Latest Odisha News

BREAKING NEWS

ମହଙ୍ଗା ପଡିଲା କୂଅ ସଫା କରିବା, ୨ ମୃତ ଜଣେ ଗୁରୁତର

ନବରଙ୍ଗପୁର: ରାଇଘର ବ୍ଲକ ଅନ୍ତର୍ଗତ ସୋନାରପାରା ଗାଁରେ ଅଭାବନୀୟ ଘଟଣା । କୁଅ ସଫା କରିବାକୁ ଯାଇ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାଜୁ କେଉଟ ନାମକ ଜଣେ ବ୍ୟକ୍ତି ଗାଁରେ…

ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ସିଏମଡି ଭାବେ ଦାୟିତ୍ବ ନେଲେ କିଶୋର ଚନ୍ଦ୍ର ଦାସ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ମୁଖ୍ୟ ପରିଚାଳନା ନିର୍ଦ୍ଦୋକ ଭାବେ ଦାୟିତ୍ବ ନେଲେ କିଶୋର ଚନ୍ଦ୍ର ଦାସ । ଏହା ପୂର୍ବରୁ ସେ ଆରଆଇଏନଏଲର କାର୍ମିକ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରି ଆସୁଛନ୍ତି । ସେ ଏହି ପଦବୀରେ ଜାନୁଆରୀ ପହିଲାରେ ଯୋଗ ଦେଇଥିଲେ । ଏହାବ୍ୟତିତ…

ସଚିନ, କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆଣ୍ଡରସନ

ନୂଆଦିଲ୍ଲୀ: ଇଂଲଣ୍ଡର ପେସ ବୋଲର ଜେମ୍ସ ଆଣ୍ଡରସନ ଭାରତର ଦୁଇ ମହାନ ଖେଳାଳି ସଚିନ ତେନ୍ଦୁଲକର ଓ ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ରହିଛନ୍ତି । ନ୍ୟୁଜିଲାଣ୍ଡ(୨) ଓ ଭାରତ(୫) ବିପକ୍ଷରେ ଇଂଲଣ୍ଡ ମୋଟ ୭ ଟେଷ୍ଟ ଖେଳିବାକୁ ଯାଉଛି । ଆଣ୍ଡରସନ ଯଦି ୬ଟି ଟେଷ୍ଟରେ ଖେଳିବାକୁ…

ବ୍ରାଉନ୍ ସୁଗାରର ଗନ୍ତାଘର ପାଲଟିଛି କି ଭଦ୍ରକ ?

ଭଦ୍ରକ: ଜିଲ୍ଲାର ପରିସୀମା ତୁଳନା କଲେ ଏତେଟା ବଡ ନୁହେଁ । ଓଡିଶାକୁ ବାତ୍ୟା ଆସିଲେ ଏହି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ବାତ୍ୟା ପରେ ପୁଣିଥରେ ଭଦ୍ରକ ଜିଲ୍ଲାର ନାଁ ଚର୍ଚ୍ଚାକୁ ଆସିଛି । ହେଲେ କୌଣସି ଗୌରବାନ୍ୱିତ କାମ ପାଇଁ ନୁହେଁ ବରଂ ବ୍ରାଉନ୍ ସୁଗାର କାରବାରକୁ ନେଇ…

ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ଭୁବନେଶ୍ବର : ଏଣିକି ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ ମିଶନ ଶକ୍ତି ବିଭାଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିଭାଗରୁ ଅଲଗା ହୋଇ ଆଜିଠାରୁ ଏକ ସ୍ବତନ୍ତ୍ର ବିଭାଗ ହୋଇଛି ମିଶନ ଶକ୍ତି ବିଭାଗ । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କରୋନା ପ୍ରଭାବିତଙ୍କୁ ମିଳିବ ମଧୁବାବୁ ପେନସନ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକି ଚାଲିଛି କରୋନା ସଂକ୍ରମଣ । ମହାମାରୀରେ ଅନେକ ଲୋକଙ୍କ ଜୀବନ ଗଲାଣି । ଅନେକ ସ୍ବାମୀ ହରାଇଥିବା ଅନେକ ଶିଶୁ ଅନାଥ ହୋଇଗଲେଣି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଆଉ କରୋନା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା…

