Latest Odisha News

BREAKING NEWS

କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜ କ୍ଲିନିକାଲ ଟ୍ରାଏଲକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ : ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସଡ ଡୋଜର ଗବେଷଣା ଓ କ୍ଲିନିକାଲ ଟ୍ରାଏଲକୁ ଅନୁମତି ଦେଇଛନ୍ତି ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ବା ଡିସିଜିଆଇ । ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ବାରା ଏହାର ପରୀକ୍ଷା କରାଯିବ ବୋଲି ଡିସିଜିଆଇ ସବୁଜ ସଙ୍କେତ ଦେଇଛି । ନୀତି ଆୟୋଗ…

ଟି୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ !

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ । ଦୀର୍ଘ ଦିନ ଧରି କୋଚ ହେବା ସତ୍ୱେ ଭାରତ କୌଣସି ଆଇସିସି ଟାଇଟଲ ଜିତି ନ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇ ପାରେ । ରିପୋର୍ଟ ମୁତାବକ କୋଚ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଏହି ସୂଚନା…

ଆଫ୍‌ଗାନିସ୍ତାନକୁ ବଡ଼ ଝଟ୍‌କା; ପ୍ରମୁଖ ଅଞ୍ଚଳକୁ ନିଜ କାବୁକୁ ଆଣିଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ତାଲିବାନ ବିବାଦ ତେଜିବାରେ ଲାଗିଛି। ଆଫ୍‌ଗାନିସ୍ତାନର ଅନେକ ପ୍ରମୁଖ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିସାରିଲାଣି ତାଲିବାନ। ତାଲିବାନ ଯୁଦ୍ଧବିମାନ ବୁଧବାର ଉତ୍ତର ଆଫଗାନିସ୍ତାନର ଅନ୍ୟ ଏକ ସହରକୁ ନିଜ ଅଧୀନକୁ ନେଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଲିବାନ…

‘ବିରୋ’ ଚରିତ୍ର ପାଇଁ ମାତ୍ର ୧୧ ଟଙ୍କା ପାଉଣା ନେବାକୁ ବି ରାଜି ଥିଲେ ସୋନମ୍‌!

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁର ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହେରଙ୍କ 'ଭାଗ ମିଲ୍‌ଖା ଭାଗ୍‌'ରେ ଅଭିନୟ କରିଥିଲେ। ଏହା କିମ୍ବଦନ୍ତୀ ମିଲ୍‌ଖା ସିଂଙ୍କ ବାୟୋପିକ୍ ଥିଲା ଯେଉଁଥିରେ ଫରହାନ ଅଖତର ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସୋନମ୍‌ ବିରୋ ଭୂମିକାରେ ଅଭିନୟ…

ଭୟଙ୍କର ଭୂସ୍ଖଳନ‌; ମାଟି ଅତଡା ତଳେ ଫସି ରହିଛନ୍ତି ୪୦ରୁ ଅଧିକ ‌ଲୋକ

କିନୌର: ବୁଧବାର ହିମାଚଳ ପ୍ରଦେଶର କିନୌରରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏହି ଭୟଙ୍କର ଭୂସ୍ଖଳନ‌ରେ ପ୍ରାୟ ୪୦ ଜଣ ଲୋକ ମାଟି ଅତଡା ତଳେ ଫସି ରହିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଯାତ୍ରୀବାହୀ ବସ୍‌ ସହ ଏକାଧିକ ଗାଡି ମାଟି ଅତଡା ତଳେ ଫସି ରହିଥିବା ଜଣାପଡ଼ିଛି। ଡେପୁଟି କମିଶନର…

ଓଡ଼ିଆ ହକି ଅଲିମ୍ପିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା: ପୁରୁଷ ଖେଳାଳିଙ୍କୁ ଅଢେଇ କୋଟି, ମହିଳା ଖେଳାଳିଙ୍କୁ…

ଭୁବନେଶ୍ୱର: ଓଡ଼ିଶାର ୪ ହକି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆୋଜିତ ସମ୍ବର୍ଦ୍ଧନା ସମାରୋହରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ରାଜ୍‌ କୁନ୍ଦ୍ରାଙ୍କ ଜାମିନ ସମାଜକୁ ଭୁଲ୍‌ ବାର୍ତ୍ତା ପହଞ୍ଚାଇବ; ମୁମ୍ବାଇ ପୋଲିସ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଏବଂ ପ୍ରସାରଣ ମାମଲାରେ ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଏ‌ବେ ସେ ପୋଲିସ ହାଜତରେ ଅଛନ୍ତି। ତେବେ ରାଜ୍‌ଙ୍କୁ ଜାମିନ ମିଳିଳେ ଏହା ସମାଜ ପାଇଁ ଖରାପ ବାର୍ତ୍ତା ପହଞ୍ଚାଇବ ବୋଲି ମୁମ୍ବାଇ ପୋଲିସ ଭୟ କରୁଛି। ମୁମ୍ବାଇ…

ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବ ଯୋଗୁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ୱିତୀୟ ତରଙ୍ଗ ସମୟରେ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟିଛି। ଏ ନେଇ କେନ୍ଦ୍ର ମଙ୍ଗଳବାର ସଂସଦକୁ ସୂଚନା ଦେଇଛି ଯେ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ସଙ୍କଟରେ କିଛି କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟ ସଂସଦରେ କହିଛି ଯେ ଭେଣ୍ଟିଲେଟର ଥିବା କିଛି କରୋନା…

ଚାନ୍ଦିପୁରରୁ ସବସୋନିକ୍ କ୍ରୁଜ୍ ମିସାଇଲ ‘ନିର୍ଭୟ’ର ସଫଳ ଉତକ୍ଷେପଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ମଧ୍ୟମ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି । ସକାଳ ୯ଟା ୫୫ ମିନିଟ୍‌ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା । ପୂର୍ବରୁ…

ଶ୍ରୀମନ୍ଦିର ଖୋଲିବା ନେଇ ଏସଓପି: କିଏ କେବେ କରିବେ ଦର୍ଶନ, ଜାଣନ୍ତୁ

ପୁରୀ: ଆସନ୍ତା ୧୬ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର । ତାପୂର୍ବରୁ ସେବାୟତ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହୋଇଛି ଏସଓପି । ଆସନ୍ତା ୧୨ ଓ ୧୩ ତାରିଖରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେବାୟତ ପରିବାର । ସେହିପରି ୧୬ରୁ ୨୦ ତାରିଖ ଯାଏ…