Latest Odisha News

କୋଭିଡ ଯୋଗୁଁ ଅନାଥ ପିଲାଙ୍କୁ ମିଳିବ ଭତ୍ତା

ଭୁବନେଶ୍ବର : କୋଭିଡ ଯୋଗୁଁ ରାଜ୍ୟରେ ବାପା, ମାଙ୍କୁ ହରାଇଥିବା ୧୨ ପିଲା ପାଇବେ ଭତ୍ତା । ମଧୁବାବୁ ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡରେ ବାପା ମା'ଙ୍କୁ ହରାଇଥିବା ଅନାଥ ପିଲାମାନଙ୍କୁ ମଧୁବାବୁ ଯୋଜନାରେ ୬ଟି…

କାର୍ତିକଙ୍କ ସପକ୍ଷରେ ମୁହଁ ଖୋଲିଲେ ଅନୁଭବ ସିହ୍ନା, ଷଡଯନ୍ତ୍ର ରଚାଯାଉଛି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ ପରେ ବଲିଉଡରେ ବଂଶବାଦ ଓ ଗୋଷ୍ଠୀବାଦ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ଉଦୀୟମାନ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ଯୋଜନାବଦ୍ଧ ଟାର୍ଗେଟ କରାଯାଉଛି ବୋଲି ନିର୍ଦ୍ଦେଶକ ଅନୁଭବ ସିହ୍ନା କହିଛନ୍ତି । ଦୋସ୍ତାନା-୨, ଫ୍ରେଡି ଏବଂ ଆନନ୍ଦ ଏଲ ରାୟଙ୍କ…

ବଲିଉଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କଲେ ଅଭିନେତ୍ରୀ ୟାମି ଗୌତମ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଏକ ଅନ୍ତରଙ୍ଗ ବିବାହ ସମାରୋହରେ ବଲିଉଡ୍‌ର ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଏହି ଖୁସି ଖବର ୟାମି ନିଜ ପ୍ରଶଂସକ ଏବଂ ଅନୁସରଣକାରୀଙ୍କ ସେୟାର୍‌ କରିବା…

ପ୍ରଥମ ଡୋଜ କରୋନା ଟିକା ନେବାରେ ଆମେରିକାକୁ ଟପିଲା ଭାରତ

ନୂଆଦିଲ୍ଲୀ: ପ୍ରଥମ ଡୋଜ କରୋନା ଟିକା ନେବା‌ରେ ଆମେରିକାକୁ ଟପିଛି ଭାରତ। ପ୍ରଥମ ଡୋଜ କରୋନା ଟିକା ନେଇଥିବା ଲୋକଙ୍କ ସଂଖ୍ୟା ଆମେରିକା ଠାରୁ ଭାରତରେ ଅଧିକ ରହିଛି ବୋଲି ସରକାର ଶୁକ୍ରବାର ଦିନ କହିଛନ୍ତି। ''ତଥ୍ୟ ଅନୁଯାୟୀ ଭାରତରେ ୧୭.୨ କୋଟି ଲୋକ କରୋନା ଟିକାର ପ୍ରଥମ ଡୋଜ…

୯ ସିଂହ କରୋନା ଆକ୍ରାନ୍ତ ୧ ମୃତ; ତାମିଲନାଡୁ

ଚେନ୍ନାଇ: ଚେନ୍ନାଇ ନିକଟ ଭାନ୍ଦାଲୁରୁରେ ଥିବା ଆରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ଥିବା ୧୧ଟି ସିଂହଙ୍କ ମଧ୍ୟରୁ ନଅ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବିବୃତ୍ତି ଅନୁଯାୟୀ। SARS-CoV-2 ହେଉଛି ସେହି ଭୂତାଣୁ ଯାହା କରୋନା ରୋଗ ସୃଷ୍ଟି କରେ।…

5G ନେଟୱାର୍କ ବିରୋଧରେ ଜୁହି ଚାୱଲାଙ୍କ ଆବେଦନ ଖାରଜ କଲେ ଏଚ୍‌ସି; ଦେବେ ୨୦ ଲକ୍ଷ ଫାଇନ

ନୂଆଦିଲ୍ଲୀ: 5G ନେଟୱାର୍କ ବିରୋଧରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଆବେଦନକୁ ଦିଲ୍ଲୀ ଏଚସି ଆଜି ଖାରଜ କରିଦେଇଥିବା ସୂଚନା ମିଳିଛି। ଏହାସହିତ ଆବେଦନକାରୀଙ୍କୁ ୨୦ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଛନ୍ତି କୋର୍ଟ। ଭାରତରେ 5G ଟେଲିକମ୍ ଟେକ୍ନୋଲୋଜିର 'ପରୀକ୍ଷିତ' ପ୍ରୟୋଗ ବିରୋଧରେ…

୧୨ରୁ ୧୫ ବର୍ଷ ବୟସର ପିଲାଙ୍କ ଲାଗି ଫାଇଜର ଟିକା ବ୍ୟବହାରକୁ ମିଳିଲା ମଞ୍ଜୁରୀ

ଲଣ୍ଡନ: ବ୍ରିଟେନର ନିୟାମକ ସଂସ୍ଥା କହିଛି ଯେ ଆମେ ୧୨ ରୁ ୧୫ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ କ୍ଲିନିକାଲ୍ ଟ୍ରାଏଲ୍ ତଥ୍ୟର ଯତ୍ନର ସହ ସମୀକ୍ଷା କରିଛୁ ଏବଂ ସିଦ୍ଧାନ୍ତ ନେଇଛୁ ଯେ ଫାଇଜର ଟିକା ଏହି ବର୍ଗର ପିଲାଙ୍କ ଲାଗି ନିରାପଦ ଏବଂ ପ୍ରଭାବଶାଳୀ। ବ୍ରିଟେନର ଔଷଧ ନିୟାମକ ଶୁକ୍ରବାର…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ ଦେଇ ଯୁବକ ଗିରଫ

ନୂଆଦିଲ୍ଲୀ: ଜେଲ ଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ। ଏହି ଅଭିଯୋଗରେ ଦିଲ୍ଲୀର ଖଜୁରୀ ଖାସରେ ଜଣେ ୨୨ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରାଯାଇଛି। ସେ ଜାମିନରେ ଆସି ଜେଲକୁ ଯିବାକୁ ଚାହୁଁଥିଲେ। ସଲମାନ ନାମକ ଏହି ଯୁବକ ଗତକାଲି ରାତିରେ…

କରୋନାରେ ଆଖିବୁଜିଲେ ଆଉ ଜଣେ କଳାକାର

ନୂଆଦିଲ୍ଲୀ: କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ। ଫିଲ୍ମ ଡ୍ରିମ୍ ଗାର୍ଲରେ ଆୟୁଷ୍ମାନ ଖୁରାନାଙ୍କ ସହ-ତାରକା ରିଙ୍କୁ ସିଂ ନିକୁମ୍ବଙ୍କ କରୋନାରେ ପରଲୋକ ହୋଇଛି। ରିଙ୍କୁ ସିଂଙ୍କୁ ଶେଷ ଥର ପାଇଁ ଆଦର ଜୈନଙ୍କ 'ହେଲୋ ଚାର୍ଲି'ରେ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ଗତ…

କରୋନା ଟିକାକରଣ ଉପରେ ନବୀନଙ୍କ ପ୍ରସ୍ତାବକୁ କେରଳ ସିଏମ୍‌ଙ୍କ ସମର୍ଥନ

ଭୁବନେଶ୍ବର: କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ତାଙ୍କ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରର କରୋନା ଟିକା କ୍ରୟ ଏବଂ ବିତରଣ ଉପରେ ଦେଇଥିବା ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପିନାରାଇ ବିଜୟନ କହିଛନ୍ତି ଯେ କେନ୍ଦ୍ର ଟିକାକରଣ କରିବା ଉଚିତ ଏବଂ ସ୍ବାଧୀନ ଭାବରେ…