କିଟକୁ କ୍ୟୁସିଆଇ-ଡିଏଲ୍ ଶାହ କ୍ୱାଲିଟି ପୁରସ୍କାର ପ୍ରଦାନ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)- ଡିଏଲ୍ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍ ଶାହ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଅନୁଷ୍ଠିତ ୩ୟ ଭର୍ଚୁଆଲ୍ କ୍ବାଲିଟି କନକ୍ଲେଭରେ କିଟ୍…