Latest Odisha News

BREAKING NEWS

କରୋନା ଦ୍ୱିତୀୟ ତରଙ୍ଗରେ ପ୍ରାଣ ହରାଇଛନ୍ତି ୩୧ ପୋଲିସ କର୍ମଚାରୀ

ଚେନ୍ନାଇ: ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ମେଡିକାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ କରୋନା ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୩୧ ଜଣ ପୋଲିସ୍‌ କର୍ମଚାରୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଏପ୍ରିଲ ୧୩ ରୁ ମେ ୧୪ ମଧ୍ୟରେ ୩୧ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ତାମିଲନାଡୁ…

ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଗଲା ଏପିଡୋମିଲୋଜି ଟିମ୍

ଭୁବନେଶ୍ୱର: ରାଜ୍ୟରୁ ଚିହ୍ନଟ ହୋଇଛି ଗୋଟିଏ ଡେଲଟା ପ୍ଲସ କେସ୍ । ଦେବଗଡ଼ରୁ ଚିହ୍ନଟ ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଡି ଟିମ୍ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ସହ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ…

‘ମା ତୁଝେ ସଲାମ’ ଲାଗି ବ୍ଲକ୍ ହୋଇଥିଲା ଆଇଟି ମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଟ୍ବିଟର ପକ୍ଷରୁ କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବନ୍ଦ…

ଆକ୍ରାନ୍ତଙ୍କ ତୁଳନାରେ ବଢୁଛି ଦୈନିକ ସୁସ୍ଥତା ସଂଖ୍ୟା, ଆଜି ୬୪ ହଜାର ସୁସ୍ଥ

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବା ବେଳେ ସୁସ୍ଥତା ମାମଲା ବଢ଼ିବାରେ ଲାଗିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୮,୬୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ…

ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ନିଯୁକ୍ତି ଦେବ ଇଏସ୍‌ଏ

ନୂଆଦିଲ୍ଲୀ: ୟୁରୋପୀୟ ସ୍ପେସ୍ ଏଜେନ୍ସି ବିଶ୍ବର ପ୍ରଥମ ଦିବ୍ୟାଙ୍ଗ ମହାକାଶଚାରୀଙ୍କୁ ନିଯୁକ୍ତି ଦେବା ସହ ଉତ୍‌କ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି। ଅନେକ ଦିବ୍ୟାଙ୍ଗ ମହାକାଶଚାରୀ ଏହି ପୋଷ୍ଟ ପାଇଁ ଆବେଦନ କରିସାରିଛନ୍ତି। ଏ ନେଇ ଇଏସ୍‌ଏ ମୁଖ୍ୟ ଜୋସେଫ ଆସ୍କବାଚର୍ ସୂଚନା ପ୍ରଦାନ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଜେରା କରିବ ଇଡି, ହାଜର ହେବାକୁ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡୁଆ ବଢ଼ିଛି । ଶହେ କୋଟି ଟଙ୍କା ବଟି ଆଦାୟ ମାମଲାରେ ତାଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ନୋଟିସ୍ ଜାରି ହୋଇଛି । ଆଜି ୧୧ଟା ସୁଦ୍ଧା ମୁମ୍ୱାଇ ସ୍ଥିତ ଅଫିସରେ ହାଜର ହେବାକୁ ଅନୀଲ ଦେଶମୁଖଙ୍କୁ…

ଦେଶର ସବୁଠାରୁ ସ୍ମାର୍ଟ ସହର ହେଉଛି ଇନ୍ଦୋର ଓ ସୁରଟ

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ସ୍ମାର୍ଟ ସିଟି ଆୱାର୍ଡ ୨୦୨୦ ଘୋଷଣା କରାଯାଇଛି। ଏଥିରେ ମଧ୍ୟପ୍ରଦେଶର ଇନ୍ଦୋର ଏବଂ ଗୁଜରାଟର ସୁରଟକୁ ମିଳିତ ଭାବେ ଐତିହାସିକ ବିକାଶ ପାଇଁ ପୁରସ୍କୃତ କରାଯାଇଛି। ସ୍ମାର୍ଟ ସହରଗୁଡିକର ସାମଗ୍ରିକ ପ୍ରଦର୍ଶନ ପାଇଁ ରାଜ୍ୟଗୁଡିକୁ ମଧ୍ୟ ପୁରସ୍କୃତ…

ସେକେଣ୍ଡ ଓ୍ୱେଭ ଭଳି ମାରାତ୍ମକ ହେବନି କରୋନାର ତୃତୀୟ ଲହର

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ ଦେଶରେ ସୁନାମୀ ଆଣିଥିଲା । ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତର ଛୁଇଁଥିଲା । ଦିନକରେ ୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ । ଆଗକୁ ତୃତୀୟ ଲହର ନେଇ ବିଶେଷଜ୍ଞ ଆକଳନ କରି ସାରିଛନ୍ତି । ଏମିତି ବି ଡେଲଟା ପ୍ଲସ ଭାରିଆଣ୍ଟ ଦେଶରେ ନୂଆ ଟେନସନ୍ ହୋଇଛି ।…

ଗର୍ଭବତୀ ମହିଳା ମାନେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: କରୋନା ବିରୋଧରେ ଲଢେଇ ଲାଗି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ପାଲଟିଛି। ପିଲାମାନଙ୍କ କ୍ଷେତ୍ରରେ ଟିକା ଟ୍ରାଏଲ୍ ଚାଲିଥିବା ବେଳେ ଗର୍ଭବତୀ ମହିଳାମାନେ ଟୀକାକରଣରୁ ବାଦ୍ ପଡ଼ିଥିଲେ। https://twitter.com/ANI/status/1408386431081324552?s=19 ତେବେ ଗର୍ଭବତୀ…

ଆଜି ରାଜ୍ୟରୁ କରୋନାରେ ୪୭ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୯

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । କିନ୍ତୁ ମୃତ୍ୟୁସଂଖ୍ୟା ନିୟନ୍ତ୍ରଣକୁ ଆସୁନି । ଦୈନିକ ୪୦ରୁ ୫୦ ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ୨୪ ଘଣ୍ଟାରେ ଆଉ ୪୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ୧୭ ଜିଲ୍ଲାରୁ କରୋନା ନେଇଛି ଜୀବନ । ଖୋର୍ଦ୍ଧା…