Latest Odisha News

BREAKING NEWS

ବେଙ୍ଗଲରେ ଏନଏଚଆରସି ଟିମ ଉପରେ ଆକ୍ରମଣ

କୋଲକାତା: ନିର୍ବାଚନ ପରବର୍ତୀ ହିଂସା ସମ୍ପର୍କୀତ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ଜାତୀୟ ମାନବଧିକାର କମିଶନ (ଏନଏଚଆରସି) ଟିମ ଉପରେ ପଶ୍ଚିମବଙ୍ଗରେ ଆକ୍ରମଣ ହୋଇଛି । ଯାଦବପୁର ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ନିର୍ବାଚନ ପରେ ଏଠାରେ ୪୦ରୁ ଊର୍ଦ୍ଧ୍ୱ ଘର ଧ୍ୱଂସ ପାଇଥିଲା । ଏହାକୁ…

ଆରପାରିରେ ରେଡିଓ ମଣିଷ ଉପେନ୍ଦ୍ର କୁମାର ପାହାଡସିଂ

ଭୁବନେଶ୍ୱର: ଆଉ ନାହାଁନ୍ତି ଆକାଶବାଣୀର ବିଶିଷ୍ଠ ସମ୍ବାଦ ପାଠକ ଉପେନ୍ଦ୍ର ପାହାଡସିଂ । ଦିନେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଗୁରୁ ଗମ୍ଭୀର ସ୍ୱର ସାରା ଓଡିଶାର ରେଡିଓ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିଲା । ହେଲେ ଆଜି ଶେଷ ହୋଇଛି ଉପେନ୍ଦ୍ର କୁମାର ପାହାଡସିଂଙ୍କ ଯୁଗ  । ଦିଲ୍ଲୀର ଏକ…

ଜଗା ପାଇଁ ଅଣସର ଫଳଭାର     

ପୁରୀ : ଅଣସର ପଞ୍ଚମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲରୀ ତେଲ ଲଗାଯିବ । ଏହି ତେଲ ଲଗାଇବା ପରେ ଶ୍ରୀଜିଉ ସ୍ନାନ ଜ୍ୱରରୁ ମୁକ୍ତି ପାଇବେ । ସେଥିପାଇଁ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲରୀ ତେଲ ଶ୍ରୀମନ୍ଦିର ଭିତରକୁ ଯାଇଛି । ସେହିଭଳି ଅଣସର ଘରେ ଦିଅଁ ରହିଥିବା ବେଳେ ତାଙ୍କ ପାଇଁ…

ରାଜ୍ୟରେ ପୁଣି ବଢିବ ବର୍ଷା

ଭୁବନେଶ୍ବର : ରାଜ୍ୟରେ ପୁଣି ବଢିବ ବର୍ଷା । ଜୁଲାଇ ପହିଲାରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହି ଜିଲ୍ଲାଗୁଡ଼ିକ ହେଲା, କୋରାପୁଟ, ମାଲକାନଗିରି, କଟକ, ନୟାଗଡ଼, ଖୋର୍ଧା, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା । ଏସବୁ ଜିଲ୍ଲା ସମେତ ବାଲେଶ୍ବର, ଭଦ୍ରକ, ଯାଜପୁର, ଗଞ୍ଜାମ,…

ବାହାଘର ପୋଷାକ ପିନ୍ଧି ଭାନେସା ଦୌଡିଲେ ୨୮୫ କିମି, କାରଣ ଜାଣିଲେ ପ୍ରଶଂସା କରିବ !

ନ୍ୟୁୟର୍କ: ନ୍ୟୁୟର୍କର ୪୭ ବର୍ଷୀୟା ଭାନେସା ବାହାଘରର ପୋଷାକ ପିନ୍ଧି ୨୮୫ କିଲୋମିଟର ଦୌଡୁଛନ୍ତି । ଏହି ରେସ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ୨ ସପ୍ତାହ ସମୟ ଲାଗିଥିଲା । । ଘରୋଇ ହିଂସାର ପ୍ରତାଡିତ ଲୋକଙ୍କ ସାହାଯ୍ୟ ଏବଂ ଏଥିନେଇ ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି ନିଆରା ଶୈଳୀ…

ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଦେବଗଡରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାମାରୀର…

ରାଜ୍ୟରେ କୋଭିଡ ନିୟମ କଡାକଡି ପାଳନ କର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ…

ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କଲା ଆଇସିସି

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଚଳିତ ବର୍ଷର ଟି୨୦ ବିଶ୍ୱକପ ପାଇଁ ତାରିଖ ଘୋଷଣା କରିଛି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ କରୋନା ମହାମାରୀ ଯୋଗୁ ଏହାକୁ ୟୁଏଇରେ କରିବା ପାଇଁ ଆଇସିସିକୁ ଅନୁରୋଧ କରିଥିଲା । ମଙ୍ଗଳବାର ଆଇସିସି ଏହି ଅନୁରୋଧ ରକ୍ଷା କରିଛି । ଅକ୍ଟୋବର ୧୭ରୁ…

ଅର୍ଜୁନ ପୁରସ୍କାର ପାଇଁ ଅଣଦେଖା ହେଲେ ଓଡିଶାର ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା !

ଭୁବନେଶ୍ୱର: ୨୦୨୧ ଅର୍ଜୁନ ପୁରସ୍କାର ପାଇଁ ହକି ଇଣ୍ଡିଆ କେଉଁ ନୀତି ଆପଣାଇଛି ତାହା ଜଣାପଡୁ ନାହିଁ । ପ୍ରଦର୍ଶନ, ଅଭିଜ୍ଞତା ନା ଆଉ କିଛି ? ତେବେ ଏଥର ଅର୍ଜୁନ ପୁରସ୍କାର ପାଇଁ ଭାରତର ଦୁଇ ଆନ୍ତର୍ଜାତୀୟ ଷ୍ଟାର ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ଏକ୍କାଙ୍କ ନାମ ପଠାଯାଇ ନାହିଁ । ଏହି…

ଧାନ ବିକ୍ରି ଓ ଟୋକନ ଅବଧି ବୃଦ୍ଧି ଦାବି

ବରଗଡ଼ : ଟୋକନ ଅବଧି ସାରିଯାଇଥିବା ବେଳେ ବରଗଡ଼ ଜିଲ୍ଲାର ଚାଷୀ ମାନେ ଧାନ ବିକ୍ରି କରି ପାରି ନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଧାନ ବିକ୍ରି ଓ ଟୋକାନ ଅବଧି ବୃଦ୍ଧି ଦାବିକରି ଆଜି ଜିଲ୍ଲାର ଚାଷୀ ମାନେ ବରଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟlଳୟ…