Latest Odisha News

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ଡ଼ିଜିପିଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି କଲା ବିଜେପି

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ନେଇ ଏବେ ଶାସକ ଓ ବିରୋଧି ଦଳ ମଧ୍ୟରେ ରାଜନୈତିକ ଛକାପଞ୍ଝା ବୃଦ୍ଧି ପାଇବାରେ ଲାଗିଛି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ମୋକଦ୍ଦମା ରୁଜୁ କରିବା ଲାଗି ଦାବି…

ବିଶ୍ୱକପ ଫୁଟବଲ: ଗିମିନେଜଙ୍କ ଶକ୍ତିଶାଳୀ ହେଡ୍ ରେ ଉରୁଗୁଏ ଜିତିଲା ମ୍ୟାଚ୍

ମସ୍କୋ : ଆଜି ଫିଫା ବିଶ୍ୱକପରେ ଦୁଇଟି ଶକ୍ତିଶାଳୀ ଦଳ ଚମ୍ପିଆନ ଉରୁଗୁଏ ଏବଂ ଇଜିପ୍ଟ ମଧ୍ୟରେ ଅନୁଷ୍ଠିତ ଲଢେଇରେ ଜିତିଲା ଉରୁଗୁଏ । ଖେଳ ଶେଷ ହେବାର ଏକ ମିନିଟ ପୂର୍ବରୁ ଉରୁଗୁଏର ଷ୍ଟାର୍ ଷ୍ଟ୍ରାଇକର୍ ଜୋସ୍ ଗିମିନେଜ ଏକ ସୁନ୍ଦର ହେଡ଼ର୍ ଜରିଆରେ ଦଳକୁ ବିଜୟୀ କରାଇଥିଲେ । ଏହି ମ୍ୟାଚରେ…

ରଥଯାତ୍ରା ଉପଲକ୍ଷେ ‘ଓଟିଡ଼ିସି’ ର ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ଟୁରିଜିମ୍ ଡ଼େଭଲପମେଣ୍ଟ କର୍ପୋରେସନ (ଓଟିଡ଼ିସି) ପକ୍ଷରୁ ଏକ ସ୍ପେସାଲ୍ ଟୁର୍ ପ୍ୟାକେଜ ଘୋଷିତ ହୋଇଛି । ଗ୍ରାଣ୍ଡ ସେଣ୍ଟ୍ରାଲ୍ ହୋଟେଲ୍ ରୁଫଟପ୍ ପ୍ୟାକେଜ ନିମନ୍ତେ ଦାମ ରହିଛି ଜଣକ ପିଛା ୪,୧୯୯…

ଓଡ଼ିଆ ରଜ ରିଲିଜ ଦେଖିବାକୁ ହଲ୍ ରେ ଦର୍ଶକଙ୍କ ନାହିଁ ନଥିବା ଭିଡ

କଟକ/ଭୁବନେଶ୍ୱର : ସବୁବର୍ଷ ରଜରେ ଏକାଧିକ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ଏବେ ମଧ୍ୟ ଓଡ଼ିଆ ଦର୍ଶକମାନେ ରଜ ରିଲିଜକୁ ହଲରେ ଦେଖିବାକୁ ଅପେକ୍ଷା କରିଥାନ୍ତି । ଏହି ରଜରେ ୨ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି । ଗୋଟିଏ ହେଲା ସାର୍ଥକ ପ୍ରଡ଼କ୍ସନର ‘ଫୋର୍ ଇଡ଼ିୟଟସ’ ଏବଂ ତରଙ୍ଗ ସିନେ…

ବେଦାନ୍ତର ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଦ୍ୱାରା କୃତୀ ମ୍ୟାଟ୍ରିକ ପରିକ୍ଷାର୍ଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଝାରସୁଗୁଡ଼ା ସ୍ଥିତ ପ୍ରାକୃତିକ ଉତ୍ସ କମ୍ପାନୀ ବେଦାନ୍ତ ଲିମିଟେଡ଼ ମ୍ୟାଟ୍ରିିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ କମ୍ପାନୀର ସିଏସଆର୍ ‘ବେଦାନ୍ତ ବିଦ୍ୟାର୍ଥୀ ବିକାଶ ଯୋଜନା’ ଅନୁଯାୟୀ ସମ୍ବର୍ଦ୍ଧିତ କରିଛି । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା…

ବିଶ୍ୱକପ ଫୁଟବଲ: ଆଜି ସମସ୍ତଙ୍କ ନଜର ଚର୍ଚ୍ଚିତ ଖେଳାଳି ‘ମହମ୍ମଦ ସାଲ୍ଲା’ଙ୍କ ଉପରେ !

ମସ୍କୋ : ବିଶ୍ୱ ଫୁଟବଲ ଜଗତରେ ଇଜିପ୍ଟର ଫୁଟବଲର୍ ମହମ୍ମଦ ସାଲ୍ଲା ଏବେ ବେଶ୍ ଚର୍ଚ୍ଚିତ । ଷ୍ଟ୍ରାଇକର୍ ମହମ୍ମଦ ସାଲ୍ଲାଙ୍କ ପାଇଁ ଇଜିପ୍ଟ ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଛି କହିଲେ ଚଳେ । ତେବେ ଆଜି ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଜିପ୍ଟ ଭେଟୁଛି ଶକ୍ତିଶାଳୀ ଉରୁଗୁଏ ଦଳକୁ ।…

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ନୀରବତା ନେଇ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ନେଇ ଏବେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ପ୍ରଶାସନ ସମେତ ରାଜ୍ୟର ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି,…

ଭାରତ-ଆଫଗାନିସ୍ତାନ ଐତିହାସିକ ଟେଷ୍ଟ: ଦ୍ରୁତ ଶତକ କରି ରେକର୍ଡ଼ କଲେ ଶିଖର ଧାୱନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଥିବା ଟେଷ୍ଟମ୍ୟାଚରେ ଦ୍ରୁତ ଶତକ କରି ଭାରତୀୟ ଓପନର୍ ଶିଖର ଧାୱନ୍ ରେକର୍ଡ଼ କରିଛନ୍ତି । ଶିଖର ଧୁଆଁଧାର ବ୍ୟାଟିଂ କରି ଟେଷ୍ଟମ୍ୟାଚରେ ମାତ୍ର ୯୧ଟି ବଲ୍ ରୁ ୧୯ଟି ଚୌକା ଏବଂ ୩ଟି ବିଶାଳ ଛକା ସହାୟତାରେ ମଧ୍ୟାହ୍ନ ଭୋଜନ…

ଫିଫା ବିଶ୍ୱକପ ଫୁଟବଲ: ୫ଟି ଗୋଲ୍ ଦେଇ ଋଷିଆ ସାଉଦି ଆରବକୁ ପରାସ୍ତ କଲା

ମସ୍କୋ : ଋଷିଆର ମସ୍କୋରେ ଆରମ୍ଭ ହୋଇଥିବା ଫିଫା ବିଶ୍ୱକପ ଫୁଟବଲ ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ଋଷିଆ ଚମକ୍ରାର ଖେଳ ପ୍ରଦର୍ଶନ କରି ସାଉଦି ଆରବକୁ ୫-୦ ଗୋଲରେ ପରାସ୍ତ କରିଛି । ତେବେ ଖେଳ ଆରମ୍ଭ ହେବାର ମାତ୍ର ୧୨ ମିନିଟରେ ହିଁ ଆୟୋଜକ ଋଷିଆ ପକ୍ଷରୁ ଫରୱାର୍ଡ ଖେଳାଳି ୟୁରୀ ଗାଜିସ୍କି…

ଆରମ୍ଭ ହେଲା ଫିଫା ବିଶ୍ୱକପ ଫୁଟବଲ: ବାଣ, ଆଲୋକ ଓ ଆତସବାଜୀରେ କମ୍ପିଲା ଷ୍ଟାଡ଼ିୟମ୍

ମସ୍କୋ : ଋଷିଆସ୍ଥିତ ମସ୍କୋର ଏକ ଷ୍ଟାଡ଼ିୟମରେ ବାଣ ଓ ଆତସବାଜୀର ରଙ୍ଗୀନ ଆଲୋକରେ ଆଜି ଆରମ୍ଭ ହେଲା ‘ଫିଫା ବିଶ୍ୱକପ ଫୁଟବଲ୍ - ୨୦୧୮’ । ବିଶ୍ୱର ବଛାବଛା ୩୨ ଟି ଦେଶକୁ ନେଇ ଋଷିଆର ୧୧ଟି ସହରରେ ଏବଂ ୧୨ଟି ଫୁଟବଲ ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଏହି ଫୁଟବଲ୍ ମହାକୁମ୍ଭ । ମସ୍କୋର ଲୁସନିକ…