Latest Odisha News

BREAKING NEWS

ସିଇଓରୁ ମାଇକ୍ରୋସଫ୍ଟର ନୂଆ ଅଧ୍ୟକ୍ଷ ବନିଲେ ସତ୍ୟ ନାଡେଲା

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସଫ୍ଟୱେୟାର୍ ନିର୍ମାତା କମ୍ପାନୀ ମାଇକ୍ରୋସଫ୍ଟ ପକ୍ଷରୁ ସତ୍ୟ ନାଡେଲାଙ୍କୁ ନୂଆ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ଭାରତୀୟ ବଂଶୋଦ୍ଭବ ନାଡେଲା ଗତ ୭ ବର୍ଷ ଧରି କମ୍ପାନୀର ସିଇଓ ପଦରେ ରହିଆସିଛନ୍ତି। ସେ ଏବେ ଜନ୍ ଥମସନଙ୍କ ସ୍ଥାନ ନେବାକୁ…

ପୁରୀରେ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ । ପୁରୀରେ ବିମାନବନ୍ଦର ନେଇ ଟିମର ସର୍ଭେ ଆରମ୍ଭ କରିଛନ୍ତି । ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର୨ ଜଣ ବିମାନ ବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗା ବୁଲି…

ଟୋକିଓ ଅଲମ୍ପିକ୍ସ, ୱିମ୍ବେଲଡନରୁ ଓହରିଲେ ନାଡାଲ

ମାଡ୍ରିଡ:ସ୍ପେନର ଷ୍ଟାର ଟେନିସ ଖେଳାଳି ରାଫେଲ ନାଡାଲ ଆଘାତ ସମସ୍ୟା ଯୋଗୁ ଆଗାମୀ ଟୋକିଓ ଅଲିମ୍ପିକ୍ସ ଓ ୱିମ୍ବେଲଡନରୁ ଓହରି ଯାଇଛନ୍ତି । ଏହି ନିଷ୍ପତି ନେବା ମୋ ପକ୍ଷେ ଏତେଟା ସହଜ ନ ଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶକ୍ରମେ ବାଧ୍ୟ ହେଉଛି ବୋଲି କହିଛନ୍ତି ୨୦ ଥର ଗ୍ରାଣ୍ଡସ୍ଲାମ ଜିତିଥିବା…

‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କଲା କମିସନରେଟ ପୋଲିସ

ଭୁବନେଶ୍ବର : ଅପରାଧୀଙ୍କ ରେକର୍ଡ ରଖିବାକୁ କମିସନରେଟ ପୋଲିସର ନୂଆ ପଦକ୍ଷେପ । ଲଞ୍ଚ କରିଛି ଦୁଇଟି ଆପ୍ । ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାଁରେ ଦୁଇଟି ଆପର ଶୁଭାରମ୍ଭ କରିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ବର ଡିସିପି ଅଫିସରେ ଏହି ଆପର ଅପରେଟ୍ ହେବ । ଏନେଇ ସୂଚନା…

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ, ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ

ଭୁବନେଶ୍ୱର: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଗୁରୁବାର ହକି ଇଣ୍ଡିଆ ୧୭ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । ଏହି ଟିମରେ ଜଣେ ମାତ୍ର ଓଡିଆ ଝିଅ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ରିଓ ଅଲିମ୍ପିକ୍ସରେ ୪ଜଣ ଓଡିଆଙ୍କୁ ସୁଯୋଗ ମିଳିଥିଲା । ଯାହାକୁ ନେଇ ଓଡିଶା ହକିପ୍ରେମୀ…

ଆଇଏଫଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ଭୁବନେଶ୍ବର : ଜେଲରୁ ବାହାରିବେ ଆଇଏଫଏସ ଅଭୟ ପାଠକ । ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବୈଦ୍ୟନାଥପୁର ଥାନା ମାମଲାରେ ଅଭୟ ପାଠକଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରାଯାଇଛି । ମୋଟି ୩ଟି ମାମଲାରୁ…

ସ୍ପେଶାଲ ଟ୍ରେନ୍ ସପ୍ତାହକୁ ଚାରିଦିନ ଚଳାଚଳ କରିବ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ସେବା । କିଛି ସ୍ପେଶାଲ ଟ୍ରେନ୍ ସପ୍ତାହକୁ ୪ ଦିନ ଚାଲିବାକୁ ସ୍ଥିର ହୋଇଛି । ଏନେଇ ଟ୍ରେନ୍ ଯାତ୍ରୀ ମାନଙ୍କୁ ଜଣାଇ ଦିଆଯାଇଛି । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ଏଣିକି…

ବେଆଇନ ମଦ ବିକ୍ରିକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବିରୋଧ

ସୋନପୁର: କେଉଁ ଏକ ନିର୍ଦ୍ଧିଷ୍ଟ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ଚାଲିଛି ବେଆଇନ ମଦ ବିକ୍ରି । ତେବେ ସୋନପୁର ଜିଲ୍ଲାରେ ଏ ନେଇ ଉଠିଛି ବିରୋଧର ସ୍ୱର । ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ । ବିନିକା ଏନ୍‌ଏସି ୧୨ ନମ୍ବର ୱାର୍ଡ ନୂଆଁପଲ୍ଲୀ ଗାଁରେ…

ପାଇଲଟ୍ ପ୍ରୋଜେକ୍ଟ

ଭୁବନେଶ୍ୱର : ୟଙ୍ଗ ପଲିଟିକାଲ ଲିଡର୍ ଲେଫ୍ଟନାଣ୍ଟ ସଚିନ୍ ରାଜେଶ ପାଇଲଟ୍ । ରାଜସ୍ଥାନ ପ୍ରଦେଶ କମିଟିର ପୂର୍ବତନ ସଭାପତି ସଚିନ୍ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୬ ଅନୁଗତ ପାଇଁ ମନ୍ତ୍ରୀ ପଦବୀ ଦାବି କରି ବସିଛନ୍ତି । ନିଜ ଜିଦ୍ ସହ ରାଜସ୍ଥାନ ରାଜନୀତିରେ ନିଜର ଦବଦବା ନେଇ ପ୍ରୟାସ…

୧୪ ଦିନ ଶିଶୁର ବ୍ଲାକ୍ ଫଙ୍ଗସ ଅସ୍ତ୍ରୋପଚାର

ଆଗ୍ରା : କରୋନା ପରବର୍ତ୍ତୀ ବ୍ଲାକ ଫଙ୍ଗସ ସଂକ୍ରମଣ କାହାକୁ ବି ହୋଇପାରେ। ଆଗ୍ରାର ଜଣେ ୧୪ ଦିନର ଶିଶୁ ମଧ୍ୟ ଏଥିରେ ସଂକ୍ରମିତ ହେବା ସହ ତାର ସଫଳ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି। ଆଗ୍ରା ସରୋଜିନୀ ନାଇଡୁ ହସପିଟାଲରେ ଏହି ଶିଶୁଟିକୁ ଭର୍ତ୍ତି କରାଯାଇଥିଲା। ତେବେ ତା ଦେହରେ…