ସାମ୍ନାକୁ ଆସିଲା ଫିଲ୍ମ ‘ଧମାକା’ରେ କାର୍ତ୍ତିକଙ୍କ ନୂଆ ଲୁକ୍
ନୂଆଦିଲ୍ଲୀ: କାର୍ତ୍ତିକ ଆର୍ଯ୍ୟନ୍ ରାମ ମାଧବନୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଧମାକା'ର ସୁଟିଂ ଆରମ୍ଭ କରିଛନ୍ତି। କାର୍ତ୍ତିକଙ୍କୁ ଏହି ଫିଲ୍ମରେ ସାମ୍ବାଦିକ-ଆଙ୍କର୍ ଭାବରେ ଦେଖିବାକୁ ମିଳିବ। କାର୍ତ୍ତିକ ବର୍ତ୍ତମାନ ଫିଲ୍ମରେ ତାଙ୍କ ନୂଆ ଲୁକ୍ର ପରିଚୟ ଦେଇଛନ୍ତି ଏବଂ ତାଙ୍କ ଫଟୋ…