Latest Odisha News

BREAKING NEWS

କର‌ୋନା ଟିକା ନ‌େଲ‌େ ପ୍ରଥମ ଓଡିଆ

ଲଣ୍ଡନ: ପ୍ରଥମ ଓଡିଆ ଭାବ‌େ କର‌ୋନା ଟିକା ‌ନ‌େଇଛନ୍ତି ବ୍ରିଟ‌େନରେ ସ୍ବାସ୍ଥ୍ୟର୍କମୀ ଭାବ‌େ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର। ସୂଚନା ଅନୁଯାୟୀ ଗତ ମଙ୍ଗଳ ବାର ଠାରୁ ବ୍ରିଟ‌େନର‌େ ଫାଇଜର ଟିକାକରଣ ଆରମ୍ଭ ହ‌ୋଇଥିବା ବ‌େଳେ ଡ. ଶୈଳେଶ ମିଶ୍ରଙ୍କୁ ଏହି ଟିକା ଦିିଆଯାଇଛି। ଏନେଇ…

ସ୍ଥାନୀୟ ବାସିନ୍ଦାଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ…

ଯୋଡ଼ା: ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୨୦୧୮ ମସିହାରୁ ୬ଟି ଗୋଷ୍ଠୀ ଶିକ୍ଷା ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଗ୍ରାମର ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟରର ବ୍ୟବହାର, ଇଣ୍ଟରନେଟ୍ ଓ ଅନ୍ୟ ଇ-ସଂସାଧନ ଉପରେ ମୌଳିକ ଜ୍ଞାନ…

ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ବାଧା

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ୧୫ଡିଗ୍ରୀ ତଳେ ରହୁଛି । ଏହାସହ କୁହୁଡ଼ି ବି ପଡୁଛି । ଆଜି ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଥିଲା । ସକାଳୁ ସକାଳୁ ଏତେମାତ୍ରାରେ କୁହୁଡ଼ି ପଡିଥିଲା ଯେ ରାସ୍ତାଘାଟ କିଛି ଦେଖାଯାଉ ନଥିଲା । ଏପରିକି ୨୦ମିଟର ଭିତରେ…

ଯାଜପୁର; ହତ୍ୟା ଅଭିଯୋଗରେ ଗିରଫ ହେଲେ ବାପ-ପୁଅ

ଯାଜପୁର : ପୋଲିସ କବ୍ଜାରେ ହତ୍ୟା ଅଭିଯୁକ୍ତ। ଯାଜପୁର ଜିଲ୍ଲା ଜେନାପୁର ଥାନା ମର୍ଜିତାପୁର ଜଳଧର ଜେନା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ୍ କରିଛି ଜେନାପୁର ପୋଲିସ୍। ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ୭ ତାରିଖ ଦିନ ଘଟିଥିଲା ଏହି ହତ୍ୟାକାଣ୍ଡ । ଗିରଫ୍…

ନିଃସହାୟ ପରିବାରକୁ ସହାୟତାର ହାତ ବଢାଇଲା ଜିଲ୍ଲା ପ୍ରଶାସନ

କଟକ: କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ପଞ୍ଚାୟତରେ ସ୍ବର୍ଗତ ଦିନେଶ ମହାରଣାଙ୍କ ଘର। ଗତ ପାଞ୍ଚ ବର୍ଷ ହେବ ଦିନେଶ କିଡନି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଦଶ ଦିନ ତଳେ ତାଙ୍କର ମୃତ୍ୟୁ ଘଟିଛି।ପରିବାର କହିଲେ ଦିନେଶ ଙ୍କର ବିଧବା ସ୍ତ୍ରୀ ଓ ଦୁଇ ଝିଅ। ସ୍ତ୍ରୀ ଛବିରାଣୀ…

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ: ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ନେଇ ଅନେକ ଦିନରୁ…

କରୋନାରେ ମୃତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ହୋଇଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀରଙ୍କ  ପରିବାର ପାଇଁ…

ଧରାଶାୟୀ ହେବ ଶତ୍ରୁ ଦେଶର ଡ୍ରୋନ୍: ଭାରତୀୟ ନୌସେନାକୁ ମିଳିବ ସ୍ମାଶ-୨୦୦୦ ପ୍ଲସ

ନୂଆଦିଲ୍ଲୀ: ଶତ୍ରୁର ଡ୍ରୋନକୁ ମାତ୍ ଦେବା ପାଇଁ ଭାରତୀୟ ନୌସେନା ଇସ୍ରାଏଲରୁ ଅସ୍ତ୍ରଶସ୍ତ୍ର ଅର୍ଡର କରିଛି । ଏହା ଆଣ୍ଟି ଡ୍ରୋନ୍ ଅସ୍ତ୍ର କମ୍ପ୍ୟୁଟରାଇଜିଡ୍ ଫାୟାର କଣ୍ଟ୍ରୋଲ ଓ ଇଲେକ୍ଟ୍ରୋ ଫାୟାର ଅପ୍ଟିକ୍ ସାଇଟ୍ ପ୍ରଣାଳୀରେ ପ୍ରସ୍ତୁତ ଏକ ଲେସ୍ । ଏହା ବନ୍ଧୁକ ଓ ରାଇଫଲ ଉପରେ ଫିଟ୍…

ଫୁଲବାଣୀରେ ଶହେ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଫୁଲବାଣୀରେ ମେଡିକାଲ କଲେଜ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ଦେଇଛି ରାଜ୍ଯ କ୍ୟାବିନେଟ। ସେହିପରି କୋରାପୁଟରେ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ନିର୍ମାଣକୁ ଅନୁମୋଦନ ମିଳିଛି। ଏହି ଦୁଇଟି…

ସ୍ବାମୀନାଥନ୍ କମିଟି ସୁପାରିଶକୁ ଲାଗୁ ପାଇଁ ସଂକଳ୍ପ ଆକାରରେ କେନ୍ଦ୍ରକୁ ଅବଗତ କରାଇବ ରାଜ୍ଯ, ପ୍ରସ୍ତାବକୁ ରାଜ୍ୟ…

ଭୁବନେଶ୍ୱର: ଦେଶରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ। ନିଷ୍ପତ୍ତି ହୋଇଛି, ପୂର୍ବରୁ ଏମ୍. ଏମ୍. ସ୍ବାମୀନାଥନ୍ କମିଟି ସୁପାରିଶକୁ କାର୍ଯ୍ୟକାରୀ କରିବା ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇଗୁଣା…