Latest Odisha News

BREAKING NEWS

ଭାରତରେ ଦେଖାଦେଇଥିବା ଡେଲ୍‌ଟା ଷ୍ଟ୍ରେନ୍‌ ଏବେ ଚିନ୍ତାର ବିଷୟ; ‘ହୁ’

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) କହିଛି ଯେ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ ଡେଲଟା ଭାରିଆଣ୍ଟର କେବଳ ଗୋଟିଏ ଷ୍ଟ୍ରେନ୍ ବର୍ତ୍ତମାନ ଚିନ୍ତାର କାରଣ ହୋଇଛି ଏବଂ ଅନ୍ୟ ଦୁଇଟି ଷ୍ଟ୍ରେନ୍ ଦୁର୍ବଳ ହୋଇଯାଇଛି। ଏହାଦ୍ବାରା ଦେଶରେ ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇଛି।…

ସଂଗ୍ରହାଳୟ ହେବ ପାକିସ୍ତାନରେ ଥିବା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପାକିସ୍ତାନର ଖାଇବର ପାଖ୍‌ତୁନ୍‌ଖୱା ପ୍ରାଦେଶିକ ସରକାର ଭାରତୀୟ ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କ୍ରୟକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ଅନୁମୋଦନ କରିଛନ୍ତି। ପେଶୱାର ଜିଲ୍ଲା କମିଶନର ଅବସରପ୍ରାପ୍ତ…

ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ

ଲଣ୍ଡନ: ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୦୨୦ ପରଠାରୁ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି। ୩,୧୬୫ ନୂତନ ମାମଲା ରିପୋର୍ଟ କରାଯାଇଥିବା ବେଳେ ସୋମବାରରେ ୩,୩୮୩ଟି ମାମଲା ରିପୋର୍ଟ ହୋଇଥିଲା…

ବାଂଲାଦେଶ ପୋଲିସକୁ ବଡ ସଫଳତା: ୭୦ ବାଘଙ୍କୁ ମାରିଥିବା କୁଖ୍ୟାତ ଶିକାରୀ ଟାଇଗର ହବିବ ଗିରଫ

ଢ଼ାକା: ବାଂଲାଦେଶ ପୋଲିସକୁ ବୁଧବାର ବଡ ସଫଳତା ହାତ ଲାଗିଛି । ୭୦ ବାଘଙ୍କୁ ହତ୍ୟା କରିଥିବା କୁଖ୍ୟାତ ଶିକାରୀ ଟାଇଗର ହବିବଙ୍କୁ ଗିରଫ କରିଛି । ଏହି ଚତୁର ଶିକାରୀ ପ୍ରତ୍ୟେକ ଥର ପୋଲିସ ପଂହଚିବା ପୂର୍ବରୁ ଖସି ଯାଇଥାଏ । ହବିବ ତାଲୁକଦାର ନାମକ ଏହି ଅପରାଧୀ ବାଘଙ୍କୁ ମାରି ବ୍ଲାକ…

୮୪ ସେକେଣ୍ଡରେ ୮୪ଟି ସେରାମିକ୍ ଟାଇଲ୍ ଭାଙ୍ଗି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ୧୩ ବର୍ଷିୟା ବାଳିକା

ହାଇଦ୍ରାବାଦ: ସୋମବାର ହାଇଦ୍ରାବାଦର ଜଣେ ୧୩ ବର୍ଷର ବାଳିକା ୮୪ ସେକେଣ୍ଡରେ ୮୪ଟି ସେରାମିକ୍ ଟାଇଲ୍ ଭାଙ୍ଗି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରତିବର୍ଷ ଜୁନ୍ ୨ ରେ ପାଳନ କରାଯାଉଥିବା ତେଲେଙ୍ଗାନା ଗଠନ ଦିବସ ଅବସରରେ କରାଟେ ବ୍ଲାକ୍ ବେଲ୍ଟ ଧାରକ ଗାନା ସନ୍ଥୋସିନ୍ ରେଡ୍ଡି କହିଛନ୍ତି…

ଓଡ଼ିଶାର ଏହି ଜେଲରେ ୭୫ ଅନ୍ତେବାସୀ କରୋନା ପଜିଟିଭ୍

ରାୟଗଡ଼ା: ଜେଲରେ ବ୍ୟାପୁଚି କରୋନା । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜେଲରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ଉପକାରାଗାରରେ ୭୫ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ୭୧ ଜଣ କଏଦୀ ଓ ୪ ଜଣ କର୍ମଚାରୀ ଅଛନ୍ତି । ସମସ୍ତେ ଜେଲ ଭିତରେ…

ସିଲିଣ୍ଡର ବିସ୍ଫୋରଣରେ ଛାତ ଭୁଶୁଡ଼ି ୭ ମୃତ ୧୪ ଆହତ

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ସିଲିଣ୍ଡର ବିସ୍ଫୋରଣ ହେତୁ ଦୁଇ ମହଲା କୋଠାର ଛାତ ଭୁଶୁଡ଼ିବା ଫଳରେ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ଅଛନ୍ତି। ମଙ୍ଗଳବାର ରାତିରେ ୱାଜିରଗଞ୍ଜ ଅଞ୍ଚଳର ଟିକ୍ରି ଗ୍ରାମରେ ଏହି ଘଟଣା…

ଆଜି ଦେଶରୁ ୧ ଲକ୍ଷ ୩୨ ହଜାର କରୋନା ପଜିଟିଭ୍, ୧୭ଲକ୍ଷକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଖସିବାରେ ଲାଗିଛି । କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ସୁସ୍ଥ ହେଉଛନ୍ତି ଅଧିକ । ଆକ୍ଟିଭ୍ କେସ୍ ବି ଖସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୭୮୮ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୩୧ହଜାର ୪୫୬ ।…

ଫ୍ରେଂଚ ଓପନ ଟେନିସ: ବିଗ ଥ୍ରୀ ଦ୍ୱିତୀୟ ରାଉଣ୍ଡରେ

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ବିଗ ଥ୍ରୀ ଭାବେ ପରିଚିତ ରାଫେଲ ନାଡାଲ, ରୋଜର ଫେଡେରର ଓ ନୋଭାକ ଜୋକୋଭିଚ ପ୍ରଥମ ରାଉଣ୍ଡରେ ସହଜ ବିଜୟ ହାସଲ କରିଛନ୍ତି । ସର୍ବିୟାର ଜୋକୋଭିଜ ଆମେରିକାର ଟେନି ସ୍ୟାଣ୍ଡଗ୍ରେନଙ୍କୁ ୬-୨, ୬-୪ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସୁଇସ…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ TDCCର ଜିଲ୍ଲା ପରିଚାଳକ, କାରରୁ ୧୯ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ସଂସ୍ଥା ବା TDCCର ଜିଲ୍ଲା ପରିଚାଳକ । ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ବେଳେ ଇସ୍ମା ଥାନା ଅନ୍ତର୍ଗତ ମଶନିକାନି ଟୋଲ୍‌ଗେଟ୍‌ରେ ଜୟପ୍ରକାଶ ମହାନ୍ତିଙ୍କୁ ଧରିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଜୟପ୍ରକାଶଙ୍କ କାରରୁ…