Latest Odisha News

BREAKING NEWS

ଧାକଡ ଫିଲ୍ମର ଶୁଟିଂ ପାଇଁ ହଙ୍ଗେରୀ ଯିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଭାବେ ପରିଚିତ କଙ୍ଗନା ରାନାୱତ ପୁନର୍ବାର ତାଙ୍କ ଫିଲ୍ମର ଶୁଟିଂ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । କଙ୍ଗନା ଧାକଡ ଫିଲ୍ମର ଶୁଟିଂ ପାଇଁ ୧୦ କିମ୍ବା ୧୨ ଜୁନରେ ହଙ୍ଗେରୀ ଯିବେ । ବୁଡାପେଷ୍ଟରେ ୩୦ରୁ ୩୫ ଦିନ ଏହାର ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଶୁଟ…

ରାଜଧାନୀରେ ଟିକାକରଣ ଲାଗି ୧୮ରୁ ୪୪ ବୟସ୍କ କରିପାରିବେ ସ୍ଲଟ୍ ବୁକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମଙ୍ଗଳବାର ସୂଚନା ଦେଇଛି ଯେ ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍…

ଯୁକ୍ତ ୨ ପିଲା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ଲାଗି କେନ୍ଦ୍ରର ଅନୁମତି ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ଲସ୍ ୨ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣ ପାଇଁ ଓଡିଶା ସରକାର କେନ୍ଦ୍ରରୁ ଅନୁମତି ଲୋଡିଛନ୍ତି। ଏହି ଯୋଜନାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି।…

ଆଜି ସନ୍ଧ୍ୟାରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ସରକାରୀ ସୂତ୍ର ଅନୁଯାୟୀ ସମସ୍ତ ରାଜ୍ୟ ତଥା ଅନ୍ୟ ହିତାଧିକାରୀଙ୍କ ସହ ବ୍ୟାପକ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ସମ୍ଭାବ୍ୟ…

ଓଡ଼ିଶାର ସବୁଠୁ ଉଚ୍ଚତମ ଏବଂ ପ୍ରାଚୀନ ଇଟା ନିର୍ମିତ ମନ୍ଦିର ‘ଇନ୍ଦ୍ରଲାଠ’

କୃଷ୍ଣ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ ଐତିହ୍ୟ ଭରା ଓଡ଼ିଶାରେ ଉତ୍କୃଷ୍ଟ ପଥର ଶିଳ୍ପ,କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଅନେକ ଜ୍ୱଳନ୍ତ ଉଦାହରଣ ରହିଛି । ତେବେ ଲାଲ ଇଟାରେ ସୁନ୍ଦର ଭାବରେ ନିର୍ମିତ ଏକ ସୁଉଚ୍ଚ ପ୍ରାଚୀନ ଶିବ ମନ୍ଦିର ରହିଛି ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଆଲ…

ଅନଗୁଳ ଜେଏସ୍‌ପିଏଲ୍‌ରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଅନୁଗୁଳ: ଜେଏସ୍‌ପିଏଲ୍ ପରିସରରେ ନୂତନ୍ କୋଭିଡ୍ କେୟାର ସେଣ୍ଟରକୁ ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ସିଜେନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ କେୟାର ସେଣ୍ଟରର ଉଦଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ…

ଖାନ ଚାଚା ମାଲିକ ନବନୀତ କାଲ୍ରାଙ୍କ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର ସଂରକ୍ଷଣ ମାମଲାରେ ଅଭିଯୁକ୍ତ ବ୍ୟବସାୟୀ ନବନୀତ କାଲ୍ରାଙ୍କ ଲାଇସେନ୍ସ ବାତିଲ ହୋଇଛି। ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନବନୀତଙ୍କ ଲାଇସେନ୍ସ ସ୍ଥଗିତ ରଖିଥିବା ସୂଚନା ମିଳିଛି। ବାତିଲ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି…

ବ୍ଲାକ୍ ଫଙ୍ଗସ୍: ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ: ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ ରପ୍ତାନି ଉପରେ ସରକାର ମଙ୍ଗଳବାର ଦିନ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ବ୍ଲାକ୍‌ ଫଙ୍ଗସ୍ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଇଞ୍ଜେକ୍ସନ ରପ୍ତାନି…

ଆସନ୍ତା ସପ୍ତାହରେ ୧୮ରୁ ୪୪ ବୟସ ବର୍ଗଙ୍କ ଲାଗି ଓଡ଼ିଶା ଆସିବ କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସି ଖବର। ‌ଗୋଟିଏ ପଟେ ଟିକା ଅଭାବକୁ ନେଇ ରାଜ୍ୟବାସୀ ଚିନ୍ତିତ ଥିବା ବେଳେ ଅନ୍ୟପଟେ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଆସନ୍ତା ସପ୍ତାହରେ ଉଭୟ କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ…

ବୋରିସଙ୍କ ବିବାହ

ଭୁବନେଶ୍ୱର : ବ୍ରିଟେନ ରାଜନୀତିର ଭିନ୍ନ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ବୋରିସ । ବ୍ରିଟିସ୍ ପଲିଟିସିଆନ୍ ଆଲେ୍‌ଜାଣ୍ଡର ବୋରିସ୍ ଜନସନ୍ । କିଛି ନା କିଛି ଘଟଣା ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରୁହନ୍ତି ବୋରିସ୍ । ଏଇ ନିକଟରେ ନିଜଠାରୁ ୨୩ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ବିବାହ କରିିଛନ୍ତି ।…