Latest Odisha News

BREAKING NEWS

ଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍‌ କଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ଆଜି ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଥିଲା। ମନ୍ତ୍ରୀଙ୍କ ଭାରତୀୟ ଟ୍ୱିଟର ବିକଳ୍ପ କୁ ଆପ୍‌ରେ ଏକ ପୋଷ୍ଟ ଅନୁଯାୟୀ କମ୍ପାନୀ ପ୍ରାୟ ଏକ ଘଣ୍ଟା ପାଇଁ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲା। କିନ୍ତୁ ପରେ ଏହାକୁ ପୁଣି ଥରେ…

୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର : ୨୦୨୩ ସୁଦ୍ଧା ବସ୍ତି ମୁକ୍ତ ହେବ ଓଡ଼ିଶା । ରାଜ୍ୟରେ ୨ ହଜାର ୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ ସରକାରୀ ପଟ୍ଟା । ଅନ୍ୟ ଜନବସତି ଅଞ୍ଚଳ ସହ ବସ୍ତି ଅଞ୍ଚଳରେ ବି ସାମଗ୍ରିକ ବିକାଶ କରାଯିବ । ଏ ନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।…

ଜାଭେଦ୍‌ ଅଖତରଙ୍କ ମାନହାନି ମାମଲା ଶୁଣାଣିରେ ହାଜର ହେଲେନି କଙ୍ଗନା

ନୂଆଦିଲ୍ଲୀ: ଜାଭେଦ ଅଖତରଙ୍କ ଦ୍ବାରା କରାଯାଇଥିବା ମାନହାନି ମକଦ୍ଦମାରେ ହାଜର ଉପସ୍ଥିତ ରହିବାକୁ ମନା କରିନେଲେ କଙ୍ଗନା। କୋର୍ଟରେ ଶୁଣାଣି ବେଳେ କଙ୍ଗନା ବ୍ୟକ୍ତିଗତ ଭାବେ ଏକ ଆବେଦନ କରିଥିଲେ। ଏହି ଆବେଦନରେ ଦର୍ଶାଯାଇଛି ଯେ ବ୍ୟସ୍ତତା ଯୋଗୁ କଙ୍ଗନା ଏହି ଶୁଣାଣିରେ ହାଜର…

ପ୍ରଥମ କରୋନା ମାମଲା ଡିସେମ୍ବର ନୁହେଁ ଅକ୍ଟୋବର ୨୦୧୯ରେ ଚିହ୍ନଟ ହୋଇଥିଲା; ରିପୋର୍ଟ

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଚୀନ୍‌ର ଉହାନ ସହରରୁ ସାରା ବିଶ୍ବକୁ ବ୍ୟାପିଥିବା ମାରାତ୍ମକ କରୋନା ଭୂତାଣୁ ଏବେ ଥମିବାର ନାଁ ନେଉନାହିଁ। ରଙ୍ଗ ବଦଳେଇ ଚାଲିଛି ମାରାତ୍ମକ ଭୂତାଣୁ। ଏକ ନୂତନ ଅଧ୍ୟୟନ ଅନୁଯାୟୀ କୋଭିଡ୍-୧୯ ସୃଷ୍ଟି କରୁଥିବା ଭୂତାଣୁ ଡିସେମ୍ବର ନୁହେଁ ବରଂ ଅକ୍ଟୋବର ୨୦୧୯‌ରୁ…

ବଲିଉଡ୍‌ରେ ୨୯ ବର୍ଷ ପୂରଣ କଲେ ଶାହାରୁଖ

ନୂଆଦିଲ୍ଲୀ: ଟ୍ବିଟର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି କିଙ୍ଗ୍‌ ଖାନ। କାରଣ ବଲିଉଡ୍‌ରେ ଶାହାରୁଖ ୨୯ ବର୍ଷ ପୂରଣ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଭାରତୀୟ ସିନେମାରେ ଦୁଇ ଦଶନ୍ଧି ବେଶ୍‌ ସଫଳତା ହାସଲ କରିଛନ୍ତି। ଏବେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଶାହାରୁଖ୍‌। ଏ ନେଇ…

ମହଙ୍ଗା ପଡିଲା ବିଦ୍ୟୁତ ଚୋରି, ଜଣେ ମୃତ ୨ ଗୁରୁତର

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗାଁରେ ସାମ୍ନାକୁ ଆସିଛି ଅଭାବନୀୟ ଖବର । ବେଆଇନ ବିଦ୍ୟୁତ ସଂଯୋଗ କରିବା ଗୋଟିଏ ପରିବାରକୁ ଖୁବ ମହଙ୍ଗା ପଡିଛି । ବିଦ୍ୟୁତ ସଂସ୍ପର୍ଶରେ ଜଣ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ମିଳିଥିବା…

ରିଲାଏନ୍ସ ରିଟେଲ୍ ର ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି  କରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ  । ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ…

ଘର ଭିତରୁ ଗୋଧି ଉଦ୍ଧାର

ଭୁବନେଶ୍ୱର: ଘର ଭିତରୁ ଗୋଧି ଉଦ୍ଧାର । ପୁରୁଣା ଭୁବନେଶ୍ୱରରେ ଲିଙ୍ଗରାଜ ହାଟ ପଛପଟେ ଏକ ଭଡ଼ା ଘରୁ ଉଦ୍ଧାର ହୋଇଛି ଏହି ଗୋଧି । ସେଠାରେ ରହୁଥିବା ପବିତ୍ର ବେହେରାଙ୍କ ଘରେ ଦୁଇଦିନ ହେଲା ଗୋଧିଟି ଶୌଚାଳୟ ଭିତରେ ପଶିଯାଇଥିଲା । ଗୋଧି ଟିକୁ ଭଗେଇବା ପାଇଁ ଵ୍ଲିଚିଂ ପାଉଡର ପକେଇ ପାଣି…

ବନ୍ଦ ହେଲା ଭୁବନେଶ୍ୱରର ଏକ ନମ୍ବର ହାଟ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଆଜି ବିଏମସି ପକ୍ଷରୁ ଆଜି ୧ ନମ୍ବର ହାଟକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ…

ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ ଦେଶର ପ୍ରଥମ ସ୍ୱଦେଶୀ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ ; ରାଜନାଥ ସିଂ

କୋଚି: ଆସନ୍ତା ବର୍ଷ ଭାରତର ପ୍ରଥମ ସ୍ୱଦେଶୀ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ 'ଆଇଏନ୍ଏସ୍ ବିକ୍ରାନ୍ତ' କାର୍ଯ୍ୟକ୍ଷମ ହେବ। ଏ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋଚିରେ କହିଛନ୍ତି। ସ୍ୱଦେଶୀ ବିମାନ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ 'ଆଇଏନ୍ଏସ୍ ବିକ୍ରାନ୍ତ'ର ନିର୍ମାଣର ଅଗ୍ରଗତି…