ଏନ୍‌କାଉଣ୍ଟରରେ ଗର୍ଜିଲା ଯବାନଙ୍କ ବନ୍ଧୁକ, ଦୁଇ ନକ୍ସଲ ନିହତ

ମାଲକାନଗିରି: କରୋନାରେ ଛତ୍ରଭଙ୍ଗ ଦେଲେଣି ମାଓ ସଦସ୍ୟ । ତଥାପି ମିଛ ଦମ୍ଭ ଦେଖାଇବାକୁ ପଛଘୁଂଚା ଦେଉନାହିଁ ଲାଲ ବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଁ ଜିଲ୍ଲାରେ ହୋଇଥିଲା ଏନକାଉଣ୍ଟର । ଯବାନ ଓ ପୋଲିସର ଅତର୍କିତ ଗୁଳିମାଡରେ ଟଳିପଡିଥିଲେ ଦୁଇ ହାର୍ଡକୋର ନକ୍ସଲ ।…

ଆଜମେରର କୁନି ଝିଅ ଧନାରୀ ବୁଲିଲେଣି ୪୦ ଦେଶ !

ଆଜମେର:ଅଜମେରର ୫ ବର୍ଷ କୁନି ଝିଅ ଧନାରୀ ୪୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି । ଇଣ୍ଡିଆ ବୁକ ଅଫ ରେକର୍ଡରେ ମୋଷ୍ଟ ଟ୍ରାଭେଲ୍ଡ ବେବି ଭାବେ ସେ ସ୍ଥାନ ପାଇଛନ୍ତି । ନରେନ ବୁଲାନୀ ଓ ସୋନିଆ ଥାଇଲାଣ୍ଡରେ ବଡ ବ୍ୟବସାୟୀ ଭାବେ ପରିଚିତ । ଆଜେମରର ଏହି ଦମ୍ପତି ବ୍ୟବସାୟ ପାଇଁ ଭିନ୍ନ ଭିନ୍ନ…

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଇଁ କି ଯୋଜନା କରିଛ ଜଣାଅ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ତାଣ୍ଡବ ରଚୁଛି ମହାମାରୀ କରୋନା । ଲକ୍ଷାଧିକ ଲୋକଙ୍କ ଆକ୍ରାନ୍ତ ହେଉଥିବା ବେଳେ, ଅନେକ ଲୋକଙ୍କ ଜୀବନ ନେଲାଣି ଭାଇରସ । ଏହାସହ ଅନେକ ପିଲାମାନେ ସେମାନଙ୍କ ବାପା ମା’ଙ୍କୁ ହରାଇ ଅନେଥ ହୋଇଗଲେଣି । ତେବେ ଏଭଳିସ୍ଥିତିରେ ଏହି ଅନାଥ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ…

ଏକନାଥଙ୍କୁ ଭେଟିଲେ ଫଡନଭିସ, ମହାରାଷ୍ଟ୍ରରେ ରାଜନୀତ ଅଙ୍କକଷା ଚାଲିଛି ନା ଆଉ କିଛି !

ମୁମ୍ବାଇ: ମହାରାଷ୍ଟର ରାଜନୀତି ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରମୁଖ ନେତା ଦେବେନ୍ଦ୍ର ଫଡଣଭିସ ଏବେ କିଛି ଦିନ ହେବ ଭିନ୍ନ ଭିନ୍ନ ଦଳର ବଡ ବଡ ନେତାଙ୍କୁ ଭେଟିବାରେ ଲାଗିଛି । ଯାହା ଫଳରେ ବିଭିନ୍ନ ପ୍ରକାରର ଆକଳନ ଦେଖିବାକୁ ମିଳୁଛି ।…