ହକିରେ ଲଢ଼େଇ କରି ହାରିଲା ଭାରତ: ଫାଇନାଲରେ ରବି
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବହୁ ପ୍ରତୀକ୍ଷିତ ହଳଦିଆ ରଙ୍ଗର ପଦକ ଜିତିପାରି ନ ଥିଲେ ବୁଧବାର ଭାରତର ଓଭରାଲ ପ୍ରଦର୍ଶନ ଭଲ ରହିଛି । ସେହିପରି ମହିଳା ହକିରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିବା ସତ୍ୱେ ଆର୍ଜେଂଟିନା ନିକଟରୁ ୧-୨ ଗୋଲରେ ହାରି ଯାଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନକୁ…