ଶେଷ ରାତିରେ ଜୋରଦାର ପାର୍ଟି କରିଥିଲେ। ତେବେ କରୋନା ମହାମାରୀ ହେତୁ ଏହି ନୂଆ ବର୍ଷର ମଉଜ ଫିକା ମଧ୍ୟ ପଡ଼ିଥିଲା। ତେବେ ହ୍ରିତିକ ରୋଶନଙ୍କ ନୂଆ ବର୍ଷ ପାଳନ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ…

ନବବର୍ଷର ଶୁଭେଚ୍ଛା ସହ ବିଶ୍ୱାସ ଏବଂ ସମର୍ଥନ ପାଇଁ ଦେଶବାସୀଙ୍କୁ ‘ଧନ୍ୟବାଦ’ ଦେଲେ ରାଷ୍ଟ୍ରପତି କିମ୍‌

ନୂଅ‌ାଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ନୂତନ ବର୍ଷରେ ଦେଶବାସୀଙ୍କୁ ଏକ ଚିଠି ଲେଖିବାକୁ ଇଚ୍ଛାପ୍ରକାଶ କରିଥିଲେ ଏବଂ ବିଶ୍ୱାସ ଏବଂ ସମର୍ଥନ ପାଇଁ 'ଧନ୍ୟବାଦ' ମଧ୍ୟ କହିଥିଲେ। ଏହି ଅବସରରେ ସେ ତାଙ୍କ ପିତା ଏବଂ ଜେଜେବାପାଙ୍କ ସମାଧି ପରିଦର୍ଶନ କରିଥିଲେ। ଜନସାଧାରଣଙ୍କୁ…

ଜାତୀୟ ସଙ୍ଗୀତରେ ଶବ୍ଦ ପରିବର୍ତ୍ତନ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଜାତୀୟ ସଂଗୀତରେ ଏକ ଶବ୍ଦ ପରିବର୍ତ୍ତନ କରିଛି। ଏହି ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଏହାକୁ ଦେଶର “ସ୍ପିରିଟ୍‌ ଅଫ୍‌ ୟୁନିଟି” ବୃଦ୍ଧି ପାଇଁ ଏକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ନୂତନ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ…

ଆତଙ୍କବାଦୀଙ୍କ ପାଇଁ ୨୦୨୦ରେ କାଳ ସାଜିଥିଲେ ସେନା

ନୂଆଦିଲ୍ଲୀ: ୨୦୨୦ରେ ଆତଙ୍କବାଦୀଙ୍କ ପାଇଁ କାଳ ସାଜିଥିଲେ ଭାରତୀୟ ସେନା । ରିପୋର୍ଟ ମୁତାବକ ପାକିସ୍ତାନ ସବୁ ବର୍ଷ ପରି ଜାମ୍ମୁ-କାଶ୍ମୀରକୁ ଆତଙ୍କବାଦୀ ପଠାଇଥିଲା । ସେନା ସଜାଗ ଥିବା ଯୋଗୁ ୨୨୫ ଆତଙ୍କବାଦୀ ମୃତ୍ୟୁବରଣ କରିଥିଲେ । ସେମାନଙ୍କ ବିପକ୍ଷରେ ୧୦୦ ସଫଳ ଅପରେଶନ କରା…