Latest Odisha News

BREAKING NEWS

ପାକିସ୍ତାନ ଏବଂ ଚୀନ୍‌କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଚେତାବନୀ; ଦେଶର ଆତ୍ମ ସମ୍ମାନ ଉପରେ ଆମେ କୌଣସି ପ୍ରକାରର…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ହାଇଦ୍ରାବାଦର ବାୟୁସେନା ଏକାଡେମୀରେ ମିଳିତ ସ୍ନାତକୋତ୍ତର ପରେଡ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ବର୍ତ୍ତମାନ କେବଳ ଦେଶ ଭିତରେ ନୁହେଁ ସୀମାରେ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ଜବାବ ଦେଉଛି। ସେ…

ରିୟଲ ନୁହେଁ ରିଲ୍‌ରେ ଗର୍ଭବତୀ ନେହା କକ୍କର !

ମୁମ୍ବାଇ: ବିବାହ କରିବାର ଦୁଇମାସ ପରେ ଗର୍ଭବତୀ ଅଛନ୍ତି ନେହା କକ୍କର । ଏହି ଖବର କାଲିଠୁ ଆଜି ଯାଏଁ ପ୍ରାୟ ସମସ୍ତ ଖବର କାଗଜ, ଟିଭି ଚ୍ୟାନେଲ ଓ ଡିଜିଟାଲ ପ୍ଲାଟଫର୍ମରେ ଚହଳ ଖେଳାଇଥିଲା । ଏପରିକି ସୋସିଆଲ୍ ମିଡିଆରେ ବି କିଛି ଲୋକ ନେହା ଓ ରୋହନପ୍ରୀତଙ୍କୁ ବଧେଇ ଜଣାଇଥିଲାବେଳେ ଅନେକ…

ୱେବ୍‌ ସିରିଜ୍‌ ‘ମହାରାଣୀ’ରେ ଲାଲୁ ଯାଦବଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ‘ତୁମ୍ବାଡ୍‌’…

ନୂଆଦିଲ୍ଲୀ: 'ତୁମ୍ବାଡ୍‌' ଅଭିନେତା ସୋହମ୍ ଶାହା ଖୁବ୍ ଶୀଘ୍ର ଏକ ନୂଆ ଅବତାରରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। ଏହି ନୂତନ ଅବତାରରେ ସୋହମ୍‌ଙ୍କୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁଯାୟୀ ଲାହୁ ଯାଦବଙ୍କ ଜୀବନୀ ଉପରେ…

ଗୁଗଲ୍ ପେ କି ଫୋନ୍ ପେ ନୁହେଁ, ଡାଇରେକ୍ଟ ପକେଟ୍ ପେ

ମୁମ୍ବାଇ: ଲାଂଚ ! ଏମିତି ଏକ ଶବ୍ଦ ଯାହା ପୁରାଣରୁ ଆଧୁନିକ ଯୁଗରେ ବି ନିଜ ଅସ୍ତିତ୍ୱ ବଜାୟ ରଖିଛି । ସରକାରୀ ବାବୁ ହୁଅନ୍ତୁ କି ବେସରକାରୀ ଅଫିସର । ସବୁଠି ଚାଲେ ଲାଂଚ ଦିଆନିଆ । ଏହି ସାମାଜିକ ବ୍ୟାଧିକୁ ରୋକିବା ଏତେଟା ସହଜ ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି…

ଏଣିକି ପେଟିଏମ୍‌ରୁ ଏଲ୍‌ପିଜି ସିଲିଣ୍ଡର୍‌ ବୁକ୍‌ କଲେ ପାଇପାରିବେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ପେଟିଏମ୍ ରୁ ଆପଣଙ୍କର ଏଲ୍‌ପିଜି ସିଲିଣ୍ଡର ବୁକ୍ କରି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ପେଟିଏମ୍ ଗ୍ରାହକଙ୍କୁ ଏହାର ଆପରୁ ଏଲପିଜି ସିଲିଣ୍ଡର ବୁକିଂ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛି। ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ…

କେବଳ ଆତ୍ମନିର୍ଭରଶୀଳ ଭାରତ ନୁହେଁ ବରଂ, ଏହି ଲକ୍ଷ୍ୟକୁ କେତେ ଶୀଘ୍ର ହାସଲ କରିବା ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ;…

ନୂଆଦିଲ୍ଲୀ: ASSOCHAM ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ନିଜର ଶକ୍ତି ଉପରେ ନିର୍ଭର କରି ଆତ୍ମନିର୍ଭରଶୀଳ ଭାରତକୁ ଅଗ୍ରଗତି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସମୟରେ ମଧ୍ୟ ଭାରତରେ ରେକର୍ଡ ଏଫଡିଆଇ ଆସିଛି। ଏହି ଲକ୍ଷ୍ୟ…

ବିଜେପିର ମିଶନ ପଶ୍ଚିମବଙ୍ଗ: ମେଦିନାପୁରରେ ଆଜି ଅମିତ ଶାହଙ୍କ ସମାବେଶ

କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତାପୂର୍ବରୁ ଆରମ୍ଭ ହେଲାଣି ସମରସଜା । ବିଜେପି ଆରମ୍ଭ କରିଛି ମିଶନ ପଶ୍ଚିମବଙ୍ଗ । ନିକଟରେ ବିଜେପ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଦୁଇ ଦିନିଆ ଗସ୍ତରେ ଯାଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଥିଲେ । ଆଜି ପହଞ୍ଚିଛନ୍ତି…

ଭାଇରାଲ୍‌ ହେଉଛି ରେମୋଙ୍କ ସ୍ଲୋ ମୋସନ୍‌ ଭିଡିଓ; ହସ୍ପିଟାଲ‌ରୁ ଡିସ‌ଚାର୍ଜ ପରେ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ…

ନୂଆଦିଲ୍ଲୀ: ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ହୃଦଘାତର ଶିକାର ହେବା ପରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ…

ଭିଜିଲାନ୍ସ ଜାଲରେ ବାଣୀ ବିହାର DDCEର ବରିଷ୍ଠ କିରାଣି, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣୀ ବିହାର ଡିଡିସିଇର ବରିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ତାଙ୍କ ନାଁ ଅଶୋକ କୁମାର ମିଶ୍ର । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି । ଭୁବନେଶ୍ୱର…

ଚର୍ଚ୍ଚାରେ ଉର୍ବଶୀଙ୍କ ଶାଢୀ; ଶାଢୀର ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ମୁମ୍ବାଇ: ଅଭିନୟଠୁ ନେଇ ନିଜର ସୁନ୍ଦରତାକୁ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରାଉ‌େତଲା। ନିଜ ଷ୍ଟାଇଲିଷ୍ଟ୍‌ ପୋଷାକ ପିନ୍ଧିବା ଶୈଳୀକୁ ନେଇ ମଧ୍ୟ ଉର୍ବଶୀ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଉର୍ବଶୀ ଚଣ୍ଡିଗଡ଼ରେ ନିର୍ମାତା ରଣଜା…