Latest Odisha News

BREAKING NEWS

ଜୋ ବାଇଡେନ୍ ଓ କମଲା ହାରିସ ବର୍ଷ ୨୦୨୦ ପାଇଁ ଟାଇମ୍ସ ମାଗାଜିନର ‘ପର୍ସନ୍ ଅଫ୍ ଦି ଇୟର’

ନ୍ୟୁୟର୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ବଡ଼ ସମ୍ମାନ । ଟାଇମ୍ସ ମାଗାଜିନ୍ ପକ୍ଷରୁ ବର୍ଷ ୨୦୨୦ ପାଇଁ ସେମାନଙ୍କୁ ପର୍ସନ୍ ଅଫ ଦି ଇୟର ଭାବରେ ମନୋନୀତ କରାଯାଇଛି । ଚଳିତବର୍ଷ ନଭେମ୍ବର ୭ ତାରିଖରେ ଆମେରିକାର ରାଷ୍ଟ୍ରପତି…

ସିଘୁଂ ବର୍ଡରରେ କୃଷକଙ୍କ ଆନ୍ଦୋଳନ ମଧ୍ୟର‌େ ୨ ପ‌ୋଲିସ ଅଧିକାରୀ କର‌ୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ନୂତନ କୃଷି ଆଇନ ପ୍ରତ୍ୟାହାର ଜିଦରେ ଅଡିବସିଛନ୍ତି କୃଷକମାନେ। ପଞ୍ଜାବ ସମେତ ଅନେକ ରାଜ୍ୟରୁ ହଜାର ହଜାର କୃଷକ ସିଘୁଂ, ଟିକ୍ରି, ଚିଲା ଏବଂ ଗାଜିପୁର ସୀମାରେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି।…

୫୫ ବର୍ଷ ପରେ ଭାରତରୁ ବାଂଲାଦେଶକୁ ଗଡ଼ିବ ଟ୍ରେନ୍, ୧୭ ତାରିଖରେ ଉଦଘାଟନ କଲେ ମୋଦି-ହସିନା

ନୂଆଦିଲ୍ଲୀ : ଦୀର୍ଘ ୫୫ ବର୍ଷ ଅପେକ୍ଷାର ଅନ୍ତ ହେବ । ଭାରତ-ବାଙ୍ଗଲାଦେଶ ମଧ୍ୟରେ ପୁଣି ଥରେ ଆରମ୍ଭ ହେବ ସୀମା ପାର ରେଳ ସେବା । ଆସନ୍ତା ୧୭ତାରିଖରେ ପଶ୍ଚିମବଙ୍ଗର ହଲଦିବାରୀ ଓ ବାଂଲାଦେଶର ଚିଲହାଟି ମଧ୍ୟରେ ରେଳ ମାର୍ଗର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ…

ମହାକବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ଆଜି ୧୩୮ ତମ ଜୟନ୍ତୀ; ଅନ୍ତର୍ଜାତୀୟ ଭାରତୀ ମହୋତ୍ସବକୁ ସମ୍ବୋଧିତ କରିବେ…

ନୂଆଦିଲ୍ଲୀ: ଆଜି ପ୍ରସିଦ୍ଧ ତାମିଲ୍‌ କବି ତଥା ଲେଖକ ସୁବ୍ରମଣ୍ୟମ ଭାରତୀଙ୍କ ୧୩୮ ତମ ଜନ୍ମ ବାର୍ଷିକୀ। ସ୍ୱାଧୀନତା ଆନ୍ଦୋଳନରେ ମହାକବି ସୁବ୍ରମଣ୍ୟମ ଅଙ୍ଗାଙ୍ଗୀ ଭାବେ ଜଡିତ ଥିଲେ। ତାଙ୍କ ରଚନାରୁ ଅନୁପ୍ରାଣିତ ହୋଇ ଦକ୍ଷିଣ ଭାରତର ବହୁ ସଂଖ୍ୟକ ଲୋକ ଏହି ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ।…

ଚାଷୀଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନିଜ ଜିଦରେ ଅଟଳ ଅଛନ୍ତି କୃଷକ ସଂଗଠନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତଥାପି ସରକାର ବିକଳ୍ପ ରାସ୍ତା ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ଆନ୍ଦୋଳନରୁ ଓହରିବାକୁ ଚାଷୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।…

ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନ ଚଳାଇଥିବା ଆନ୍ଦୋଳ ୧୬ ଦିନରେ ପହଞ୍ଚିଛି । ସରକାର ଦାବି ପୂରଣ ନକରିବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି କୃଷ୍କ ସଂଗଠନ । ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏବେ…

ଦେଶବ୍ୟାପୀ ଚାଲିଛି ଡାକ୍ତରଙ୍କ ର୍ଧମଘଟ; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆୟୁର୍ବେଦ ଛାତ୍ରଛାତ୍ରୀ ମାନଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ଶୁକ୍ରବାର ଦିନ ସାରା ଦେଶରେ ଡାକ୍ତର ମାନ‌େ ଧର୍ମଘଟକୁ ଓହ୍ଲାଇଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ନେତୃତ୍ୱରେ ଏହି ବିରୋଧ ପ୍ରର୍ଦଶନ କରାଯାଉଥିବା ବଳେ‌େ ସମସ୍ତ…

ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ

କେନ୍ଦୁଝର: ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଅନ୍ୟ ଦୁଇ ଜଣେ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ…

ଜଗତସିଂହପୁରରୁ ୪ଲକ୍ଷ ୭୦ହଜାର ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଜଗତସିଂହପୁର: ପୁଣି ବ୍ରାଉନସୁଗର ଜବତ । ଜଗତସିଂହପୁର ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୭୦ହଜାର ଟଙ୍କା ହେବ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ଓ କୁସିଦା ଅଞ୍ଚଳରୁ ରେଡ୍ କରିଥିଲା…

ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କର‌ୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କର‌ୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଦିନକର‌େ ୩୦ ହଜାରରୁ କମ୍ ପଜିଟିଭ ଚିହ୍ନଟ ହ‌ୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଦିନକର‌େ ୨୯ ହଜାର ୩୯୮ କରୋନା ସଂକ୍ରମିତ ଚିହ୍ନଟ ହ‌ୋଇଥିବା ବେଳେ…