Latest Odisha News

BREAKING NEWS

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ରାଜ୍ୟରୁ ରେକର୍ଡ ୪୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବୋଲ ମାନୁନି କରୋନା ମୃତ୍ୟୁସଂଖ୍ୟା । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୦ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୪ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ଟି ଜିଲ୍ଲା ଅନୁଗୋଳ, କଟକ,…

ଆଜି ଓଡ଼ିଶାରୁ ୮୩୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରେ ହଜାରେ ତଳକୁ ଖସୁନି

ଭୁବନେଶ୍ୱର: ଓଡ଼ିଶାରେ ସ୍ଥିର ରହିଛି କରୋନା ସଂକ୍ରମଣ । ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୯ହଜାର ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮ହଜାର ୩୯୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୭୪୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୬୫୮ ।…

ସ୍ତ୍ରୀର ମୃତଦେହ ଧରି ଫେରିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ସ୍ୱାମୀ ମୃତ

ବଲାଙ୍ଗିର: ସ୍ତ୍ରୀର ମୃତଦେହକୁ ଧରି ଆମ୍ବୁଲାନ୍ସରେ ଫେରିବା ବାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ୱୁଲାନ୍ସ । ଏଥିରେ ସ୍ତ୍ରୀର ମୃତଦେହ ଧରି ଗାଁକୁ ଫେରୁଥିବା ସ୍ୱାମୀର ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଝୁଲେନବର ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି…

ବ୍ୟଙ୍ଗ : ଜୟ କରୋନା

ଓଁ ଅଭିଜ୍ଞାନ ସାହୁ  (ସାଇଡ଼ ଇଫେକ୍ଟ- ଦ୍ଵିତୀୟ) କପାଳ ପୋଡ଼ା ଥିଲେ ଖୁସି ଖବରକୁ ନେଇ ମଣିଷ ବଡ଼ ଦୁଃଖ ପାଏ । ଗତକାଲି ଆମ ଧନ ଅନଲାଇନ ପରୀକ୍ଷାରେ ଅବିଶ୍ଵସନୀୟ ଭାବେ କ୍ଲାସ ଟପର ହୋଇଥବା ଖୁସିରେ ମାମାଙ୍କ ମିଠା ବଣ୍ଟାର ଲମ୍ବା ଲିଷ୍ଟ ଦେଖି ମୁଁ ଆତଙ୍କିତ ହେବା ସ୍ବାଭାବିକ ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨-୬-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨ ରିଖ ବୁଧ ବାର ବୃଷ ୧୯ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର- କର୍କଟ ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ଭୁବନେଶ୍ୱରରୁ ସୁସ୍ଥ ହେଲେ ବ୍ଲାକ ଫଙ୍ଗସ ରୋଗୀ

ଭୁବନେଶ୍ୱର: ବ୍ଲାକ ଫଙ୍ଗସରେ ପୀଡିତ ଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତି ସମ ଆଲଟିମେଟ ମେଡିକେୟାରରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମ ଅଂଚଳର ଏହି ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ପ୍ରାୟ ୧୦ ଦିନ ଚିକିତ୍ସା ପାଇବା ପରେ ସେ…

‘ସାହିତ୍ୟାୟନ’ ପକ୍ଷରୁ ‘ଲାଲ ଘୋଡ଼ାର ସଇସ’ ଉପରେ ଆଲୋଚନା ଚକ୍ର

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ ‘ସାହିତ୍ୟାୟନ' ପକ୍ଷରୁ ଅନଲାଇନ ମାଧ୍ୟମରେ ମାସିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ‘ସାହିତ୍ୟାୟନ’ ପକ୍ଷରୁ ଜୟକୃଷ୍ଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାସିକ ଆଲୋଚନା ଚକ୍ରରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦଘାଟକ,…

ସୁନ୍ଦରଗଡ଼ରେ କଏଦୀ ଓ ମାନସିକ ଭିନ୍ନକ୍ଷମଙ୍କୁ ଦିଆଗଲା ଟିକା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ କୋଭିଡ୍ ଟିକା ଦେବା ଲାଗି ପଦକ୍ଷେପ ନେଇଛି ପ୍ରଶାସନ । ଆଜି ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଜିଲ୍ଲା କାରାଗାରରେ ଥିବା ୪୫ ବର୍ଷରୁ ଅଧିକ ବର୍ଗର କଏଦୀ ଓ ଆସ୍ଥା ଗୃହରେ ଥିବା ମାନସିକ ଭିନ୍ନକ୍ଷମଙ୍କୁ ଟିକା…

କଟକ ଏସସିବି ବଡ଼ ମେଡିକାଲରେ ବ୍ଲାକ ଫଙ୍ଗସ ରୋଗୀ

କଟକ : କଟକ ଏସସିବି ବଡ଼ ମେଡିକାଲରେ ଚିହ୍ନଟ ହୋଇଛନ୍ତି ସନ୍ଧିଗ୍ଧ ବ୍ଲାକ ଫଙ୍ଗସ ରୋଗୀ । ମହିଳା ରୋଗୀ ଜଣଙ୍କ ଆଖି ତଳ କଳା ପଡିଛି । ଏହା ପୂର୍ବରୁ ମହିଳା ରୋଗୀ ଜଣକ କରୋନାରେ ପୀଡ଼ିତ ଥିଲେ । ଏବଂ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ସେ ବ୍ଲାକ୍ ଫଙ୍ଗରେ ସଂକ୍ରମିତ ଥିବା…

ବାତିଲ ହେଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ : ବାତିଲ ହେଲା ସିବିଏସଇର ଦ୍ବାଦଶ ଶ୍ରେଣୀ ପରୀକ୍ଷା । ଏବର୍ଷ ହେବନି ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୀକ୍ଷା…