ବଲିଉଡକୁ ପୁଣି ଏକ ଝଟକା; ନିଜ ଆପାର୍ଟମେଂଟରୁ ମୃତ ଅବସ୍ଥାରେ ମିଳିଲେ ଡର୍ଟି ପିକ୍ଚର୍ସର ଏହି ଅଭିନେତ୍ରୀ
କୋଲକାତା: ଚଳିତ ବର୍ଷ ବଲିଉଡ ପାଇଁ ଏକ କଳା ବର୍ଷ ସବ୍ୟସ୍ତ ହୋଇଛି। ଜଣଙ୍କ ପରେ ଜଣେ ଆଗଧାଡ଼ିର କଳାକାରଙ୍କ ଦେହାନ୍ତର ଖବର ସ୍ତବ୍ଧ କରିଦେଉଛି ବଲିଉଡ଼କୁ।
ବଲିଉଡକୁ ମିଳିଛି ଆଉ ଏକ ଝଟକା। ସୁପରହିଟ୍ ଚଳଚିତ୍ର ଦ ଡର୍ଟି ପିକ୍ଚର୍ସର ଅଭିନେତ୍ରୀ ଆର୍ୟ୍ଯା ବାନାର୍ଜୀଙ୍କ ମୃତଦେହ ଦକ୍ଷିଣ…