Latest Odisha News

BREAKING NEWS

ବର୍ଷ ୨୦୨୦ରେ ଓଡ଼ିଶା ପୋଲିସ ଦ୍ବାରା ରେକର୍ଡ ପରିମାଣର ଗଞ୍ଜେଇ ଜବତ

କଟକ: ଗଞ୍ଜେଇ ଚାଷ ଓ ତାର ଚୋରା ଚାଲାଣ ଓଡ଼ିଶା ପୋଲିସ, ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି । ନିଶା ଦ୍ରବ୍ୟ ରୋକିବାକୁ ରାଜ୍ୟ ସରକାର ପ୍ରଧାନ୍ୟ ଦେଉଛନ୍ତି । ସେଥିପାଇଁ ଚଳିତ ବର୍ଷ ଓଡ଼ିଶା ପୋଲିସ ତରଫରୁ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ…

ରାସ୍ତାକଡ଼ରେ ଗାଡ଼ି ରଖିବା ନେଇ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନ ତଥା ରାସ୍ତାକଡରେ ବେପରୁଆ ଭାବେ ରଖାଯାଉଥିବା ଗାଡିଗୁଡିକୁ ହଟାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ଯେ କଳ୍ପନା ଛକ…

ସୋୟାବିନ୍ ବି ଭେଜାଲ: କଟକ ଜଗତପୁର ଶିଳ୍ପାଞ୍ଚଳରେ ରେଡ୍, ୨ ଅଟକ

କଟକ: ଜଗତପୁର ଶିଳ୍ପାଞ୍ଚଳରେ ନକଲି ସୋୟା ବଡି ଫ୍ୟାକ୍ଟ୍ରିରେ ରେଡ୍ । ଜଗତପୁର ଥାନା ଓ ମାଲଗୋଦାମ ଥାନା ପକ୍ଷରୁ ମିଳିତ ଭାବେ ରେଡ୍ କରାଯାଇଛି । ଜଗତପୁରରେ ମେହେକ ନାମକ କମ୍ପାନୀ ଦୀର୍ଘ ଦିନ ଧରି ନକଲି ସୋୟାବିନ୍ ତିଆରି କରୁଥିବା ପୋଲିସ ଖବର ପାଇଥିଲା । ଏହା ପରେ ଫ୍ୟାକ୍ଟ୍ରିରେ ଚଢାଉ…

ବିଜେପିରେ ମିଶିଲେ ଶୁଭେନ୍ଦୁ: ୧୧ ବିଧାୟକ ଦଳ ଛାଡିଲେ, ଶାହ କହିଲେ ଦିଦି ଏକୁଟିଆ ହେଇଯିବେ

କୋଲକାତା: ତୃଣମୂଳ କଂଗ୍ରେସର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଦଳ ଛାଡି ବିଜେପିରେ ମିଶିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରେ ଶୁଭେନ୍ଦୁଙ୍କ ସହ ତୃଣମୂଳ କଂଗ୍ରେସର ୬, କଂଗ୍ରେସ ୧, ସିପିଆଇର ୧, ସିପିଏମର ୨ ସମେତ ୧୧ ବିଧାୟକ ବିଜେପିରେ ମିଶିଥିଲେ । ମମତା ବାନାର୍ଜୀ ଏହା ଏକ…

ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ମନୋନୀତ

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି। ଏନେଇ କେନ୍ଦ୍ର…

କେଉଁଠୁ ଆସିଛି ‘କରୋନା’? ଜାଣିବା ପାଇଁ ଆସନ୍ତା ମାସ‌ରେ ଚୀନ୍‌ ଗସ୍ତ କରିବେ ବିଶେଷଜ୍ଞ ଦଳ;…

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଜରୁରୀକାଳୀନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମୁଖ୍ୟ କହିଛନ୍ତି ଯେ କରୋନା ମହାମାରୀର ଆରମ୍ଭ ଜାଣିବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଏକ ଦଳ ଚୀନ୍ ଗସ୍ତ କରିବେ। ଡିସେମ୍ବର ୨୦୧୯ ରେ ଉହାନ ସହରରେ ପ୍ରଥମେ କରୋନା ମାମଲା…

ଦିବାରାତ୍ର ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ଆଡିଲେଡ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ୮ ଉଇକେଟରେ ଶୋଚନୀୟ ପରାଜୟବରଣ କରିଛି । ଏଥିସହ ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଘରୋଇ ଦଳ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଦତ ୯୦ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨ ଉଇକେଟରେ ହାସଲ କରି…

ହାସ୍ୟ ଅଭିନେତା ବିଶ୍ୱ କଲ୍ୟାଣଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ସୁଲଗ୍ନା

ନୂଆଦିଲ୍ଲୀ: ଫିଲ୍ମ 'ମର୍ଡର ୨'ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଲୋକପ୍ରିୟ ୟୁଟ୍ୟୁବର୍ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏଥିରେ ଦୁହେଁ ବହୁତ ଖୁସି ଥିବା ଜଣାପଡ଼ିଛି। ସେ 'ଅମ୍ବର…

[ଭିଡ଼ିଓ] ବିଚ୍ ରାସ୍ତାରେ ଆତଙ୍କ ଖେଳାଇଲେ AIMM ନେତା

ତେଲେଙ୍ଗାନା: ସୋସିଆଲ ମିଡିଆରେ ଅଲ୍ ଇଣ୍ଡିିଆ ମଜଲିସ୍ –ଏ- ଇତିହାଦୁଲ୍‌- ମୁସଲିମିନ୍ (AIMM) ନେତାଙ୍କୁ ନେଇ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଛି । ବିଚ୍ ରାସ୍ତାରେ ଏହି ନେତା ଜଣକ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳିମାଡ କରିବା ସହ ଛୁରାଘାତ ବି କରିଥିଲେ । ଶୁକ୍ରବାର ଏହି ଘଟଣାଟି…

ଅମିତ ଶାହାଙ୍କ ବଙ୍ଗଳା ମିଶନ; କୃଷକ ପରିବାର ସହିତ ଖୀରି ଖାଇଲେ ଆଉ ଫଟୋ ବି ଉଠାଇଲେ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା ମେଦିନାପୁରର ଜଣେ କୃଷକ ସନାତନ ସିଂଙ୍କ ଘରେ ଭୋଜନ ଗ୍ରହଣ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ବଙ୍ଗଳା ବିଜେପି ସଭାପତି ଦିଲୀଶ ଘୋଷ, କୈଲାଶ ବିଜୟଭର୍ଗିଆ ସନାତନ ସିଂଙ୍କ ଘରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିଥିଲେ। ଅମିତ ଶାହାଙ୍କୁ କୃଷକ ସନାତନ…