ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ନୁସରତ୍ ଭରୁଚା
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍ ଅଭିନେତ୍ରୀ ନୁସରତ୍ ଭାରୁଚା। ନିକଟରେ ତାଙ୍କୁ ତାଙ୍କ ସୁଟିଂ ସେଟ୍ରୁ ଡାକ୍ତରଖାନା ନେବାକୁ ପଡିଥିଲା। ଏହି ଚଳଚ୍ଚିତ୍ର ପାଇଁ ସମସ୍ତ ସୁଟିଂ ଅସ୍ଥାୟୀ ଭାବେ ଅଟକି ରହିଛି।
ତେବେ ତାଙ୍କର ଏକ ଭର୍ଟିଗୋ ଆଟାକ୍ ପରେ ତାଙ୍କୁ ତୁରନ୍ତ…