Latest Odisha News

BREAKING NEWS

ପାରାଲିମ୍ପିକ୍ସ ଭାରତକୁ ଆଉ ଗୋଟିଏ ପଦକ: ହାଇ ଜମ୍ପରେ ରୌପ୍ୟ ଆଣିଲେ ପ୍ରବୀଣ କୁମାର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଖାତାରେ ଆଉ ଗୋଟିଏ ପଦକ । ପୁରୁଷ ହାଇଜମ୍ପ F୬୪ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ୧୮ ବର୍ଷୀୟ ପ୍ରବୀଣ ୨.୦୭ ମିଟର ଡେଇଁଥିଲେ । ଏଥିସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି…

‘ମୋ ବସ୍’ର ୨ଟି ଅତ୍ୟାଧୁନିକ ଡିପୋର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ‘ମୋ ବସ୍’ର ଦୁଇଟି ଡିପୋକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଭୁବନେଶ୍ୱର ପଟିଆ ଓ ଅନ୍ୟଟି ଭଗବାନପୁରରେ ରହିଛି । ସନ୍ଧ୍ୟା ୫ଟାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ରହିଛି । ‘ମୋ ବସ୍’ ପାଇଁ କରାଯାଇଥିବା ଦୁଇଟି ଅତ୍ୟାଧୁନିକ ଡିପୋ ମଧ୍ୟରେ ବସ୍…

ଜାତୀୟ ରାଜପଥ କଡ଼ରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁର୍ଘଟଣା ନା ହତ୍ୟା ?

ଯାଜପୁର: ଜାତୀୟ ରାଜପଥ କଡ଼ରୁ ୨ ଜଣଙ୍କର ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥ କଡ଼ରୁ ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହା ଦୁର୍ଘଟଣା ନା ହତ୍ୟା ଏଯାଏ ସ୍ପଷ୍ଟ ହୋଇନି । ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଥିବା…

ଜେଲରେ ରାତି କାଟିଲେ ଗୁରୁଜୀ ମାନସ ଦାସ ଓ ପୁଅ, ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ୱର: ଜେଲ ଯାଇଛନ୍ତି ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ । ଖୋର୍ଦ୍ଧା ଜେଲରେ ବାପା-ପୁଅ ପ୍ରଥମ ରାତି କାଟିଛନ୍ତି । ଗତକାଲି ସେମାନଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ସେମାନଙ୍କ ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଇ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩-୯-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୩ ରିଖ ଶୁକ୍ରବାର ସିଂହ ୧୮ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର -ବିଛା, ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ…

ଚିତ୍ର ଜଗତର ଏକ ନୂତନ ସମ୍ଭାବନା : ଯୁବଶିଳ୍ପୀ ରାକେଶ ପାତ୍ର

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ନିକଟରେ ମହମରେ କ୍ଷୁଦ୍ରତମ ବୁଦ୍ଧ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଯାଜପୁର ବ୍ଲକ ନାଥ ସାହିର ଯୁବଶିଳ୍ପୀ ରାକେଶ କୁମାର ପାତ୍ର । ନିଜର ଭିନ୍ନ ଚିନ୍ତା ଧାରା ଓ ତାଙ୍କ ଭିତରେ ଥିବା ଜନ୍ମଗତ କଳା ତାଙ୍କୁ…

ଲାଳୟେତ ପଞ୍ଚ ବର୍ଷାଣି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ପୁରୁଣା ଆଲବମ ଓଲଟଉ ଓଲଟଉ ଚାରି ଭଉଣୀଙ୍କ ପିଲାଦିନର କଳାଧଳା ଗୋଟିଏ ଫଟୋ ଦେଖି ଫେସବୁକରେ ଛାଡି ଦେଇଥିଲି । ତାକୁ ଦେଖି ଜଣେ ବନ୍ଧୁ ଫଟୋର କାଳ ଓ ସ୍ଥାନ ବିଷୟରେ କିଛି ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତେ , ଅତୀତ ରୋମନ୍ଥନ କରୁ କରୁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨୫ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨୫ ବିକାଶ,  ପାଠ ପଢିବାକୁ  ବସ, କେହି କହୁନଥିଲେ ଆଉ। ସ୍ବର , ଶବ୍ଦ  ହଜିଯାଇଥିଲା  ଆମଘରୁ । ଖେଳିବାକୁ  ମନ ମୋ'ର ନଥିଲା। କାଦୁଅ ମେଞ୍ଚାଭଳି ଜୀବନଟା ପଡିରହିଥିଲା। ଦିଦି ସର୍ବସ୍ଵ ପୃଥିବୀରେ ଆଉ କାହାରି ପ୍ରବେଶ…

ପୂର୍ବତଟ ରେଳବାଇର ବରିଷ୍ଠ କ୍ରୀଡ଼ା ଅଧିକାରୀ ହେଲେ ଅମିତ ରୋହିଦାସ

ଭୁବନେଶ୍ବର : ପୂର୍ବତଟ ରେଳପଥର ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବେ ଯୋଗ ଦେଲେ ଓଡ଼ିଆ ଅଲମ୍ପିଆନ ହକି ଖେଳାଳି ଅମିତ ରୋହିଦାସ । ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରି କାଂସ୍ୟ ପଦକ ଜିତିଛି ଭାରତୀୟ ଜାତୀୟ ପୁରୁଷ ହକି ଦଳ । ଏହି ଅଭିଯାନରେ ଭାରତୀୟ ଦଳର ଡିଫେଣ୍ଡର ଅମିତ ରୋହିଦାସ…

ଆଧୁନିକ ଏଲ.ଏଚ.ବି. କୋଚ ସହିତ ଚଳାଚଳ କରିବ ଭୁବନେଶ୍ବର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ

ଭୁବନେଶ୍ବର : ଯାତ୍ରୀମାନଙ୍କୁ ଉତ୍ତମ ଓ ଆରାମ ଦାୟକ ଏବଂ ଜର୍କ ମୁକ୍ତ ଯାତ୍ରା ଯୋଗାଇବା ପାଇଁ ପୂର୍ବତଟ ରେଳପଥର ନୂଆ ନିଷ୍ପତ୍ତି । ଚଳିତ ମାସରୁ ଆଧୁନିକ ଲିଙ୍କେ-ହୋଫମାନ-ବୁଶ କୋଚ ସହିତ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଚଳାଚଳ କରାଇବାକୁ ନିଷ୍ପତ୍ତି ହୋଇଛି ।…