Latest Odisha News

BREAKING NEWS

ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ବର: ବରିଷ୍ଠ ଓଡିଆ ଅଭିନେତା ଜିମୂତ ପଟ୍ଟନାୟକଙ୍କର ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସେ ଗତ କିଛି ଦିନ ହେବ ନିମୋନିଆରେ ପିଡିତ ହୋଇ ଚିକିତ୍ସିତ ହେଉଥିଲ‌େ। ହେଲେ ଚିକିତ୍ସାଧୀନ…

ଡ୍ରଗ୍ସ କେସ୍: କମେଡିଆନ୍ ଭାରତୀୟ ସିଂଙ୍କ ପରେ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ

ମୁମ୍ୱାଇ: କମେଡି କୁଇନ୍ ଭାରତୀ ସିଂଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗିରଫ । ତାଙ୍କୁ ଆଜି ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପାଖାପାଖି ୧୫ ଘଣ୍ଟା ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି । ଗତକାଲି ଭାରତୀ ସିଂଙ୍କୁ ଗିରଫ କରିଥିଲା ଏନସିବି । ଗଞ୍ଜେଇ ସେବନ କରୁଥିବା ଭାରତୀ ଓ…

ଚାକିରିରୁ ଅବସର ପର‌େ କଲ‌େ ‌‌ଟ୍ର‌େନ୍ ଡବା ପରି ଘର

ମୁମ୍ବାଇ: ରେଳବାଇ ବିଭାଗରେ ପ୍ରାୟ ୩୮ ବର୍ଷ ଚାକିରି କରିବା ପରେ ଅବସର ନେଇଛନ୍ତି ମହାରାଷ୍ଟ୍ରର ରୋହିଦାସ ସିନ୍ଧେ। ହ‌େଲ‌େ ଚାକିରି ପ୍ରତି ତାଙ୍କର ଏତ‌େ ଭଲ ପାଇବା ଥିଲା ଯେ ସେ ନିଜ ଘରକୁ ମଧ୍ୟ ଦେଇଦ‌େ‌ଲ‌େ ଟ୍ରେନ୍ ଆକାର। ମହାରାଷ୍ଟ୍ରର ସାଙ୍ଗଲି ଅଞ୍ଚଳରେ ରୁହନ୍ତି ରୋହିଦାସ…

ଆତ୍ମହତ୍ୟା କଲେ ସାତପଡ଼ା କଲେଜ ଅଧ୍ୟକ୍ଷା

ପୁରୀ: ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ସାତପଡ଼ା ପଞ୍ଚାୟତ କନିଷ୍ଠ ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷା ମହାବିଦ୍ୟାଳୟ ପରିସର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କଲେଜ ପରିସରରେ ଭିତରେ ଥିବା ନିଜ କ୍ୱାର୍ଟରରେ ଅଧ୍ୟକ୍ଷା ଭାନୁମତି ପ୍ରଧାନ ନିଜ…

ବିଳମ୍ବିତ ରାତିରେ ପତିତପାବନ ଦର୍ଶନ କଲେ ପୁରୀର ନୂଆ ଏସ୍‌ପି

ପୁରୀ: ହାଜତ ମୃତ୍ୟୁ ଘଟଣାରେ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇ ସମ୍ବଲପୁର ଏସପି କେ. ବିଶାଲ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏସ୍‌ପି ବିଶାଲ ସିଂହ ପୁରୀରେ ପହଞ୍ଚି ପତିତପାବନ ଦର୍ଶନ କରିଛନ୍ତି । ନିଜର କିଛି କର୍ମଚାରୀଙ୍କୁ…

ଆରପାରିରେ ଅଭିନେତ୍ରୀ ଲିନା ଆଚାର୍ଯ୍ୟ

ନୂଆଦିଲ୍ଲୀ: ଟେଲି ସୋ 'ସେଠ ଜୀ’ର ଲୋକପ୍ରିୟ ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର କିଡନୀ ରୋଗ ଯୋଗୁଁ ଦେହାନ୍ତ ହୋଇଛି। ସେ ବିଗତ ଦେଢ଼ ବର୍ଷ ହେବ କିଡନୀ ରୋଗରେ ପୀଡିତ ଥିଲେ। ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ ହୋଇଥିଲା। ତାଙ୍କ ସହ କଳାକାର ଜାତୀୟ ଗଣମାଧ୍ୟମକୁ ଦେଇଥିବା ତଥ୍ୟ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ: ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ଦିନ ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ପୁରୀ ଓ ବୀରମିତ୍ରପୁର ହାଜତ ହିଂସା ବିରୋଧରେ ପ୍ରତିବାଦ

ଭୁବନେଶ୍ୱର: ପୁରୀ ଜିଲ୍ଲାର ବାସେଳିସାହି ଥାନା ଓ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନାରେ ଅପରାଧୀ ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ବାଡେଇବା ସହ ଅମାନୁଷିକ ଅତ୍ୟାଚାର କରି ମାରିଦେବା ପ୍ରତିବାଦରେ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ହୋଇଇଛି । ପୋଲିସକୁ ସର୍ବସାଧାରଣଙ୍କ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୨-୧୧-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୨ ରିଖ ରବିବାର ବିଛା ୭ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର    ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ଅଲୌକିକ ନାଗାର୍ଜୁନ ପରମ୍ପରା -୨

...କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା । ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହିଦିନ ନାଗାର୍ଜୁନର ସ୍ୱନକ୍ଷେତ୍ର…