ସେନା ସିଲାବସରେ ସାମିଲ ହେବ ଭଗବଦ ଗୀତା, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର !
ନୂଆଦିଲ୍ଲୀ: ଭାରତର ତିନି ସେନାରେ ଭଗବଦ ଗୀତା ଏବଂ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ସାମିଲ କରାଯିବ । କଲେଜ ଅଫ ଡିଫେନ୍ସ ମ୍ୟାନେଜମେଂଟ ଏହି ପ୍ରସ୍ତାବ ଦେଇଛି । ଏହି ପ୍ରାଚୀନ ଗ୍ରନ୍ଥରୁ ରଣନୀତି ଏବଂ ନେତୃତ୍ୱ ସମ୍ପର୍କରେ ଅନେକ କିଛି ଶିକ୍ଷାଲାଭ କରିହେବ ବୋଲି ଆଶା କରାଯାଉଛି । ସିକନ୍ଦରବାଦରେ…