Latest Odisha News

BREAKING NEWS

ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା

ବଲାଙ୍ଗୀର : ବଲାଙ୍ଗୀର ସହର ମଧ୍ୟରେ ଶ୍ରୀ ଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ବଢ଼ି ଭୋରରୁ ଶ୍ରୀ ଜୀଉଙ୍କ ନୀତି ନିଘଣ୍ଟ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଯେଉଁଥିରେ କରୋନା କଟକଣା ସହ ଦେବସ୍ନାନ ପୂଜାର୍ଚ୍ଚନା ଜାରି ରହିଛି । ତେବେ ସହର ମଧ୍ୟରେ ଥିବା ଜଗନ୍ନାଥ ପଡ଼ା ଜଗନ୍ନାଥ ମନ୍ଦିର,…

ଓମଫେଡ୍ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା

ଗୋଖାଦ୍ୟ ବାବଦକୁ ସର୍ବାଧିକ ୬ ହଜାର ଉପକୃତ ହେବେ ୧.୨ଲକ୍ଷ ଦୁଗ୍ଦ ଚାଷୀ ଭୁବନେଶ୍ଵର: ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ପାଇଁ ଚାଷୀମାନଙ୍କ ରୋଜଗାର କମିଥିବା ବେଳେ ଗାଈଗୋରୁଙ୍କ ଖାଦ୍ୟ ପାଇଁ…

ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

କେନ୍ଦ୍ରାପଡା : କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ସାନ ଭାଈ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ସ୍ନାନ ବେଦୀରେ ବିରାଜିଛନ୍ତି ତୁଳସୀକ୍ଷେତ୍ରର କ୍ଷେତ୍ରଧିପତି ସିଦ୍ଧ ବଳଦେବ ଜୀଉ । ସମସ୍ତ କଟକଣା ଅନୁଯାୟୀ ସ୍ୱତନ୍ତ୍ର…

ସ୍ନାନ ମଣ୍ଡପରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କର ଗଜାନନ ବେଶ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳ ଲାଗି ପରେ ଦୁର୍ଲଭ ଗଜାନନ ବା ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ କଲ ଗାର୍ଲକୁ ଦେଲେ ୧୮ ଲକ୍ଷ

ୱାଶିଂଟନ:ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଂଟର ବାଇଡେନଙ୍କ ଏକ କାରନାମା ବାପାଙ୍କଚୁ ବଦନାମ କରିଛି । ରିପୋର୍ଟ ମୁତାବକ ୨୦୧୮ରେ ଜଣେ କଲଗାର୍ଲକୁ ରାତି ବିତାଇବା ପାଇଁ ବାପାଙ୍କ ଆକାଂଉଟରୁ ୧୮ ଲକ୍ଷ ଟଙ୍କା ଦେଇଥିଲେ । ହଂଟରଙ୍କ ଲାପଟପରୁ ଏ ନେଇ ତଥ୍ୟ ମିଳିଛି । ସେ ଲାପଟପ…

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ରେଜଲ୍ଟ ପ୍ରକାଶ କର, ସବୁ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ କର । ସବୁ ରାଜ୍ୟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟ ଏବର୍ଷ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ କରିଛନ୍ତି । ସେବୁ ରାଜ୍ୟର ବୋର୍ଡକୁ ଜୁଲାଇ ୩୧ ସୁଦ୍ଧା…

ନକଲି ଔଷଧ ମାମଲାର କିଙ୍ଗପିନ୍ ଶିବ ଜେନା ଗିରଫ

କଟକ: ନକଲି ମେଡିସିନ୍ କାରବାର ମାମଲାର ମାଷ୍ଟରମାଇଣ୍ଡ ଗିରଫ । ମୁଖ୍ୟ ଅଭିଯୁକ୍ତ ଶିବ ଜେନାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏଶଟିଏଫ୍ । ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନା । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ଶିବଙ୍କ ପତ୍ନୀ ସମେତ ୩…

ଏକା ସାଙ୍ଗରେ ୧୦ଛୁଆ ଜନ୍ମ କରିଥିବା ମହିଳାଙ୍କ ଦାବୀ ମିଥ୍ୟ ପ୍ରମାଣିତ, ଅଧିକାରୀଙ୍କୁ କୌଣସି ପ୍ରମାଣ ମିଳୁନି !

କେପଟାଉନ: ଏକାଥରକେ ୧୦ ଛୁଆ ଜନ୍ମ କରିଥିବା ଗୋସିୟମ ସିଥୋଲଙ୍କ ଦାବୀ ପ୍ରାରମ୍ଭିକ ତଦନ୍ତରେ ମିଥ୍ୟା ପ୍ରମାଣିତ ହୋଇଛି । ସେଠାକାର ଅଧିକାରୀ କରିଥିବା ତଦନ୍ତ ଅନୁସାରେ ଗୌତେମେ ଅଂଚଳର କୌଣସି ଡାକ୍ତରଖାନାରେ ଏ ଭଳି ଶିଶୁ ଜନ୍ମ ହୋଇଥିବା ପ୍ରମାଣ ମିଳି ନାହିଁ । ଏପରିକି ପାଖାପାଖି କୌଣସି…

ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ; କେମିତି ଦ୍ଵାଦଶ ପରୀକ୍ଷା କରିବ କୁହ ?

ଜଣଙ୍କର ବି ପ୍ରାଣହାନୀ ହେଲେ କୋଟିଏ କ୍ଷତିପୂରଣ ନୂଆଦିଲ୍ଲୀ: ସିବିଏସ୍ଇ ଦ୍ଵାଦଶ ପରୀକ୍ଷା ବାତିଲ କରିସାରିବା ପରେ ସମସ୍ତ ରାଜ୍ୟ ମଧ୍ୟ ସେମାନଙ୍କ ବୋର୍ଡ ଦ୍ଵାରା ପରିଚାଳିତ ଦ୍ଵାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ତେବେ ଆନ୍ଧ୍ର ସରକାର ଦ୍ଵାଦଶ ପରୀକ୍ଷା…

ନ୍ୟୁଜିଲାଣ୍ଡ ଚାମ୍ପିୟନ ହେବା ପରେ ଅବସର ନେଲେ ୱାଟଲିଂ

ସାଉଥାମ୍ପଟନ: ଭାରତକୁ ୮ ଉଇକେଟରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଟାଇଟଲ ହାସଲ କରିଛି । ଏହି ଖୁସିର ବାତାବରଣ ମଧ୍ୟରେ ଦଳର ସିନିୟର ଉଇକେଟକିପର ବିଜେ ୱାଟଲିଂ କ୍ରିକେଟକୁ ଅଲବିଦା କହିଛନ୍ତି । କ୍ୟାରିୟରର ଶେଷ ମ୍ୟାଚରେ ସେ ୧ ରନ କରିଥିଲେ । ୱାଟଲିଂ…