Latest Odisha News

BREAKING NEWS

ମାଲିକ କୋଳରେ ଛୁଆ କୁକୁରକୁ ଦେଖି ସହି ପାରିଲାନି ପାଳିତ କୁକୁର, ଇର୍ଷାରେ କ’ଣ କଲା ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ମଣିଷ ଇର୍ଷା କରେ । ଅନ୍ୟ କାହାର ଭଲ ଦେଖି ପାରେ ନାହିଁ । ଏକଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ମଣିଷ ସହ ରହି ରହି ଗୋଟିଏ କୁକୁର ବି କେତେ ଇର୍ଷାନ୍ୱିତ ହୋଇପାରେ ତାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ୍ ହେଉଛି । ଗୋଟିଏ କୁକୁର ନିଜ ମାଲିକ ପାଖରେ ଗୋଟିଏ ଛୁଆ…

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ…

କୁଳାଙ୍ଗାର ଉବାଚ : ସାବିତ୍ରୀ ସପ୍ତପଦୀ

ଡଃ.କୁଳାଙ୍ଗାର  ସାବିତ୍ରୀ ବ୍ରତ ଦିନ ସତ୍ୟବାନମାନେ ପଡୋଶୀ ମହିଳାଙ୍କୁ ଚାହାନ୍ତି; ଫେସବୁକରେ ଲେଖନ୍ତି ,ୟେ ତୁଛା ପ୍ରହସନ ଏଠି ସାବିତ୍ରୀ କିଏ କାହାଁନ୍ତି ? ପଚାରିଲି ମୁଁ ତମେ କଣ ସତରେ ଅସଲ ସାବିତ୍ରୀ ପରି ଧନ ? କହିଲା ମୋବାଇଲି ପ୍ୟାଟର୍ଣ୍ଣ କୋଡ୍ କୁହ ତମେ ଯଦି…

ଉପରାଷ୍ଟ୍ରପତିଙ୍କ ପରେ ଆରଏସଏସ ମୁଖ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ପରେ ଏବେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ପ୍ରତ୍ୟାହାର କରିନେଇଛି ଟ୍ବିଟର। କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଟ୍ବିଟର ହଟାଇଥିବା…

ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ (@MVenkaiahNaidu) ରୁ ଟ୍ୱିଟର ପକ୍ଷରୁ ଶନିବାର ଦିନ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ଟ୍ୱିଟର ପୁଣି ବ୍ଲୁ ଟିକ୍ କୁ ରିଷ୍ଟୋର୍ କରିଥିଲା। କମ୍ପାନୀର ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି…

+୨ ମୂଲ୍ୟାୟନ ଓ ରେଜଲ୍ଟ ଚିନ୍ତା: ୧୫ ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି । ଏବେ କେମିତି ହେବ ମୂଲ୍ୟାୟନ ଓ କେବେ ପ୍ରକାଶ ପାଇବ ରେଜଲ୍ଟ ? ଏନେଇ ଆସନ୍ତା ୧୫ ଦିନ ଭିତରେ ଗଠନ କରାଯିବ ବିଶେଷଜ୍ଞ କମିଟି । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର…

ଲକଡାଉନରେ ନିଅନ୍ତୁ କଟକର ଫେମସ୍ ଦହିବରା ଆଳୁଦମ୍ ମଜା, ଅନଲାଇରେ କରନ୍ତୁ ଅର୍ଡର

କଟକ: ଏବେ ରାଜ୍ୟରେ ଲକଡାଉନ୍ ଚାଲିଛି । ଉଠା ଦୋକାନୀଙ୍କ ପସରା ଆଉ ରାସ୍ତା କଡ଼ରେ ଦେଖିବାକୁ ମିଳୁନି । ଲକଡାଉନରେ ଦହିବରା ଆଲୁଦମଙ୍କୁ ଭାରି ମିସ୍ କରୁଛନ୍ତି କଟକିଆ । ଦୋକାନ ଆଗରେ ଠିଆ ହୋଇ ଦହିବରା ଆଲୁଦମ୍ ଖାଇବାର ମନା ଟିକେ ନିଆରା । ଯଦିଓ ଏହି ସୁବିଧା ଏବେ ନାହିଁ, କିନ୍ତୁ ଦହିବରା…

ଏହି ରାଜ୍ୟରେ ଜୁନ୍‌ ୧୪ ଯାଏ ବଢିଲା ଲକ୍‌ଡାଉନ୍‌

ଚେନ୍ନାଇ: ସମଗ୍ର ଦେଶରେ କରୋନାର ଭୟାବହ ସ୍ଥିତି ସୃଷ୍ଟି ହୋଇଛି। ଏହା ଭିତରେ କରୋନା ମାମଲା ହ୍ରାସ ପାଉଥିବାରୁ କିଛି ରାଜ୍ୟ ଅନ୍‌ଲକ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ କଲେଣି। ତେବେ ଆଉ କେତେକ ରାଜ୍ୟରେ କରୋନାର ତାଉ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର…

ଦୁଷ୍କର୍ମ ମାମଲାରେ ନାଗିନ୍‌ ଆକ୍ଟର ପର୍ଲ ଭୀ ପୁରୀ ଗିରଫ

ମୁମ୍ବାଇ: ଦୁଷ୍କର୍ମ ଜାଲରେ ଫସିଲେ ଆଉ ଜଣେ ଟେଲି କଳାକାର। ଟେଲିଭିଜନ ଜଗତର ଲୋକପ୍ରିୟ କଳାକାର ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ସେ ଗୋଟିଏ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୁମ୍ବାଇର ମାଲାଡରେ ଥିବା ମାଲୱାନି ପୋଲିସ…

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇ ଦେଇଛି ଟ୍ୱିଟର। ଏ ନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପଛର କାରଣକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି। ଟ୍ୱିଟରରେ ବ୍ଲୁ ଟିକ…