Latest Odisha News

BREAKING NEWS

ଅଷ୍ଟ୍ରେଲିଆ; ଏଚ୍ଆଇଭି ଆଣ୍ଟିବଡି ପଜିଟିଭ୍ ଯୋଗୁ ବନ୍ଦ ହେଲା କରୋନା ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ବିକଶିତ କରୋନାଭାଇରସ୍ ଟିକା ଉପରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣକୁ ଅଚାନକ ବନ୍ଦ କରିଦିଆଯାଇଛି। ପ୍ରକୃତରେ, ପରୀକ୍ଷାର ଅଂଶଗ୍ରହଣକାରୀମାନେ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଜାଣିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା। କୁଇନ୍ସଲ୍ୟାଣ୍ଡ…

ପୁଣି ଫେଲ୍ ମାରିଲେ ରିସଭ ପନ୍ତ !

ଭୁବନେଶ୍ୱର: ତାଜା ସ୍ଥିତିରେ ୱିକେଟ୍ କିପର୍ ରିସଭ ପନ୍ତଙ୍କ ଭାଗ୍ୟ ପିଙ୍କ୍ ବଲ୍ ଟେଷ୍ଟ ସିରିଜ ଉପରେ ନିର୍ଭର କରୁଛି । ତେବେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ସେ ସ୍କୋର କରିବାରେ ବିଫଳ ହୋଇଛନ୍ତି । ପୂର୍ବରୁ ରିସଭ ଭାରତର ଦିନିକିଆ ଓ ଟି-୨୦ ଦଳରୁ ବାଦ୍ ପଡିଥିଲେ । ଏବେ ଅଭ୍ୟାସ୍ ମ୍ୟାଚରେ ୧୧ଟି…

ଯଥାଶୀଘ୍ର କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ସରକାରଙ୍କୁ ନିବେଦନ କଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପୂର୍ବରୁ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର ଚାଷୀଙ୍କ ସମର୍ଥନରେ ଟୁଇଟ୍ କରି ଟ୍ରୋଲ୍‌ ହୋଇଥିଲେ ସୁଦ୍ଧା ପୁଣି ଥରେ ସେ ଏବେ କୃଷକଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି। ବଲିଉଡ ଅଭିନେତା ଧର୍ମେନ୍ଦ୍ର ଦେଓଲ ପୁଣି ଥରେ ଚାଷୀଙ୍କ ସମର୍ଥନରେ ଟୁଇଟ୍ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି…

ଆମେରିକାରେ ଆରମ୍ଭ ହେବ ଫାଇଜର୍‌ ଟିକାର ଜରୁରୀକାଳୀନ ବ୍ୟବହାର!

ୱାଶିଂଟନ୍: ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟା ସର୍ବାଧିକ ସ୍ତରରେ ରହିଥିବା ବେଳେ ମୃତ୍ୟୁ ସଂଖା ମଧ୍ୟ ସର୍ବୋଚ୍ଚ ସ୍ତରରେ ରହିଛି। ଆମେରିକାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାର ଜରୁରୀକାଳୀନ ବ୍ୟବହାର ଶୀଘ୍ର ଆରମ୍ଭ କରାଯାଇପାରେ ବୋଲି ସୂଚନା ମିଳିଛି।…

କୃଷି ବିଲ୍‌କୁ ନେଇ ବିଜେପିର ନୂଆ ଯୋଜନା; ଚାଷୀଙ୍କୁ ବୁଝାଇବ କୃଷି ନିୟମ; ଆଗାମୀ ଦିନରେ ହେବ ୭୦୦ ସାମ୍ବାଦିକ…

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ କୃଷି ନିୟମକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ ଶୁକ୍ରବାର ଯାତ୍ରୀଙ୍କ ଯାତାୟାତ ନିମନ୍ତେ ମାର୍ଗଗୁଡିକୁ ସୀମିତ ରଖାଯାଇଥିଲା। ତେବେ ଏହି ପ୍ରଦର୍ଶନ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଲାଗି ରହିଛି। ଆଜି କୃଷକଙ୍କ ଆନ୍ଦୋଳନର…

ଭୁବନେଶ୍ୱର କଳିଙ୍ଗବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ ହୋଇଛି । ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଥିବା ଜଣାପଡିଛି । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟାର୍ଗେଟରେ ଥିବା ଯୁବକ । ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୩ ଜଣ…

କରୋନା ଯୋଗୁ ଏଥର ଦେଶ ଗସ୍ତ ସମ୍ଭବ ନୁହେଁ; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଏବଂ ଉଜବେକିସ୍ତାନର ରାଷ୍ଟ୍ରପତି ଶବକତ ମିର୍ଜିୟୋଏଭଙ୍କ ମଧ୍ୟରେ ଭର୍ଚୁଆଲ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତ ଏବଂ ଉଜବେକିସ୍ତାନ ଏକାଠି ଛିଡା ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।…

ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଉନ୍ମୋଚିତ

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ଏହି ଅବସରରେ ଦର୍ଶକଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍ । ଏହାର ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବମ୍ବେର ପୂର୍ବତନ ପୋଲିସ କମିଶନର ତଥା ବିଜେଡି ନେତା ଅରୂପ…

ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକୀରେ ଜାଣନ୍ତୁ, ତାଙ୍କ ରାଜନୈତିକ ଜୀବନ ସମ୍ପର୍କରେ

ଭୁବନେଶ୍ୱର: ଆଜି ହେଉଛି ଭାରତର ୧୩ ତମ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଜନ୍ମ ଦିନ। ସ୍ବର୍ଗତ ପ୍ରଣବ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାରରେ ସମ୍ଭାଳିଥିଲେ । ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ…

କରୋନା ଲଢେଇରେ କିଙ୍ଗ୍ ଖାନ୍‌ଙ୍କ ଅବଦାନକୁ ପ୍ରଶଂସା; ‌ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର…

ନୂଆଦିଲ୍ଲୀ: କରୋନା କାଳରେ ଅସହାୟଙ୍କୁ ସାହାରା ଯୋଗାଇ ଦେବା ପାଇଁ ଅନେକ ବଲିଉଡ୍‌ ତାରକା ସହଯୋଗର ହାତ ବଢାଇଛନ୍ତି। ପ୍ରବାସୀଙ୍କ ପ୍ରତି ଅଭିନେତା ସୋନୁ ସୁଦଙ୍କ କଥା ତ କାହାକୁ ଅଛପା ନାହିଁ।  ତେବେ ସୋନୁଙ୍କ ଉଦାର ମନୋଭାବ ଅନେକଙ୍କୁ ‌ଅନୁପ୍ରାଣିତ କରିଥିବା ବେଳେ ବଲିଉଡ୍‌ର କିଙ୍ଗ୍‌…