ଟେଷ୍ଟ କ୍ରିକେଟରେ କିଏ କିଙ୍ଗ: ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଆଜି ଇଣ୍ଡିଆ-ନ୍ୟୁଜିଲାଣ୍ଡ ଟକ୍କର
ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ କିଏ ମାରିବ ବାଜି ? ଭାରତ ନା ନ୍ୟୁଜିଲାଣ୍ଡ ? କିଏ ଟେଷ୍ଟରେ ବେଷ୍ଟ ? ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପରେ ଆଜି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟକ୍କର ହେବ । ଟିମ୍ କୋହଲି ବନାମ ଟିମ୍ କେନ୍ । ମୁକାବିଲା ଜୋରଦାର ହେବା…