ଡ୍ରଗ୍ସ ଜାଲରେ ଟେଲିଭିଜନ୍ ଜଗତର ଲୋକପ୍ରିୟ କମେଡିଆନ୍ ଭାରତୀ ସିଂ
ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବର୍ତ୍ତମାନ ବଲିଉଡ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତ ସିଂଙ୍କ ମୁମ୍ବାଇ ଘରେ ଚଢାଉ କରିଛି ଏବଂ ତାଙ୍କ ଘରୁ ନିଶାଯୁକ୍ତ ଦ୍ରବ୍ୟ ଗଞ୍ଜ ଉଦ୍ଧାର କରାଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ମୁମ୍ବାଇ ଜୋନାଲ ୟୁନିଟ୍ ହାସ୍ୟ…